Home Left

ଘରୋଇ ସ୍କୁଲ ଆର୍ଥିକ କାରବାରର ଅଡିଟ୍‌ ହେଉ

ଭୁବନେଶ୍ୱର,୧୫।୭ (ବ୍ୟୁରୋ): ଘରୋଇ ସ୍କୁଲଗୁଡିକର ଆର୍ଥିକ କାରବାରରେ ସ୍ବଚ୍ଛତା ପାଇଁ ସରକାର ପ୍ରତି ବର୍ଷ ଅଡିଟ କରିବାକୁ ଦାବି କରିଛି ଓଡିଶା ଅଭିଭାବକ ମହାସଂଘ। ଏନେଇ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଚିଠି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ଓ ଗଣଶିକ୍ଷା…

ଡେରାବିଶ ମହିଳା ଶିଶୁ ସମନ୍ବିତ ବିଭାଗରେ ଦୁର୍ନୀତି

ଡେରାବିଶ,୧୫ା୭(ସ୍ବ.ପ୍ର.): ଶିଶୁମାନଙ୍କ ସାମଗ୍ରୀକ ବିକାଶ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିବା ବେଳେ କେନ୍ଦ୍ରପଡ଼ା ଜିଲା ଡେରାବିଶ ବ୍ଲକ୍‌ ଅଧୀନ ଅଙ୍ଗନୱାଡି କେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା କିଟ୍‌ ଓ ଖେଳଣା କିଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବା…

ଗୋଖାଦ୍ୟ ଦର ବୃଦ୍ଧି ଚାଷୀ ହନ୍ତସନ୍ତ

କେନ୍ଦ୍ରାପଡ଼ା ଅଫିସ, ୧୫ା୭: କଥାରେ ଅଛି ଗୋଦରା କୋଡ଼େ ଯେତେ, ମାଡ଼େ ସେତେ। ଏପରି ଉଦାହରଣ କେନ୍ଦ୍ରାପଡ଼ା ଜିଲାର ଦୁଗ୍ଧ ଚାଷୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଦୁଗ୍ଧ ଚାଷୀ ଓ ସଙ୍ଗଠନ ପକ୍ଷରୁ ହେଉଥିବା ଚାପରୁ ରାଜ୍ୟ ସରକାର ଦୁଗ୍ଧ ଲିଟର…

ଇଲିଶି ଦର ଆକାଶଛୁଆଁ

ମହାକାଳପଡ଼ା,୧୫ା୭ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମୁଦ୍ର ଓ ସଂଲଗ୍ନ ନଦୀରେ ଲଘୁଚାପ ପ୍ରଭାବ ଯୋଗୁ ୨ ଦିନ ହେଲା ଇଲିଶି ମାଛ ବହୁଳ ମାତ୍ରାରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛନ୍ତି। ଇଲିଶି ମାଛର ଚାହିଦା ଥିବାରୁ ଏହାର ଦର ଆକାଶଛୁଆଁ…

ମାସକୁ ୧୦ ଦିନ ବିଦ୍ୟାଳୟ, ହସ୍ପିଟାଲ ଯାଅ

ଜଗତ୍‌ସିଂହପୁର ଅଫିସ,୧୫ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜଗତ୍‌ସିଂହପୁର ଜିଲାର ୯୬.୩୬% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତଥାପି ଆଗାମୀ ପରୀକ୍ଷାରେ ଯେପରି ଏ-୧ ଗ୍ରେଡ୍‌ରେ ଅଧିକ ସଂଖ୍ୟକ ପିଲା କୃତକାର୍ଯ୍ୟ ହେବେ ସେଥିପ୍ରତି ଚେଷ୍ଟା…

କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପାଇଁ ଚିଠି ଲେଖିଲେ ଏସ୍‌ପି

ଜଗତ୍‌ସିଂହପୁର ଅଫିସ,୧୫ା୭: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ(୩୦) ଓ ତାଙ୍କ ପ୍ରେମିକା ତଥା ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱର ଗଁାର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା(୨୯)ଙ୍କ ବିବାହ ପ୍ରସଙ୍ଗ ଭିନ୍ନ ମୋଡ ନେଇଛି। ଜୁନ ୧୮ ତାରିଖରେ ସୋମାଲିକା…

ଭ୍ୟୁ ଟାୱାର, ଓଟିଡିସି ସଭାଗୃହରେ ପଶିଲା ସମୁଦ୍ର ପାଣି

ଏରସମା,୧୫ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ତଥା ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳିଠାରେ ସମୁଦ୍ର ଜଳ ପତନ ଆଶାତୀତ ବୃଦ୍ଧି ପାଇଛି। ପୂର୍ଣ୍ଣମି ତିଥିର ପ୍ରଭାବରେ ସମୁଦ୍ର ଜୁଆର ଫୁଲି ଉଠି ଭ୍ୟୁ ଟାୱାର ପର୍ଯ୍ୟନ୍ତ ମାଡି…

ମୟୂରର ଚମତ୍କାର ଡ୍ୟାନ୍ସ, ଭିଡିଓ ଦେଖିଲେ…

ଅନେକ କାରଣରୁ ମୟୂର ପୃଥିବୀର ସବୁଠାରୁ ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରୁ ଅନ୍ୟତମ। ଏହି ଯେମିତି ଧନୁ ଆକାରର ସୁନ୍ଦର ରଙ୍ଗୀନ ପୁଚ୍ଛ ଏବଂ ସୁନ୍ଦର ଡ୍ୟାନ୍ସ ପ୍ରଦର୍ଶନ ଯୋଗୁ ସମସ୍ତଙ୍କ ପ୍ରିୟ ମୟୂର। ସୋସିଆଲ ମିଡିଆରେ ଏକ ମୟୂରର ଭିଡିଓ ସାମ୍ନାକୁ…

ବ୍ୟାସସରୋବର ସୌନ୍ଦର୍ଯ୍ୟକରଣରେ ଅନିୟମିତତା

ଯାଜପୁର ଅଫିସ,୧୫ା: ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମରେ ବ୍ୟାପକ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ କିମ୍ବା ପୂର୍ତ୍ତ ବିଭାଗର କର୍ତ୍ତୃତ୍ୱ ନାହିଁ ।…

ସ୍ତ୍ରୀ ହେଲେ ମାସକୁ ୨୫ ଲକ୍ଷ ଅଫର

ମୁମ୍ବାଇ: ସ୍ତ୍ରୀ ହେଲେ ମାସକୁ ମିଳିବ ୨୫ ଲକ୍ଷ। ଜଣେ ବ୍ୟବସାୟୀଙ୍କ ନିକଟରୁ ବଲିଉଡ୍‌ ଅଭିନେତ୍ରୀ ନୀତୁ ଚନ୍ଦ୍ରାଙ୍କୁ ମିଳିଥିଲା ଏଭଳି ଏକ ଘୃଣ୍ୟ ଅଫର। ଅଙ୍ଗେ ନିଭାଇଥିବା ଏଭଳି ଦୁଃଖଦ ଘଟଣାକୁ ନିକଟରେ ଏକ ସାକ୍ଷାତ୍‌କାରରେ ସାର୍ବଜନୀନ କରିଛନ୍ତି ସେ।…

ଜିଲାପାଳଙ୍କ କାର୍ଯ୍ୟାଳୟକୁ ମା’ କାନ୍ଧରେ ବୁହା ହୋଇ ଆସିଲେ ଦିବ୍ୟାଙ୍ଗ

ବୌଦ୍ଧ,୧୫ା୭(ସ୍ବ.ପ୍ର.): ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ଅସହାୟ ଗରିବ ଲୋକେ କିପରି କରୁଣ ସ୍ଥିତିରେ ରହୁଛନ୍ତି ତାର ଜ୍ୱଳନ୍ତ ଉଦାହରଣ ବୌଦ୍ଧ ଜିଲାରେ ଦେଖିବାକୁ ମିଳିଛି। ଗୁରୁବାର ଜଣେ ଦିବ୍ୟାଙ୍ଗ ମହିଳା ରାଶନ କାର୍ଡ…

‘ଯୌନ ଉତ୍ପୀଡ଼ନ’ ବଦଳରେ ‘ଗୋଗୋଇ’ କୁହ

ନୂଆଦିଲ୍ଲୀ,୧୫।୭: ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ କେତେକ ଶବ୍ଦକୁ ‘ଅସଂସଦୀୟ’ ଦର୍ଶାଇ ସେଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିବାବେଳେ ଉକ୍ତ ବୁକ୍‌ଲେଟ୍‌କୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ମହୁଆ ମୋଇତ୍ର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଏମ୍‌ପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?