Home Left

ସିଦ୍ଧୁଙ୍କ ପରାଜୟ ପରେ ଟ୍ରେଣ୍ଡ ପାଲଟଛନ୍ତି ଅର୍ଚ୍ଚନା ପୂରନ

ନୂଆଦିଲ୍ଲୀ,୧୧।୩: ୫ ରାଜ୍ୟର ବିଧାନସଭା ଫଳାଫଳ ପ୍ରକାଶ ପାଇବା ପରେ ଟୁଇଟରରରେ ଟ୍ରେଣ୍ଡ ପାଲଟିଛନ୍ତି ବଲିଉଡ୍‌ ଆକ୍ଟର ଅର୍ଚ୍ଚନା ପୁରନ ସିଂ। ଏହାର କାରଣ ହେଉଛି କ୍ରିକେଟରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏଥିଯୋଗୁ ‘ଦି କପିଲ…

ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର

ସମ୍ବଲପୁର ଅଫିସ,୧୧।୩: ଭିଜିଲାନ୍ସ ଜାଲରେ ପଡିଛନ୍ତି ଟାଟା ପାୱାରର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ଦରଜି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର, ବୁର୍ଲା ଓ ବରଗଡ଼ର ମୋଟ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଚଢାଉରେ ଜଣେ…

ଖସିଲା କରୋନା ଗ୍ରାଫ୍‌: ଆଜି ୧୦୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୬,୪୫୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୬୧ ଜଣ ଚିହ୍ନଟ ହୋଇଥିବା…

ପଞ୍ଜାବ ପରେ ଏଏପି ଟାର୍ଗେଟରେ ଆଉ ଦୁଇ ରାଜ୍ୟ

ନୂଆଦିଲ୍ଲୀ,୧୧।୩: ପଞ୍ଜାବରେ ବିପୁଳ ବିଜୟ ପରେ ଅରବିନ୍ଦ କେଜରିଓ୍ବାଲଙ୍କ ଆମ ଆଦାମି ପାର୍ଟି (ଏଏପି)ର ଟାର୍ଗେଟରେ ଦୁଇଟି ରାଜ୍ୟ ଗୁଜରାଟ ଏବଂ ହିମାଚଳପ୍ରଦେଶ ରହିଥିବା ଦଳୀୟ ନେତା ଅକ୍ଷୟ ମାରାଥେ କହିଛନ୍ତି। “ଆମେ ଗୁଜରାଟ ଓ ହିମାଚଳପ୍ରଦେଶ ନିଶ୍ଚିତ ଯାଉଛୁ। ଏହି…

ଫେମଶ ହେବାକୁ ସର୍ଜରୀ କରିଥିଲେ ଏହି ନାୟିକା

ମୁ୍‌ମ୍ବାଇ: ଟେଲିଭିଜନ ପରଦାଠାରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭନେତ୍ରୀ ପୁନମ ପାଣ୍ଡେ । ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଥିବା ଏହି ନାୟିକା ଖୁବ୍ ବୋଲ୍ଡ । ୧୧ ମାର୍ଚ୍ଚ…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୬ ବଗି

କୋରାପୁଟ,୧୧ା୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଭେଜା ନିକଟରେ ଗୁରୁବାର ବିଳମ୍ବିତ ରାତିରେ କୋରାପୁଟ ଷ୍ଟେଶନଠାରୁ ୨୫ କିମି ଦୂରରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି କିରଣ୍ଡୁଲରୁ କୋଇଲା ବୋଝେଇ କରି ବିଶାଖାପାଟଣା ଅଭିମୁଖେ ଯାଉଥିଲା। ଏହି ସମୟରେ ଭେଜା ନିକଟରେ…

ଅନ୍ତରୀଣ ଜାମିନରେ ଜେଲରୁ ବାହାରିଲେ ପିଣ୍ଟୁ ଦାସ

ବ୍ରହ୍ମପୁର ଅଫିସ,୧୧ା୩: ଜମି ହଡପ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବ ଶଙ୍କର ଦାସ ଗୁରୁବାର ଜେଲରୁ ବାହାରିଛନ୍ତି। ହାଇକୋର୍ଟରୁ ପିଣ୍ଟୁଙ୍କୁ ମିଳିଥିବା…

ସୁମିତ-ତପସ୍ବିନୀ ଦମ୍ପତିି ବିବାଦ ମାମଲା: ୧୫ରେ ମୂଳ ପିଟିଶନର ଶୁଣାଣି

ବ୍ରହ୍ମପୁର ଅଫିସ,୧୧ା୩: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ବିବାଦ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେବେ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ଦେବାକୁ ଜିଲା ଜଜ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଡା. ସୁମିତଙ୍କ ଓକିଲ…

ଖୁବ୍‌ ଶୀଘ୍ର ଏମ୍ସରେ ବୃକ୍‌କ ପ୍ରତିରୋପଣ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ବୃକକ୍‌ ପ୍ରତିରୋପଣ (ରେନାଲ୍‌ ଟ୍ରାନ୍ସପ୍ଲାଣ୍ଟ୍‌) ହେବ। ରାଜ୍ୟ ସରକାରଙ୍କଠାରୁ ଏନେଇ ଅନୁମତି ମିଳିସାରିଥିବାବେଳେ ଏମ୍ସ ପକ୍ଷରୁ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ଆବଶ୍ୟକ ଅନ୍ୟାନ୍ୟ ପ୍ରକ୍ରିୟା ସରିବା ପରେ ବହୁ ପ୍ରତୀକ୍ଷିତ ବୃକକ୍‌…

ଗୋ ଚାଲାଣକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୧।୩: ନୟାଗଡ଼ ଜିଲାରେ ଆନ୍ତଃ ରାଜ୍ୟ ଗୋଚାଲାଣ ର଼୍ୟାକେଟ ସକ୍ରିୟ ରହିଛି। ଜିଲାରୁ ମାସକରେ ୧୦ରୁ ଊର୍ଦ୍ଧ୍ୱ ଦିନ ବେଆଇନ ଭାବେ କଂସେଇଖାନାକୁ ଗୋଚାଲାଣ ଚାଲିଛି। ବେଆଇନ ଗୋଚାଲାଣ ରୋକିବା ନେଇ ପ୍ରିଭେନ୍‌ସନ ଅଫ୍‌ କ୍ରୁଏଲିଟି ଟୁ ଆନିମଲ ଆଇନ…

ଆଚରଣବିଧି ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ୧୦୬ ମ୍ୟୁନିସିପାଲିଟି/ ଏନ୍‌ଏସି ଏବଂ ୩ ମହାନଗର ନିଗମ ଅଞ୍ଚଳବାସୀ ସେମାନଙ୍କ ପନପସନ୍ଦର ପ୍ରତିନିଧି ବାଛିବେ। ନିର୍ବାଚନକୁ ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳାର ସହ ସମାପନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର…

ମାର୍ଚ୍ଚ ସୁଦ୍ଧା ୧୦୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର, ୧୧ା୩(ବ୍ୟୁରୋ): ଓଡ଼ିଶାର ଲଘୁ ଖଣିଜ ସମ୍ପଦର ସୁପରିଚାଳନା ନିମନ୍ତେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁବାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ବିଭିନ୍ନ ଲଘୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri