ରାଜ୍ୟରେ ବଢୁଛି କରୋନା: ଆଜି ୮୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୮୧୬ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୭୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୧୮ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୪୧ ଏବଂ କଟକରୁ ୭୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୭, ବାଲେଶ୍ୱର ୧୩, ବରଗଡ଼ ୭, ଭଦ୍ରକ ୮, ବଲାଙ୍ଗୀର ୧୦, ବୌଦ୍ଧ ୧୧, ଦେବଗଡ଼ ୫, ଢେଙ୍କାନାଳ ୬, ଗଜପତି ୯, ଜଗତସିଂହପୁର ୧୩, ଯାଜପୁର ୨୬, ଝାରସୁଗୁଡ଼ା ୧୩, କଳାହାଣ୍ଡି ୧୨, କନ୍ଧମାଳ ୭, କେନ୍ଦ୍ରାପଡ଼ା ୧୩, କୋରାପୁଟ ୩, ମୟୂରଭଞ୍ଜ ୨୯, ନବରଙ୍ଗପୁର ୭, ନୟାଗଡ଼ ୨୬, ନୂଆପଡ଼ା ୧, ପୁରୀ ୨୦, ରାୟଗଡ଼ରୁ ୬ ଏବଂ ସୋନପୁରରୁ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୯,୯୨୮ରେ ପହଞ୍ଚିଥିବା ବେଳେ ୧୨,୮୪,୮୩୫ ଜଣ ସୁସ୍ଥ ହୋଇଛନ୍ତି। ୫୯୧୧ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ଜିଲାପାଳ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.) : ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ...

ଗୋବିନ୍ଦ ସାହୁଙ୍କୁ ମାରି ଦିଆଯାଇଛି: ବିଧାୟକ

ଜୟପୁର, ୨୦ା୧୨ (ନି.ପ୍ର.)- ବହୁଚର୍ଚ୍ଚିତ ବଲଙ୍ଗୀର ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । କଣ୍ଟାବାଞ୍ଜି ଜେଲରେ ବନ୍ଦୀ ଥିବା...

ଅପରେଶନ ପାଇଁ ଡିସେମ୍ବର ଯାଏ ଅପେକ୍ଷା

କଟକ ଅଫିସ,୨।୭: ୨୦୧୫ ଅଗଷ୍ଟ ଶେଷ ସପ୍ତାହରେ କଟକ ଶିଶୁଭବନ ଜାତୀୟ ଗଣମାଧ୍ୟମର ଆକର୍ଷଣରେ ରହିଥିଲା। କାରଣ ଗୋଟିଏ ସପ୍ତାହରେ ଏହି ପ୍ରିମିୟର ସ୍ବାସ୍ଥ୍ୟାନୁଷ୍ଠାନରେ ୫୦ରୁ...

କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ, ଗାଇଡ୍‌ଲାଇନ୍‌ ମାନନ୍ତୁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପାର୍ବଣରେ ଭିଡଠାରୁ ଦୂରେଇ ରହିବା ଜରୁରୀ। ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ପର ଘର ପ୍ରତିବନ୍ଧକ

ବଇଣ୍ଡା,୧୨ା୧୨: ମା’ ପେଟରେ ଥିବା ପିଲାଟି ଯେପରି ଅପପୁଷ୍ଟିର ଶିକାର ନ ହେବ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଦିଗରେ ଅଗ୍ରସର ହେବ ସେଥିପାଇଁ ଅଙ୍ଗନଓ୍ବାଡି...

ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର

ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ କୋଟି ୨୧ ଲକ୍ଷ ଦାନ

ଭୁବନେଶ୍ୱର,୪।୫(ବ୍ୟୁରୋ): ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ (ଓପିଜିସି) ଏବଂ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ (ଓଏଚ୍‌ପିସି) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ କୋଭିଡ୍‌-୧୯ ନିମନ୍ତେ ୩ କୋଟି...

କରୋନାରେ ୧୨ ଜୀବନ ଗଲା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୧୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ହୋଇଛି। ଏ ନେଇ...

Advertisement
Archives

Model This Week