ଡେଟ୍ କରୁଛନ୍ତି ପରିଣୀତି!
ବମ୍ବେ: ଡେଟ୍ କରୁଛନ୍ତି ପରିଣୀତି। ଲୋକପ୍ରିୟ ଗାୟକ ହାର୍ଡି ସାନ୍ଧୁଙ୍କ ସହ ତାଙ୍କୁ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଏହାକୁ ଗୁଜବ କହୁଥିବା ବେଳେ କିଛି ନୂଆ ଯୋଡ଼ିଙ୍କୁ ଶୁଭକାମନା ଜଣାଉଛନ୍ତି। ସେ…
ଅମରନାଥରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ଅକ୍ଷୟ
ମୁମ୍ବାଇ: ଦୀର୍ଘ ୨ ବର୍ଷ ପରେ ଚଳିତ ବର୍ଷ ପୁଣିଥରେ ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଶହଶହ ଶ୍ରଦ୍ଧାଳୁ ବାବା ବର୍ଫାନିଙ୍କ ଦର୍ଶନ ପାଇଁ ଅମରନାଥ ଯାତ୍ରା କରିଥିଲେ । ହେଲେ ଶୁକ୍ରବାର ସେଠାରେ ହଠତ୍ ବାଦଲଫଟା ବର୍ଷା ହେବା…
ରଥ ଟଣା ଆରମ୍ଭ: ଗଡ଼ୁଛି ବଡ଼ ଭାଇ ବଳଭଦ୍ରଙ୍କ ରଥ
ପୁରୀ ଅଫିସ, ୯।୭: ମହାପ୍ରଭୁଙ୍କ ରଥ ଟଣା ଆରମ୍ଭ ହୋଇଛି । ମହାବାହୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି । ପ୍ରଥମେ ଶରଧାବାଲିରୁ ବଡ ଭାଇ ବଳଭଦ୍ରଙ୍କ ରଥ ବାହାରିଛି । ବଡ ଦାଣ୍ଡରେ କୋଟି କୋଟି ଶ୍ରଦ୍ଧାଳୁ ବଡଭାଇଙ୍କ…
ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନାଙ୍କ ପରଲୋକ …
ଲକ୍ଷ୍ନୌ, ୯।୭ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୈନପୁରୀ ଏମ୍ପି ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କର ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି। ଗତ ସପ୍ତାହରେ ବ୍ଲଡ ସୁଗାର ବୃଦ୍ଧି ସମେତ ଅନ୍ୟାନ୍ୟ ଅସୁସ୍ଥତା…
ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ହେଲପର୍ଙ୍କ ଜୀବନ
କଟକ ସଦର,୯ା୭: କଟକ-ନୂଆଗାଁ ଜାତୀୟ ରାଜପଥ କନ୍ଦରପୁର ଥାନା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଗ୍ଧ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ହେଲପର୍ ସୁରେନ୍ଦ୍ର ଲେଙ୍କାଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ…
ୟୁକ୍ରେନ୍ର ଏକତା ପାଇଁ ଇଣ୍ଡୋନେସିଆର ଅପିଲ୍
ଜାକର୍ତ୍ତା,୯।୭: ୟୁକେନ୍, ରୁଷିଆ ଯୁଦ୍ଧ ପାଇଁ ବୈଷୟିକ ସମ୍ପର୍କ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଧନୀ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନଙ୍କ ମଧ୍ୟରେ ଏକ ପ୍ରକାର ସଂଘର୍ଷମୟ ବାତାବରଣ ସୃଷ୍ଟି ହୋଇଛି। ଇଣ୍ଡୋନେସିଆ ବାଲି ରିସୋର୍ଟରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୨୦ଦେଶର…
ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ୟୁପିରେ ବଦଳିଲା ସମୀକରଣ
ଲକ୍ଷ୍ନୌ,୯।୭ : ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁୁ ଶୁକ୍ରବାର ଉତ୍ତରପ୍ରଦେଶ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଏହି ଅବସରରେ ଭାଜନା ସ ସହଯୋଗୀଙ୍କ ଦଳରୁ ସମର୍ଥନ ପାଇଁ ମୁର୍ମୁଙ୍କ ଲାଗି ଏକ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ସୁଭାସପା ମୁଖ୍ୟ ଓମ୍…
ସିଡିଏମ୍ଓଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ
ରାୟଗଡ଼ା ଅଫିସ,୯।୭: ରାୟଗଡ଼ା ବାରିଝୋଲାସ୍ଥିତ ଜନ ସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟରେ ଶନିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଓ କାଗଜପତ୍ର ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବିଭାଗ ପହଞ୍ଚିି ନିଆଁକୁ ଆୟତ୍ତ କରିଛନ୍ତି। ଶର୍ଟସର୍କିଟ…
ଏଣିକି ମାସ୍କ ନ ପିନ୍ଧିଲେ ୫୦୦ଟଙ୍କା ଜରିମାନା
ଭୁବନେଶ୍ୱର,୯।୭(ବ୍ୟୁରୋ): ଏଣିକି ମାସ୍କ ନ ପିନ୍ଧିଲେ କଟିବ ଚାଲାଣ। ରାଜଧାନୀରେ କରୋନା ସଂକ୍ରମଣ ବଢୁଥିବାରୁ ବିମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ମାସ୍କ ନ ପିନ୍ଧିଲେ ୫ ଶହ ଟଙ୍କା ଜରିମାନା ହେବ ବୋଲି ରାଜଧାନୀବାସୀଙ୍କୁ ମେୟର ସୁଲୋଚନା ଦାସ ତାଗିଦ…
ଦୌଡ଼ିବାକୁ ପଡିବନି କାର୍ଯ୍ୟାଳୟ: ପୁରସ୍କାର ପାଇଁ ଅନ୍ଲାଇନରେ କରିବେ ଆବେଦନ
ନୂଆଦିଲ୍ଲୀ,୯ା୭: କ୍ରୀଡାବିତ୍ଙ୍କ ସୁବିଧା ପାଇଁ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ନୂତନ ପୋର୍ଟାଲ ଲଞ୍ଚ ହୋଇଛି। ଯୋଗ୍ୟ କ୍ରୀଡାବିତ୍ ଏହି ପୋର୍ଟାଲ ଜରିଆରେ ପୁରସ୍କାର ରାଶି ପାଇଁ ଅନଲାଇନରେ ଆବେଦନ କରିପାରିବେ। କେନ୍ଦ୍ର କ୍ରୀଡ଼ା ଓ…
ବର ପ୍ରଶେସନ ଗାଡ଼ିରେ ଲାଗିଗଲା ବିଦ୍ୟୁତ୍ ତାର
କେନ୍ଦୁଝର,୯।୭(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଆଟପୁର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାହାଘର ଶୋଭାଯାତ୍ରା ଯାଉଥିଲା। ଏହି ସମୟରେ ବରଗାଡ଼ି ଆଗରେ ଯାଉଥିବା ଏକ ଡିଜେ ଗାଡ଼ିର କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଛି। ମୃତକ ହେଲେ ଶିବାନନ୍ଦ ନାୟକ…
ଆରମ୍ଭ ହେଲା ଛେରାପହଁରା
ପୁରୀ ଅଫିସ, ୯ା୭: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଏହା ସମାପନ ପରେ ଠାକୁରଙ୍କ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ପରେ…

