Home Left

ବିଶ୍ୱ କିଡ୍‌ନୀ ଦିବସ: ଗୋଟିଏ ଗୋଟିଏ କିଡ୍‌ନୀରେ ବଞ୍ଚୁଛନ୍ତି ସମ୍ପୂର୍ଣ୍ଣ ପରିବାର

ନୂଆଦିଲ୍ଲୀ: ସାରା ବିଶ୍ୱରେ ମାର୍ଚ୍ଚ ୧୦ ତାରିଖ ଅର୍ଥାତ୍ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡନୀ ଦିବସ ଭାବେ ପାଳନ କରାଯାଇଥାଏ । ଏହାର ଉଦ୍ଦେଶ୍ୟ ଆମେ ଆମ କିଡ୍‌ନୀକୁ କେମିତି ସୁସ୍ଥ ରଖିପାରିବା । ଏହାସହ କିଡନୀ ରୋଗ…

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା, ଆର୍‌ଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ ଅଫିସ୍‌, ୧୦।୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୁରୁଣା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଅଘଟଣ ଘଟିଛି। ପୋଲ ମରାମତି ବେଳେ ସାଇଡ୍‌ ଓ୍ବାଲ୍‌ ଭୁଶୁଡ଼ି ଯିବାରୁ ସେଠାରେ କାମ କରୁଥିବା କେତେଜଣ ଲୋକ ମାଟି ତଳେ…

ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ

କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ନିର୍ବାଚନ ଲଢୁଥିବା ବିଜେଡିର ୧୨ ନମ୍ବର ଓ୍ବାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାରାଣ୍ଡିଙ୍କ ବିରୋଧରେ…

ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୯।୩: ଶ୍ରୀନଗର ସହରର ସୀମାନ୍ତରେ ଥିବା ଖାନମୋହରେ ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଲେ ସମୀର ଭଟ୍ଟ। ଆତଙ୍କବାଦୀଙ୍କ ଗୁଳିମାଡରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସମୀର ଶରୀରର ଅନେକ ସ୍ଥାନରେ ଗୁଳି…

ଯୁଦ୍ଧ ବିମାନ ପଠାଇବାକୁ ମନା କଲା ଜର୍ମାନୀ

ବର୍ଲିନ,୯।୩: ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇ ସହାୟତା କରିବାକୁ ମନା କରି ଦେଇଛନ୍ତି ଜର୍ମାନୀର ଚାନ୍‌ସେଲର ଓଲାଫ ସ୍କଲଜ। ପୋଲାଣ୍ଡର ପ୍ରସ୍ତାବକୁ ଆମେରିକାର ପ୍ରତ୍ୟାଖ୍ୟାନ ଯୋଗୁ ଜର୍ମାନୀ ଏଭଳି ନିଷ୍ପତ୍ତି ନେଇଛି। କାରଣ ମଙ୍ଗଳବାର ରୁଷିଆ ନିର୍ମିତ ମିଗ୍‌-୨୯ ଯୁଦ୍ଧ ବିମାନ…

୧୨-୧୭ ବର୍ଷର ପିଲାଙ୍କୁ ଦିଆଯିବ କୋଭୋଭାକ୍ସ

ନୂଆଦିଲ୍ଲୀ,୯।୩: ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କରୋନା ଟିକା କୋଭୋଭାକ୍ସକୁ ୧୨-୧୭ ବର୍ଷର ପିଲାଙ୍କୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି। ୧୮ ବର୍ଷରୁ କମ ପିଲାଙ୍କ ମଧ୍ୟରେ ବ୍ୟବହାର ପାଇଁ ଅନୁମୋଦନ ପାଇବାରେ ଏହା ହେଉଛି ଚତୁର୍ଥ ଟିକା। ଗତ…

ଭାଜପାର ବିପୁଳ ବିଜୟ

ଗୁଆହାଟୀ,୯।୩: ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାପୂର୍ବରୁ ଆସାମର ପୌର ନିର୍ବାଚନରେ ଭାଜପା ଚମତ୍କାର ପ୍ରଦର୍ଶନ କରିଛି। ଆସାମ ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ବୁଧବାର ଘୋଷିତ ନିର୍ବାଚନ ଫଳାଫଳ ଅନୁଯାୟୀ ପୌର ନିର୍ବାଚନରେ…

ଏବେଠୁ ଭୟ: ଗୋଆରେ ସବୁ ପ୍ରାର୍ଥୀଙ୍କୁ ରିସୋର୍ଟକୁ ନେଲା କଂଗ୍ରେସ

ପଣଜୀ,୯।୩: ଗୋଆରେ ନିର୍ବାଚନ ଫଳାଫଳ ଆସିବାର ଅବ୍ୟବହିତ ପୂର୍ବରୁ ସରକାର ଗଠନକୁ ନେଇ ଅଣ୍ଟା ଭିଡିଛି କଂଗ୍ରେସ। ବିଶେଷକରି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ଗୋଆରେ ସରକାର ଗଠନ କରିପାରି ନ ଥିଲା। ଏଥର…

୧୦୦ କୋଟି କ୍ଲବରେ ‘ଗଙ୍ଗୁବାଇ କାଠିଆଓ୍ବାଡି’

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ର ୨ ସପ୍ତାହ ଭିତରେ ୧୦୦ କୋଟି ଟଙ୍କା ଆୟ କରିଛି। କରୋନା କାଳରେ ୪ର୍ଥ ଫିଲ୍ମ ଭାବେ…

ଘରୁ ଫେରାର ହେବା ପରେ ପୋଲିସକୁ ସୁରକ୍ଷା ମାଗିଲେ ମନ୍ତ୍ରୀଙ୍କ ଝିଅ

ବେଙ୍ଗାଲୁରୁ,୯।୩: ଘରୁ ଫେରାର ହୋଇ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିବା ତାମିଲନାଡୁ ମନ୍ତ୍ରୀଙ୍କ ଝିଅ ବେଙ୍ଗାଲୁରୁରେ ପୋଲିସ ଠାରୁ ସୁରକ୍ଷା ଦାବି କରିଛନ୍ତି। ପେଶାରେ ଡାକ୍ତର ଥିବା ଜୟକଲ୍ୟାଣି ହେଉଛନ୍ତି ହିନ୍ଦୁ ଧାର୍ମିକ ଏବଂ ଚାରିଟେବୁଲ ଏଣ୍ଡୋମେଣ୍ଟ ମନ୍ତ୍ରୀ ପି କେ…

ସତ୍ୟପାଠରେ ତ୍ରୁଟି, ଦୁଇ ନାମାଙ୍କନ ନାକଚ

କେନ୍ଦୁଝର,୯ା୩(ସ୍ବ.ପ୍ର.):  ପୌର ନିର୍ବାଚନ ପାଇଁ ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଇଛି। କେନ୍ଦୁଝରଗଡ଼ ପୌରପାଳିକାରେ ଦୁଇ ଜଣ ପ୍ରାର୍ଥିନୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିବା ଜଣାପଡ଼ିଛି। ସତ୍ୟପାଠରେ ତ୍ରୁଟି ଯୋଗୁ ନାକଚ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ୧୮ ନମ୍ବର ଓ୍ବାର୍ଡ ପାଇଁ ନାମାଙ୍କନ…

ଏନ୍‌ଇଇଟି ୟୁଜି ଲାଗି ସର୍ବୋଚ୍ଚ ବୟସସୀମା ହଟିଲା

ନୂଆଦିଲ୍ଲୀ,୯।୩: ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି) ଏନ୍‌ଇଇଟି-ଅଣ୍ଡରଗ୍ରାଜୁଏଟ୍‌ ୨୦୨୨ ପରୀକ୍ଷା ଦେବାକୁ ଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ହଟାଇ ଦେଇଛନ୍ତି। ୨୦୧୭ରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ୨୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri