ରୋହିତଙ୍କ ବିଶ୍ୱ ରେକର୍ଡ: ୨୦୨୧ରୁ ଗୋଟିଏ ବି ମ୍ୟାଚ ହାରିନି ଦଳ
ସାଉଥାମ୍ପଟନ୍,୯ା୭: ଅଧିନାୟକ ଭାବରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ରୋହିତ ଶର୍ମା। ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିଥିବା ରୋହିତଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ…
କର୍ନାଟକରେ ଭୂକମ୍ପ ଝଟକା
ବେଙ୍ଗାଲୁରୁ,୯।୭: କର୍ନାଟକର ବିଜୟପୁର ଓ ବାଗଲକୋଟ ଜିଲାରେ ଶନିବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ବିଜୟପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ତେବେ ଭୂକମ୍ପର ବର୍ତ୍ତମାନ…
୫ ମାସ ପରେ ଦଳକୁ ଫେରିଲେ କୋହଲି
ବର୍ମିଂହାମ,୯ା୭: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୫ ମାସର ବିରତି ପରେ ଟି-୨୦କୁ ଫେରୁଥିବା କୋହଲିଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପକ୍ଷେ କୋହଲିଙ୍କ ସ୍ଥାନରେ ଯୁବ ଖେଳାଳି…
ଶିକ୍ଷୟିତ୍ରୀଙ୍କ ଦବଙ୍ଗଗିରି: ପିଲାଙ୍କୁ ନିସ୍ତୁକ ମାଡ଼
ମାଲକାନଗିରି, ୯ା୭ (ଡି.ଏନ.ଏ.): ସରକାରୀ ବିଦ୍ୟାଳୟରେ ପାଠ ପଢାଉଛନ୍ତି ଜଣେ ମାନସିକ ବିକାରଗ୍ରସ୍ତ ଶିକ୍ଷୟିତ୍ରୀ। ଶ୍ରେଣୀଗୃହରେ ମନ ଇଚ୍ଛା ପାଠ ପଢାଉଛନ୍ତି। ଯେତିକି ପାଠ ପଢାଉ ନାହାନ୍ତି ଛାତ୍ରୀଛାତ୍ରଙ୍କୁ ତାହାଠୁ ଅଧିକ ମାଡ ମାରୁଛନ୍ତି। ମାଲକାନଗିରି ଜିଲା ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ…
ଇନ୍ଷ୍ଟାଗ୍ରାମରୁ ଚେନ୍ନାଇ ସୁପର କିଙ୍ଗ୍ସର ଫଟୋ ହଟାଇଲେ ଜାଡେଜା
ମୁମ୍ବାଇ ୯।୭ : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍ ୨୦୨୧-୨୦୨୨ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି। ଯାହାକୁ ନେଇ ଜାଡେଜା ଚେନ୍ନାଇ ଛାଡିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ…
ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ
ପୁରୀ ଅଫିସ,୯।୭: ଜନ୍ମବେଦୀରେ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଭଉଣୀଙ୍କୁ ଧରି ଆଜି ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ। ଭୋର୪ଟାରୁ ଠାକୁରଙ୍କ ନୀତିକାନ୍ତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ସୁଦର୍ଶନ,ବଳଭଦ୍ର,ସୁଭଦ୍ରା ରଥାରୂଢ ହେବା ପରେ ଏବେ ପହଣ୍ଡି ବିଜେ କରୁଛନ୍ତି କାଳିଆ ସାଆନ୍ତ।…
ପାଚେରି ଭିତରେ ଘୋଡ଼ାକୁ ଏମିିତି ଗେଲ କରୁଛି କୁକୁର
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଟେଷ୍ଟ ସିରିଜ ୪ ପରିବର୍ତ୍ତେ ୫କୁ ବୃଦ୍ଧି
ମେଲବୋର୍ନ,୮ା୭: ପରବର୍ତ୍ତୀ ଫ୍ୟୁଚର ଟୁର୍ ପ୍ରୋଗ୍ରାମ୍(ଏଫ୍ଟିପି) ସାଇକେଲ ୨୦୨୪-୩୨ ଟେଷ୍ଟ ସଂଖ୍ୟା ୪ରୁ ୫କୁ ବୃଦ୍ଧି ପାଇବ। ଭାରତୀୟ କ୍ରିକେଟ ଦଳ ଦୁଇଥର ଅଷ୍ଟ୍ରେଲିଆ ଟୁର୍ରେ ଯାଇପାରେ। ପରବର୍ତ୍ତୀ ଏଫ୍ଟିଏଫ୍ରେ ଭ୍ରମଣକାରୀ ଭାରତ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏ ପୂର୍ଣ୍ଣାଙ୍ଗ ଟେଷ୍ଟ…
ଓଟିଟିରେ ରିଲିଜ୍ ହେବ ‘ଲାଲ ସିଂ ଚଢା’
ବଲିଉଡ୍ ଅଭିନେତା ଅମୀର ଖାନଙ୍କ ଅଭିନୀତ ଫିଲ୍ମ ‘ଲାଲ ସିଂ ଚଢା’ ଅଗଷ୍ଟ ୧୧ ପ୍ରେକ୍ଷାଳୟକୁ ଆସିବ। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆଶା କରାଯାଉଛି ଫିଲ୍ମଟି ବକ୍ସ ଅଫିସ୍ରେ ଧମାଲ କରିବ। ଫିଲ୍ମଟି କେବଳ…
ଉପଖଣ୍ଡ ଡାକ୍ତରଖାନା ପ୍ରତିଶ୍ରୁତି ଧୂଆଁବାଣ
ଯାଜପୁର ଅଫିସ, ୯ା୭: ଯାଜପୁର ଜିଲାର ଅନ୍ୟତମ ସହର ଯାଜପୁର ରୋଡ୍ ସବୁ କ୍ଷେତ୍ରରେ ଅବହେଳିତ। ସହରର ଆୟତନ ଓ ଲୋକସଂଖ୍ୟା ବଢ଼ି ଚାଲିଥିଲେ ହେଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢ଼ ହୋଇପାରୁନାହିଁ। ଆବଶ୍ୟକ ବିଶେଷଜ୍ଞ ଡାକ୍ତର ଅଭାବ ସହରବାସୀଙ୍କୁ ଚିନ୍ତିତ…
ମାନସ ସ୍ବାଇଁ ହତ୍ୟା ଘଟଣା: ୮ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ
ଚାନ୍ଦବାଲି ୯।୭(ଡି.ଏନ୍.ଏ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ୮ ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ ଦାଖଲ ହୋଇଛି । ସେଥିରେ ୩୪ ଜଣ ସାକ୍ଷୀ ରହିଛନ୍ତି । ଏହି ସାକ୍ଷୀଙ୍କ…
ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା
ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଏସବୁ ସ୍ମାର୍ଟ ସ୍କୁଲର ଉଦଘାଟନ କରାଯାଇଥିଲା। ଏଥିମଧ୍ୟରେ ବ୍ରହ୍ମପୁରରେ ୭ଟି…

