ବାର୍ବି ଗର୍ଲକୁ ପୂରିଲା ୬୧ ବର୍ଷ: ଇନଷ୍ଟାଗ୍ରାମ୍ରେ ୨୦ ଲକ୍ଷରୁ ଅଧିକ ଫଲୋଅର୍ସ
ଓ୍ବାଶିଂଟନ,୯।୩: ଛାଟ ପିଲାଙ୍କ ଅତି ପ୍ରିୟ ଖେଳନା ବାର୍ବି ଗର୍ଲକୁ ସୋମବାର ୬୧ ବର୍ଷ ପୂରିଛି। ୧୯୫୯ ମାର୍ଚ୍ଚ ୯ରେ ଏହାର ବଜାର ପ୍ରବେଶ ହୋଇଥିଲା। ଆମେରିକା ମେଟାଲ କମ୍ପାନୀର ମାଲିକ ରୁଥ୍ ହ୍ୟାଣ୍ଡଲର ଛୋଟପିଲାଙ୍କ ପାଇଁ ଏହି ଖେଳନା ତିଆରି…
ହୋଲିରେ ପରିବେଶ ସୁରକ୍ଷା ବାର୍ତ୍ତା
ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଇଥାଏ। ତେବେ ହୋଲିକୁ ବିଶେଷ ଭାବରେ ପାଳନ କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥାଏ ମଧ୍ୟପ୍ରଦେଶ ଉଜ୍ୱୟିନୀ ସହରର ହୋଲି। ୩୦୦୦ ବର୍ଷ ତଳୁ ଏହି ସହରରେ…
ପଣସ ଦ୍ୱାରା ଚାର୍ଜ ହେବ ମୋବାଇଲ ବ୍ୟାଟେରୀ
ସିଡ୍ନୀ,୯।୩: ୟୁନିଭର୍ସିଟି ଅଫ୍ ସିଡ୍ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ଯେ ଏବେ ପଣସ ଓ ଦୁରିଆନ ଭଳି ଫଳରୁ ବିଜୁଳି ଉତ୍ପାଦନ କରାଯାଇ ପାରିବ। ଆଉ ଏହି ବିଜୁଳି ମାଧ୍ୟମରେ ଛୋଟ…
୧୨୬ ବର୍ଷ ପରେ ନଡ଼ିଆ ଗଛରେ ଆସିଲା ଫଳ
ନୂଆଦିଲ୍ଲୀ,୮।୩ : ଭାରତର ଏକ ମାତ୍ର ନଡ଼ିଆ ଗଛ ‘ଲୋଡୋସିଆ ମାଲଦିବିକା’ରେ ୧୨୬ ବର୍ଷ ପରେ ଫଳ ଆସିଛି। ଏଥିରୁ ୨ଟି ନଡ଼ିଆ ତୋଳା ଯାଇଛି। ଗୋଟିଏ ନଡ଼ିଆର ଓଜନ ସାଢ଼େ ୮ କିଲୋଗ୍ରାମ୍ ଥିବାବେଳେ ଅନ୍ୟଟି ୧୮ କିଲୋଗ୍ରାମ୍ ଥିବା…
ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ ଘରୁ ଫୁଲ ସଂଗ୍ରହ କରି ମହିଳା ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ
ରାୟପୁର,୮।୩: ଛତିଶଗଡ଼ ସରକାରଙ୍କ ‘ବିହାନ’ ଯୋଜନାରେ ସେରିଖେଡିଠାରେ ଥିବା ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ହୋଲି ପର୍ବ ପାଇଁ ଫୁଲରେ ତିଆରି କରିଛନ୍ତି ପ୍ରାକୃତିକ ରଙ୍ଗ। ଏମାନେ ଏସବୁ ଫୁଲ ମନ୍ଦିର, ବିବାହ ମଣ୍ଡପ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଘରେ…
ମହୁମାଛିର ବି ରହିଛି ଗଣିତ ଜ୍ଞାନ
ବର୍ଲିନ୍,୮।୩: ମହୁମାଛିର ବି ଗଣିତ ଜ୍ଞାନ ରହିଛି। ଦୁଇଟି ସଂଖ୍ୟା ମଧ୍ୟରେ କେଉଁଟି ବଡ଼ ଏବଂ କିଏ ସାନ ତାହା ମହୁମାଛି ଜାଣିପାରିଥାଏ। ଏନେଇ ଜର୍ମାନୀର କୋଲୋଜେନ୍ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମହୁମାଛି ଦୁଇଟି…
ସଫାରି ପାର୍କରେ ଡାଇନୋସରସ୍ ମେଳରେ ବୁଲିବେ ଲୋକେ !
ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ। କେନ୍ଦ୍ରୀୟ ସ୍କଟଲାଣ୍ଡର ଏକ ସଫାରି ପାର୍କରେ ବିଭିନ୍ନ ପ୍ରଜାତିର ଡାଇନୋସରସ୍ଙ୍କ ପ୍ରତିକୃତି ସ୍ଥାପନ କରାଯାଇଛି।…
୮୭ ବର୍ଷୀୟ କରୋନା ସଂକ୍ରମିତଙ୍କୁ ଡାକ୍ତର ଦେଖାଇଲେ ସୂର୍ଯ୍ୟାସ୍ତ ଦୃଶ୍ୟ, ଫଟୋ ଭାଇରାଲ
ବେଜିଂ,୮ା୩: ଚାଇନାର ଉହାନ ସହର କରୋନା ଭାଇରସ୍ରେ ଅଧିକ ପ୍ରଭାବିତ। ପ୍ରାୟ ୮୦ ହଜାର ଲୋକ ଏହି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଉହାନ୍ ୟୁନି ହସ୍ପିଟାଲରେ ଏକ ଦୃଶ୍ୟ ଏବେ ସମସ୍ତଙ୍କ ହୃଦୟକୁ ଛୁଇଁଯାଇଛି। ଏହି ଦୃଶ୍ୟଟି ସୋସିଆଲ ମିଡିଆରେ…
ଇଏ କ’ଣ ବିଲେଇ!
ବିଲେଇ ଅନେକଙ୍କୁ ପସନ୍ଦ। ଏହି ସୁନ୍ଦର ବିଲେଇଙ୍କ ଫଟୋ ସବୁକୁ ଦେଖି ବି ଆପଣଙ୍କୁ ଭାରି ଖୁସି ଲାଗୁଥିବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ସତ ବିଲେଇ ନୁହେଁ। ବରଂ ସତସତିକା ବିଲେଇ ପରି ଲାଗୁଥିଲେ ହେଁ ଏହା…
ଗୋଲ୍ଡଫିଡ୍ ପାହାଡ଼ରେ କାର୍ ଚାଷ
ଗାଁ ହେଉକି ସହର, ଭାରତର ଯେକୌଣସି ସ୍ଥାନକୁ ଗଲେ ସବୁଜ କ୍ଷେତ ଦେଖିବାକୁ ମିଳେ। ପ୍ରତ୍ୟେକ ସ୍ଥାନ ନିଜର କିଛି ଖାସ୍ ଉତ୍ପାଦନ ପାଇଁ ବି ପ୍ରସିଦ୍ଧ ଥାଏ। ଯେମିତିକି ନାଗପୁର କମଳା ପାଇଁ ତ ଉତ୍ତର ପ୍ରଦେଶ ଆମ୍ବଚାଷ ପାଇଁ…
ଜଳଚର ‘ସ୍ପିନୋସର’
ଡାଇନୋସରକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି ବ୍ରାଜିଲ୍ର ଗବେଷକମାନେ। ସେମାନେ କହିଛନ୍ତି ଯେ, ଡାଇନୋସର କେବଳ ଏକ ସ୍ଥଳଚର ପ୍ରାଣୀ ନ ଥିଲା। ସେଗୁଡ଼ିକ ଭିତରୁ ଏମିତି କିଛି ପ୍ରଜାତି ଥିଲେ, ଯେଉଁଗୁଡ଼ିକ ଉଭୟ ସ୍ଥଳଚର ଓ ଜଳଚର…
ସମୁଦ୍ର ସଫେଇ ଅଭିଯାନରେ ଯୁବକ
ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ ଡଚ୍ ବୈଜ୍ଞାନିକ ବୋୟାନ୍ ସ୍ଲଟ୍ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ ଓସନ୍…

