ଖୋଲିଲା ଡିଜ୍ନି ଲ୍ୟାଣ୍ଡ
ସାଙ୍ଘାଇ: କରୋନା ଭାଇରସ୍ ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଚାଇନାରେ ଏହାର ପ୍ରଭାବ ଏବେ କିଛି କମିଛି। ଲକ୍ଡାଉନ୍ ଯୋଗୁ ଦୀର୍ଘଦିନ ଧରି ବନ୍ଦ ରହିଥିବା ଚାଇନାର ସାଙ୍ଘାଇ ଡିଜ୍ନି ଲ୍ୟାଣ୍ଡ ପାର୍କ ପୁଣି ଥରେ ଖୋଲିଛି। ମନୋରଞ୍ଜନର ଏକ…
ଅନ୍ତର୍ଜାତୀୟ ନର୍ସ ଦିବସ: କର୍ମକ୍ଷେତ୍ରରେ ଉତ୍ସାହ, ସମ୍ମାନ ଜରୁରୀ
ପ୍ରତିବର୍ଷ ମେ ୧୨ ତାରିଖକୁ ଅନ୍ତର୍ଜାତୀୟ ନର୍ସ ଦିବସ ଭାବେ ପାଳନ କରାଯାଏ। ସମାଜରେ ଲୋକମାନଙ୍କୁ ନୀରୋଗ ରଖିବା ଓ ସେମାନଙ୍କ ସେବାକରିବାରେ ନର୍ସମାନଙ୍କ ଭୂମିକା ଅତୁଳନୀୟ। ସେମାନଙ୍କ ଅବଦାନ ଓ ଉତ୍ସର୍ଗୀକୃତ ସେବାକୁ ମନେପକାଇବା ଲାଗି ଏହି ଦିବସର ମହତ୍ତ୍ୱ…
କବର ବଦଳରେ ମୁଖାଗ୍ନି
ହରିୟାଣା: ବହୁବିଧ ପରମ୍ପରା, ଧର୍ମୀୟ ବିଶ୍ୱାସକୁ ନେଇ ସମୃଦ୍ଧ ଭାରତବର୍ଷ। ବିବିଧତା ଭିତରେ ଏକତା ୧୩୦ କୋଟି ଲୋକଙ୍କୁ ବାନ୍ଧି ରଖିଛି। ଐଶ୍ୱର୍ଯ୍ୟ, ବିଭବରେ ପରିପୂର୍ଣ୍ଣ ଏହି ଦେଶ ଦୀର୍ଘବର୍ଷ ଧରି ବିଦେଶୀଙ୍କ କୁଚକ୍ରାନ୍ତର ଶିକାର ହୋଇ ରହିଥିଲା। ପର୍ତ୍ତୁଗୀଜ, ଆଫ୍ଗାନ,…
୩୬୫ ଦିନ ଲକ୍ଡାଉନରେ ରୁହେ ଏହି ଗାଁ
ନଦୀୟା ,୧୧।୫: ଆଧୁନିକ ଯୁଗରେ ରହି ମଧ୍ୟ ଏଭଳି ଏକ ଗାଁ ଅଛି ଯେଉଁଠାରେ ବର୍ଷସାରା ଲକ୍ଡାଉନ ରହିଥାଏ। ଡରି ଡରି ରହୁଥିବା ଲୋକମାନେ ଘରୁ ଭୟରେ ବାହାରନ୍ତି ନାହିଁ। ଏଭଳିି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ନଦୀୟା ଜିଲାର ଦତ୍ତପୁଲିଆ…
ଜୋତା ଦାନକରି ଜନତାଙ୍କ ହୃଦୟ ଜିତିଲା ଇନ୍ଦୋର ପୋଲିସ
ଇନ୍ଦୋର,୧୧।୫: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଦିନକୁ ଦିନ ନୂଆ ସମସ୍ୟାମାନ ମଧ୍ୟ ମୁଣ୍ଡ ଟେକୁଛି। କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍ଡାଉନ ଘୋଷଣା କରାଯାଇଥିବା ବେଳେ ଏବେ ନିଜ ରାଜ୍ୟଛାଡି ବାହାର ରାଜ୍ୟକୁ…
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିକୁ ପିଗି ବ୍ୟାଙ୍କ ଦାନ କଲେ ଦୁଇ ଶିଶୁ
ଲକ୍ଷ୍ନୌ,୧୧।୫: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ବହୁ ଲୋକ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ ଜାରି ରଖିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ଗୋଣ୍ଡା ଅଞ୍ଚଳର ଦୁଇ ଶିଶୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ନିଜ…
ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ୮୦ ବର୍ଷ ମଧ୍ୟରେ ସମୁଦ୍ର ଜଳସ୍ତର ୧ ମିଟରରୁ ଅଧିକ ହେବ ବୃଦ୍ଧି, ବୁଡ଼ିଯିବ ବହୁ ଉପକୂଳ ଅଞ୍ଚଳ
ଓ୍ବାଶିଂଟନ,୧୧।୫: ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବା ସହିତ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାଯୋଗୁ ଆସନ୍ତା ୮୦ ବର୍ଷ ମଧ୍ୟରେ ୨୧୦୦ ବେଳକୁ ବାୟୁମଣ୍ଡଳର ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ବଢ଼ିବାର ଆଶଙ୍କା ଦେଖାଦେଇଛି। ଏପରି ହେଲେ…
ବାଜପେୟୀ-କାଲାମଙ୍କ ସଫଳ ଉଦ୍ୟମ: ୨୨ ବର୍ଷ ତଳେ ଭାରତ ହୋଇଥିଲା ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର
ନୂଆଦିଲ୍ଲୀ,୧୦।୫: ପ୍ରତିବର୍ଷ ମେ ୧୧କୁ ଦେଶବ୍ୟାପି ରାଷ୍ଟ୍ରୀୟ ପ୍ରାଦୌଗିକ ଦିବସ ଭାବେ ପାଳନ କରାଯାଉଛି। ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ ପୋଖରନ୍ ଆର୍ମି ଟେଷ୍ଟ ରେଞ୍ଚ୍ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏପରି…
ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍ ୭୫୫୩ କୋଟି
ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍ ଦେଇ ଆଉ ଏକ ମୂଲ୍ୟବାନ ପଦାର୍ଥ ରହିଛି। ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପଦାର୍ଥ। ଏହି ପଦାର୍ଥର ଏକ…
୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ସିନ୍ଧୁତାଇ
ମୁମ୍ବାଇ,୧୦।୫: ଜଣେ ମହିଳା ପୁଣି ସେ ୧୪୦୦ରୁ ଅଧିକ ସନ୍ତାନଙ୍କ ଜନନୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ରର ସିନ୍ଧୁତାଇ ୧୪୦୦ରୁ ଅଧିକ ଅନାଥ ଶିଶୁଙ୍କ ଜନନୀ ପାଲଟିଛନ୍ତି। ମା ଭଳି ସେମାନଙ୍କ ଦେଖାଶୁଣା କରୁଛନ୍ତି।…
ଲକ୍ଡାଉନ: ଏକ ଟଙ୍କାରେ ଇଡଲି ଯୋଗାଉଛନ୍ତି ୮୫ ବର୍ଷୀୟା ବୃଦ୍ଧା
ତାମିଲନାଡୁର କୋଏମ୍ବାଟୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ପେରୁର ନିକଟରେ ଭାଦିଭେଲାମପାଲୟମ ଗାଁରେ ରହୁଥିବା ୮୫ ବର୍ଷୀୟା ବୃଦ୍ଧା କମଲାଥଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମସ୍ତଙ୍କ ଆଦରର ଦାଦିଭାବେ ପରିଚିତ କମଲାଥଲ ବେଶ୍ କିଛି ବର୍ଷ ହେବ…
ଭାରତର ଏହି ନଦୀ ମଧ୍ୟରେ ରହିଛି ହଜାର ହଜାର ଶିବଲିଙ୍ଗ
ପୃଥିବୀରେ ଅନେକ ସ୍ଥାନ ଅଛି, ଯାହାର ରହସ୍ୟ ଜାଣିବା ବହୁ କଷ୍ଟକର। ଭାରତରେ ଏପରି ସ୍ଥାନର ଅଭାବ ନାହିଁ। କର୍ନାଟକରେ ଏମିତି ଏକ ସ୍ଥାନ ଅଛି, ଯାହା ଧର୍ମ ସହିତ ଜଡ଼ିତ। ଏଠାରେ ହଜାର ହଜାର ଶିବଲିଙ୍ଗ ନଦୀ ମଧ୍ୟରେ ଦେଖିବାକୁ…

