ଫୁରସତ

ମା’ ପାଇଁ ଦିନଟିଏ

ପ୍ରତିବର୍ଷ ମେ’ ମାସ ଦ୍ୱିତୀୟ ରବିବାରରେ ମଦର୍ସ ଡେ’ ବା ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ। ଏହି ଦିବସ କାହିଁକି ପାଳନ କରାଯାଏ ଜାଣନ୍ତୁ ଏ ସମ୍ପର୍କରେ… ମାତୃ ଦିବସକୁ ଲୋକପ୍ରିୟ କରିବା ଏବଂ ପାଳନ କରିବାର ପରମ୍ପରା ପ୍ରଥମେ…

ଏମିତି ଜେଲ୍‌, ଯେଉଁଠୁ ଖସି ଯାଇ ପାରି ନ ଥାନ୍ତି କଏଦୀ

କାଲିଫର୍ଣ୍ଣିଆ: ସାଧାରଣତଃ କୌଣସି ନା କୌଣସି ଜେଲ୍‌ରୁ କଏଦୀ ଖସି ପଳାଉଥିବା ଖବର ନିଶ୍ଚିତ ଶୁଣିଥିବେ। ମାତ୍ର ଆଜି ଏମିତି ଏକ ଜେଲ୍‌ ସମ୍ପର୍କରେ କହିବୁ ଯାହା ଜାଣି ଆଶ୍ଚର୍ଯ୍ୟ ହେବେ। ଏହି ଜେଲ୍‌ରୁ କୌଣସି କଏଦୀ କେବେ ଖସି ପଳାଇବାର…

ଏମିତି ଦେଶ, ଯେଉଁଠି ରାସ୍ତାରେ ତେଲ ସରିଗଲେ ମିଳିଥାଏ ଜେଲ୍‌ଦଣ୍ଡ

ବର୍ଲିନ୍‌: ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ନୀତି ନିୟମ ପ୍ରଚଳନ ହୋଇଥାଏ। ଏହି ଦେଶଗୁଡ଼ିକ ମଧ୍ୟରୁ ଜର୍ମାନୀ ଅନ୍ୟତମ। ଏହା ଏମିତି ଏକ ଦେଶ, ଯାହାର ଏକଛତ୍ରବାଦୀ ଶାସକ ହିଟଲର ଥିଲେ। ଯେଉଁ କାରଣରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ଯଦିଓ…

କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ। କରୋନାରୁ ମୁକ୍ତି ପାଇବାକୁ ଏବେ ସାରା ବିଶ୍ୱରେ ଗବେଷଣା ଜାରି ରହିଛି। ଏବେ ପର୍ଯ୍ୟନ୍ତ ମଧ୍ୟ କରୋନାର…

ଭ୍ରୂଲତା ପାଇଁ ପାଲଟିଲେ ଷ୍ଟାର

ନୂଆଦିଲ୍ଲୀ: ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳାମାନେ ସେମାନଙ୍କ ଭ୍ରୂଲତାକୁ ସ୍ବତନ୍ତ୍ରଭାବରେ ସଜାଇଥାନ୍ତି। ଏହି ଭ୍ରୂଲତା ପାଇଁ ଏବେ ସୋସିଆଲ୍‌ ମିଡିଆରେ ସେନସେସନ୍‌ ପାଲଟିଛନ୍ତି ଆଞ୍ଝେଲିକା ପ୍ରୋଟୋଡ୍ୟାକୋନୋଭା। ବିରାଟ ଭ୍ରୂଲତା ପେଣ୍ଟିଂ ନିମନ୍ତେ ଆଞ୍ଝେଲିକାଙ୍କ ଇନ୍‌ଷ୍ଟାଗ୍ରାମରେ ଲକ୍ଷ ଲକ୍ଷ ଫଲୋଅର୍‌ ଅଛନ୍ତି। ଋଷିଆର…

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି ଦେଖାଦେଇଆସିଛି। ପେନ୍‌ ଷ୍ଟେଟ୍‌ ୟୁନିଭର୍ସିଟି ପକ୍ଷରୁ କରାଯାଇଥିବା ଅଧ୍ୟୟନ ବେଳେ ସବୁ ବର୍ଗକୁ ବିଚାରକୁ…

ପାଇପ୍‌ରେ କ୍ଷୀର ଯୋଗାଣ

ନୂଆଦିଲ୍ଲୀ: କରୋନା ପାଇଁ ଏବେ ସମସ୍ତେ ସାମାଜିକ ଦୂରତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ତେବେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବେଳେବେଳେ କେତେଜଣ ଏଭଳି ଉପାୟ ଅବଲମ୍ବନ କରିଥାନ୍ତି, ଯେଉଁଥିପାଇଁ ସବୁଆଡ଼େ ଚର୍ଚ୍ଚାର କାରଣ ପାଲଟିଥାନ୍ତି। ଏଭଳି…

ଲକ୍‌ଡାଉନ ମଧ୍ୟରେ ମା’ ହେଲେ ଟିଏମ୍‌ସି ଏମ୍‌ପି: ଝିଅର ନାଁ ରଖିଲେ ‘କରୋନା’

ହୁଗଳି,୮।୫: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଇତିମଧ୍ୟରେ କେତେଜଣ ଦମ୍ପତି ତାଙ୍କ ନବଜାତକଙ୍କ ନାଁ ଭାଇରସର ନାଁ ଅନୁସାରେ ରଖୁଥିବା ଦେଖାଯାଇଛି। ଏଥିରେ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)ଏମ୍‌ପି ଅପରୂପା ପୋଦାରଙ୍କ ନାଁ ଯୋଡି ହୋଇଯାଇଛି। ଗୁରୁବାର…

୩ ଫୁଟ ବରକୁ ୪ ଫୁଟ କନ୍ୟା

ମୁମ୍ବାଇ,୮।୫: କରୋନା ଭାଇରସ ପାଇଁ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ। ଏହି ସମୟରେ ପୂର୍ବନିର୍ଦ୍ଧାରିତ ତାରିଖ ଅନୁଯାୟୀ ଲୋକେ ବିବାହ ଭଳି କାର୍ଯ୍ୟ ସମ୍ପାଦନ କରି ନ ପାରି ଏହାକୁ ଘୁଞ୍ଚାଇ ଦେଉଥିବା ଦେଖାଯାଇଛି। ହେଲେ ମହାରାଷ୍ଟ୍ରରେ ଏମିତି ଏକ…

ସୁସ୍ଥ ହୋଇ ଘରକୁ ଫେରିଥିବା କରୋନା ଯୋଦ୍ଧାଙ୍କୁ ଫୁଲ, ତାଳିରେ ସ୍ବାଗତ କଲେ ପଡ଼ୋଶୀ

ନୂଆଦିଲ୍ଲୀ,୮।୫: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ ପ୍ରାୟ ୬୦୦୦ରୁ ଊର୍ଦ୍ଧ୍ୱ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେବଳ ସାଧାରଣ ଲୋକ ନୁହଁନ୍ତି କରୋନା ଯୋଦ୍ଧା ସାଜିଥିବା ଦିଲ୍ଲୀ ପୋଲିସର ୭୦ଜଣ କର୍ମୀ…

ଲକ୍‌ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍‌ ଲଗାଇଲେ ହେଲମେଟ୍‌, ବୋତଲ

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍‌ଡାଉନରେ ସରକାର କେତେକ କଟକଣାକୁ କୋହଳ କରିଛନ୍ତି। ସେଥିମଧ୍ୟରୁ ମଦ ଦୋକାନ ଖୋଲିବା ଅନ୍ୟତମ। ଏହି କଟକଣା କୋହଳ ପରେ ପ୍ରଥମ…

ବିଶ୍ୱ ରେଡ୍‌କ୍ରସ୍‌ ଓ ରେଡ୍‌ କ୍ରିସେଣ୍ଟ ଦିବସ: ସେବା ଓ ଶାନ୍ତିର ପ୍ରତୀକ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଓ ରେଡ୍‌ କ୍ରିସେଣ୍ଟ ଦିବସ ଇଣ୍ଟର୍‌ନ୍ୟାଶନାଲ ରେଡ୍‌କ୍ରସ ଆଣ୍ଡ୍‌ ରେଡ୍‌ କ୍ରିସେଣ୍ଟ ମୁଭ୍‌ମେଣ୍ଟର ସିଦ୍ଧାନ୍ତ ମୁତାବକ ପାଳନ କରାଯାଉଛି। ଏହି ତାରିଖଟି ହେଉଛି ହେନେରି ଡୁନାଣ୍ଟଙ୍କ ଜନ୍ମ ଶତବାର୍ଷିକୀର ଦିନ। ହେନେରି ୮ ମେ’,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?