ନିଲମ୍ବିତ ହେଲେ ବିଜେଡି ଛାତ୍ର ସଭାପତି
ଝାରସୁଗୁଡ଼ା ଅଫିସ/ବଜରାଜନଗର(ଡି.ଏନ.ଏ.),୪ା୩: ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ବ୍ରଜରାଜନଗର ପୌରାଞ୍ଚଳ ବିଜୁ ଛାତ୍ର ଜନତା ଦଳ ସଭାପତି ସରୋଜ କୁମାର ଶାହଙ୍କୁ ଦଳରୁ ନିଳମ୍ବିତ କରାଯାଇଛି। ଏ ନେଇ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ପଳାସ କର୍ମକାର ଏକ ପ୍ରେସ୍…
୩ ଭଉଣୀଙ୍କ ପ୍ରେମରେ ପଡିଲେ ଜଣେ ଯୁବକ: ଆଉ ତା’ପରେ
କିନ୍ସାସା,୪।୩: ଆଫ୍ରିକୀୟ ଦେଶ କାଙ୍ଗୋରେ ଏକ ଏକ ନିଆରା ଘଟଣା ଘଟିଛି। ଏଠାରେ ତିନି ଭଉଣୀ ଜଣେ ବରକୁ ସହିତ ବିବାହ କରିଛନ୍ତି। ତିନି ଭଉଣୀଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କ ନାମ ଲୁୱିଜୋ। ତାଙ୍କର ବୟସ ୩୨ ବର୍ଷ। ଲୁଭିଜୋ ନତାଶା,…
ଏହି କୁନି ଝିଅ ଏବେ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ, ଚିହ୍ନିଲେ ଦେଖି
ମୁମ୍ବାଇ: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ, ଯେଉଁଠାରେ ପ୍ରତିଦିନ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଅନେକ ଥର ସେଲିବ୍ରିଟିଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥାଏ। ଯେଉଁ ଫଟୋକୁ ସେମାନଙ୍କ ପ୍ରିୟ ପ୍ରଶଂସକମାନେ ଚିହ୍ନିପାରନ୍ତି ନାହିଁ।…
ମହାକାଶ ରକେଟରେ ତ୍ରିରଙ୍ଗାକୁ ରଖି ଆମେରିକା, ଜାପାନ ପତାକା ହଟାଇଲା ରୁଷିଆ
ନୂଆଦିଲ୍ଲୀ,୪।୩: ରୁଷିଆ ସରକାରଙ୍କ ମହାକାଶ ଏଜେନ୍ସି ଆମେରିକା, ଜାପାନ ସମେତ ଅନ୍ୟ କିଛି ଦେଶର ପତାକା ହଟାଇ ଦେଇଛି। କିନ୍ତୁ ସ୍ପେସ୍ପୋର୍ଟ ବାଇକୋନୁରରେ ଥିବା ବିରାଟ ରକେଟରେ ଭାରତୀୟ ପତାକା ଚିତ୍ରକୁ ସ୍ଥାନ ଦିଆଯାଇଛି। ରସ୍କୋମସ ଏହି ପଦକ୍ଷେପ ଦର୍ଶାଉଛି ରୁଷିଆ…
ବାପା ହେଲେ ଆଦିତ୍ୟ ନାରାୟଣ
ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ ନେଇ ଖୁସି ଅଛନ୍ତି। ଏବେ ତାଙ୍କର ଖୁସି ଆଉ ଦ୍ୱିଗୁଣିତ ହୋଇଯାଇଛି। ଦୁହେଁ ଏବେ…
ଗର୍ଭବତୀ ମହିଳାଙ୍କ ପରି ବଢୁଥିଲା ଏହି ବ୍ୟକ୍ତିଙ୍କ ପେଟ, କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ମାନବ ଶରୀର ଅତ୍ୟନ୍ତ ଅଜବ। ଆହୁରି ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯଦି ଜଣେ ପୁରୁଷଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିଚାଲେ। ସେମିତି ଏକ ଅଦ୍ଭୁତ କଥା ଦେଖିବାକୁ ମିଳିଛି ଇଂଲଣ୍ଡର ଜଣେ ପୁରୁଷଙ୍କଠାରେ। ତାଙ୍କ ପେଟ ଧିରେ…
ସବୁ ରାଗ ଭୁଲି କୋହଲିଙ୍କୁ ନେଇ ଏମିତି କହିଲେ ଗାଙ୍ଗୁଲି
ମୋହାଲି,୪।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଠାରୁ ମୋହାଲିରେ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ପାଇଁ ସ୍ବତନ୍ତ୍ର ହେବ। ଏହା ତାଙ୍କ କ୍ୟାରିୟରର ୧୦୦ ତମ ଟେଷ୍ଟ ହେବ। ବହୁ ପୂର୍ବତନ ଭେଟେରାନ ଖେଳାଳି କୋହଲିଙ୍କୁ ଅଭିନନ୍ଦନ…
ଆଜି ବାରାଣସୀରେ ରୋଡ ଶୋ କରିବେ ମୋଦି
ଲକ୍ଷ୍ନୌ,୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରାଣସୀ ଗସ୍ତରେ ଯିବେ। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ବାରାାଣାସୀରେ ରୋଡ ଶୋ କରିବେ । ବାରାଣାସୀର ମଲଦହିୟା ଠାରୁ ଆରମ୍ଭ କରି ଗୋଡୌଲିଆ ପର୍ଯ୍ୟନ୍ତ ଏହି ରୋଡ ଶୋ…
ଥମୁଛି ସଂକ୍ରମଣ, କମୁନି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬ ହଜାର ୩୯୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୧୪୨ଙ୍କ ମୃତ୍ୟୁ ଘଟିଛି।…
ବିରାଟଙ୍କୁ ଖାସ୍ ଉପହାର ଦେଲେ ଦ୍ରାବିଡ
ମୋହାଲି,୪।୩:ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ମୋହାଲିରେ ଖେଳାଯାଉଛି। ଏହା ହେଉଛି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ୧୦୦ ତମ ମ୍ୟାଚ। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ଦ୍ୱାଦଶ ଭାରତୀୟ ଖେଳାଳି। ବିରାଟଙ୍କ…
ପ୍ରସିଦ୍ଧ କ୍ରିକେଟର୍ଙ୍କ ପରଲୋକ
ସିଡନୀ,୪।୩: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଉଇକେଟ କିପର ରୋଡ ମାର୍ଶଙ୍କ ପରଲୋକ ଘଟିଛି। ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ନିକଟରେ ହୃଦଘାତ ଯୋଗୁ ସେ କୋମାରେ ଥିଲେ। ମାର୍ଶ ୩୫୫ ଉଇକେଟ୍ ନେଇଛନ୍ତି, ଯାହା ତାଙ୍କ ଅବସର ପର୍ଯ୍ୟନ୍ତ ଏକ ବିଶ୍ୱ…
ଆଉ ୬ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୪ା୩(ବ୍ୟୁରୋ): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁରେ ବ୍ରେକ୍ ଲାଗୁନି। ଆଜି ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଖୋର୍ଦ୍ଧାରୁ ୩…
Archives


