ତିନି ଦିନରେ ରିପୋର୍ଟ ଦେବେ ଆର୍ଆଣ୍ଡ୍ବି ଅଧୀକ୍ଷଣ ଯନ୍ତ୍ରୀ
କଟକ ଅଫିସ,୧୧ା୩: ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରିବା ପାଇଁ ନିର୍ମାଣାଧୀନ ବ୍ରିଜ ପାର୍ଶ୍ୱ ରାସ୍ତା ଭୁଶୁଡ଼ିବା ଘଟଣାର ୩ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଆର୍ଆଣ୍ଡବି କଟକ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯନ୍ତ୍ରୀ ରିପୋର୍ଟ…
ମିଥ୍ୟା ସାକ୍ଷୀ ମହଙ୍ଗା ପଡ଼ିଲା
ବ୍ରହ୍ମପୁର ଅଫିସ,୧୧ା୩: କୋର୍ଟରେ ମାମଲାର ବିଚାର ବେଳେ ମିଥ୍ୟା ସାକ୍ଷୀ ଦେବା ମହଙ୍ଗା ପଡ଼ିଛି। ଦୁଇ ସରକାରୀ କର୍ମଚାରୀଙ୍କ ସମେତ ୩ ଜଣଙ୍କ ନଁାରେ ମାମଲା ପାଇଁ ଭିଜିଲାନ୍ସ କୋର୍ଟରେ ପିଟିଶନ ରୁଜୁ ହୋଇଛି। ସେମାନେ ହେଲେ କୋଦଳା ଥାନା ମାଲବେଲପଡ଼ା…
ଖୋର୍ଦ୍ଧା ପୌର ପରିଷଦ: କାଉନ୍ସିଲର ପଦ ପାଇଁ ୭୬ ପ୍ରାର୍ଥୀ
ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ପୌର ନିର୍ବାଚନ ପାଇଁ ଯାଞ୍ଚ ପ୍ରକ୍ରିୟା ସରଛି। କାଉନସିଲର ପଦ ପାଇଁ ମଇଦାନରେ ୭୬ଜଣ ପ୍ରାର୍ଥୀ ରହିଛନ୍ତି। ସେଥିରୁ ୩ପ୍ରମୁଖ ଦଳ ସମେତ ୨ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ବିଜେଡି ୨୨ଟି ଓ୍ବାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ…
ଜିଲାରେ ୧୨୫୧ ଯକ୍ଷ୍ମା ରୋଗୀ
ଖୋର୍ଦ୍ଧା ଅଫିସ,୧୧ା୩: ଖୋର୍ଦ୍ଧା ଜିଲା ଯକ୍ଷ୍ମା ଫୋରମ ଏବଂ ଜିଲା ଯକ୍ଷ୍ମା କୋମରବିଡିଟି କମିଟିର ଏକ ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ସିଡିଏମ୍ଓ ଡା. ଆର୍ତ୍ତବନ୍ଧୁ ନାୟକ, ଏଡିଏମ୍ଓ(ପରିବାର…
ଫେବୃୟାରୀରେ ୨୮ ଅପହରଣ ମାମଲା
ଭୁବନେଶ୍ୱର,୧୧।୩(ବ୍ୟୁରୋ): କମିଶନରେଟ ପୋଲିସର ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ କିଡ୍ନାପିଙ୍ଗ୍ ଓ ମ୍ୟାନ୍ ମିସିଂ ସେଲ୍ କାମ କରୁଛି। ଏହି ସେଲ୍ ଅପହରଣ ମାମଲାରେ ଥାନାର ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁଛି। ତେବେ ପୂର୍ବ ମାସ ଅପେକ୍ଷା ଫେବୃୟାରୀରେ ତଦନ୍ତ ପିଛେଇଥିବା…
ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳ ବଖାଣିଲା କୃଷକଙ୍କ କ୍ରୋଧ: ଶରଦ ପାୱାର
ମୁମ୍ବାଇ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଉପରେ ସଭିଙ୍କ ନଜର ଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନର ଫଳାଫଳ ସଭିଙ୍କୁ ଚମକାଇ ଦେଇଛି । ଏଠାରେ କଂଗ୍ରେସ ଶାସନ ଥିବା ବେଳେ ଏଥର କିନ୍ତୁ କଂଗ୍ରେସକୁ ପରାଜୟ…
ସତରେ କ’ଣ ବାହା ହେବେନି ସିଦ୍ଧୁଙ୍କ ଝିଅ
ଚଣ୍ଡିଗଡ,୧୧।୩: ଚଳିତ ପଞ୍ଜାବ ବିଧାନସଭା ନିର୍ବଚନରେ ବଡ ବିଜୟ ହାସଲ କରିଛି ଆମ ଆଦମୀ ପାର୍ଟି। କଂଗ୍ରେସ ହାତରୁ ଛଡାଇ ନେଇଛି ପଞ୍ଜାବ। ୧୧୭ଟି ବିଧାନସଭା ଆସନ ବିଶିଷ୍ଟ ପଞ୍ଜାବରେ ଆପ ୯୨ଟି ଆସନରେ ଜିତିଛି। ପଞ୍ଜାବରେ ଆମ ଆଦମୀ ପାର୍ଟି…
୧.୩୨ କୋଟି ଟଙ୍କାର ବ୍ରାଉନସୁଗାର ଜବତ
ଭୁବନେଶ୍ୱର (ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୧୧।୩: ରାଜଧାନୀ ଉପକଣ୍ଠ ଜଟଣୀ ଅଞ୍ଚଳ ଏବେ ବ୍ରାଉନସୁଗାର କାରବାରର ହବ୍ ପାଲଟିଛି। ବାଲେଶ୍ୱରର ଜଳେଶ୍ୱର ଓ ଅନ୍ୟ କେତେକ ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଏଠାକୁ ବ୍ରାଉନସୁଗାର ଅଣାଯାଇ ସହର ଓ ତଳି ଅଞ୍ଚଳକୁ ଚାଲାଣ ହେଉଛି।…
କାହିଁକି ଫରହାନଙ୍କୁ ବିବାହ କଲେ ଶିବାନୀ
ବଲିଉଡ ଅଭିନେତା-ନିର୍ଦ୍ଦେଶକ ଫରହାନ ଅଖତର ଏବଂ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ଏବଂ ଭିଡିଓ ବିଷୟରେ ବହୁତ ଚର୍ଚ୍ଚା ମଧ୍ୟ ହେଉଛି। ଏହି ସମୟରେ ଶିବାନୀ ପୂର୍ବରୁ ବିବାହ କରିଥିବା…
ଅସନ୍ତୁଷ୍ଟଙ୍କ ଭିତରୁ ଓହରିବେ ନାହିଁ ଅଧିକ
ଭୁବନେଶ୍ୱର,୧୧।୩ (ବ୍ୟୁରୋ): ପୌର ନିର୍ବାଚନରେ ଦଳୀୟ ଟିକେଟ ପାଇବାରୁ ବଞ୍ଚତ୍ତ ହେବାପରେ ଅସନ୍ତୋଷ ଜାହିର କରୁଛନ୍ତି ଆଶାୟୀ। ଦୀର୍ଘବର୍ଷ ଧରି ଦଳ ସହିତ ରହି ବିଭିନ୍ନ କାର୍ଯ୍ୟରେ ନେତୃତ୍ୱ ନେଇଥିଲେ ମଧ୍ୟ ଏହାର ପ୍ରତିଦାନ ସ୍ବରୂପ ଦଳ ସେମାନଙ୍କ ପ୍ରତି ପ୍ରତାରଣା…
‘ମୋତେ ବିବାହ କର, ୨୦ କୋଟି ଦେବି’
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ କାର୍ତ୍ତିକ ଇନଷ୍ଟାଗ୍ରାମରେ ତାଙ୍କ କୁନି ସହ କଳାକରଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ କୁନି ଝିଅଟି ତାଙ୍କ ଫିଲ୍ମର ଏକ ସଂଳାପ କହୁଥିବାର ନଜର ଆସିଛନ୍ତି।…
କୋଭିଡ୍ ମୃତ୍ୟୁ ସହାୟତା ତୁରନ୍ତ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୧।୩(ବ୍ୟୁରୋ): କୋଭିଡ୍ ମୃତ୍ୟୁ ସହାୟତା ପ୍ରଦାନ ସହ ପ୍ରମାଣପତ୍ର ତୁରନ୍ତ ପ୍ରଦାନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୧୪ ମଧ୍ୟରେ ଯେଉଁମାନେ ମରିଛନ୍ତି ଓ ଅନୁକମ୍ପା ରାଶି ପାଇନାହାନ୍ତି, ସେମାନଙ୍କୁ…
Archives


