ଗୋଟିଏ ପିପିଇକୁ ଶହେ ଥର ବ୍ୟବହାର କରିପାରିବେ ଡାକ୍ତର !
ଲଣ୍ଡନ,୫।୫: କରୋନା ଭାଇରସ ସହ ଲଢିବାକୁ ପିପିଇ(ପର୍ସନାଲ ପ୍ରୋଟେକ୍ସନ ଇକ୍ୟୁପମେଣ୍ଟ) ଡାକ୍ତରଙ୍କ ପାଇଁ ନିହାତି ଜରୁରୀ। ହେଲେ ଏହାର ପୁନଃ ବ୍ୟବହାର ନ ହେବା କାରଣରୁ ଏହାର ସଂଖ୍ୟା କମ୍ ହେବା ସହ ଯେତିକି ପିପିଇ ଆବଶ୍ୟକ ତାହା ମିଳିପାରୁ ନାହିଁ।…
ଡକ୍ଟର ମ୍ୟାଙ୍ଗୋ
ଲକ୍ଷ୍ନୌ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସେବା ଓ ନିଷ୍ଠାପର କାମକୁ ସମ୍ମାନ ଜଣାଇବା ପାଇଁ ଆସିଛି ଡକ୍ଟର ମ୍ୟାଙ୍ଗୋ। କଥାଟା ଶୁଣିବାକୁ ହୁଏତ ଟିକିଏ ଅଡୁଆ ଲାଗିପାରେ। କିନ୍ତୁ ଏଭଳି ଏକ ଆମ୍ବ ଏବେ ବଜାରକୁ ଆସିଛି ଖାସ୍…
ସଚେତନତା ହିଁ ସଫଳତାର ପୁଞ୍ଜି
ପ୍ରତିବର୍ଷ ମେ ମାସ ପ୍ରଥମ ମଙ୍ଗଳବାରକୁ ବିଶ୍ୱ ଆଜ୍ମା ଦିବସ ଭାବେ ପାଳନ କରାଯାଇଥାଏ। ଲୋକମାନଙ୍କ ମଧ୍ୟରେ ଆଜ୍ମା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ‘ଗ୍ଲୋବାଲ ଇନିସିଏଟିଭ୍ ଫର୍ ଆଜ୍ମା(ଜିଆଇଏନ୍ଏ)’ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ପ୍ରଥମେ ୧୯୯୮ରେ ଏହି…
ଦ୍ୱନ୍ଦ୍ୱ ସୃଷ୍ଟି କଲା କାଠ ବାଘ: ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର, ପୋଲିସ
ନୂଆଦିଲ୍ଲୀ:- ଏକ କାଠ ତିଆରି ବାଘ ଯୋଗୁ ନାକେଦମ ହୋଇଛି ପୋଲିସ ଅବିକଳ ବାଘ ଭଳି ଦେଖାଯାଉଥିବା ମୂର୍ତ୍ତିକୁ ଜୀବନ୍ତ ବାଘ ବୋଲି ଭାବି ସଶସ୍ତ୍ର ପୋଲିସ ଫୋର୍ସ, ହେଲିକପ୍ଟର ଏହାକୁ ଉଦ୍ଧାର ପାଇଁ ପହଞ୍ଚିବା ଭଳି ଆଶ୍ଚର୍ଯ୍ୟକର ଘଟଣା ଲଣ୍ଡନର…
୧୯ କୋଟିରେ ନିଲାମ ହେବ ଚନ୍ଦ୍ର ପଥର
ଲଣ୍ଡନ,୪।୫: ବ୍ରିଟେନ୍ରେ ରହିଥିବା ଚନ୍ଦ୍ର ପଥର ୧୯ କୋଟି ଟଙ୍କାରେ ନିଲାମ ହେବ। ଏହି ୧୩.୫ କିଲୋଗ୍ରାମ୍ ଓଜନର ପଥରକୁ ଲଣ୍ଡନର କ୍ରିଷ୍ଟି ନିଲାମ ହାଉସ୍ରେ ରଖାଯାଇଛି। ଏହାକୁ ଏନ୍ଡବ୍ଲ୍ୟୁଏ-୧୨୬୯୧ ଭାବେ ନାମିତ କରାଯାଇଛି। ପୃଥିବୀ ପୃଷ୍ଠରେ ମିଳିଥିବା ଏହା ହେଉଛି…
ଛେଳି-ଫଳ ସବୁ କରୋନା ପଜିଟିଭ, ଟେଷ୍ଟ କିଟ୍ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଷ୍ଟ୍ରପତି
ଦାର ଏସ୍ ସଲାମ,୪।୫: ଆଫ୍ରିକୀୟ ଦେଶ ତାଞ୍ଜାନିଆରେ କରୋନା ଟେଷ୍ଟ ପାଇଁ ବ୍ୟବହାର କରାଯାଉଥିବା କିଟ୍ ଗୁଡିକର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଜନ ମଗୁଫୁଲି। ସୂଚନାଯୋଗ୍ୟ, ରବିବାର ତାଞ୍ଜାନିଆରେ ଗୋଟିଏ ଛେଳି ଓ ଏକ ଫଳ ପଓ ପଓ(pawpaw) କରୋନା…
୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍ ତିଆରି କରିଥିଲା ଚାଇନା
ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍ ଖୋଜି ବସନ୍ତି। ବ୍ରଶ୍ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି। ତେବେ ପ୍ରଥମ ବ୍ରଶ୍୍ ଚାଇନାରେ ତିଆରି ହୋଇଥିଲା। ୫୦୦ ବର୍ଷ ତଳେ ପ୍ରାଣୀ କେଶରୁ…
ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର
ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ ଏବେବି ସେଠି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ଖବର ବେଳେ ବେଳେ ନଜରକୁ ଆସୁଛି।…
ହସ୍ପିଟାଲରେ ଋଷିଙ୍କୁ କେବେ ବି ଭେଟୁ ନ ଥିଲେ ବିଗ୍-ବି
ନୂଆଦିଲ୍ଲୀ: ଋଷି ଯୁଗରେ ପଡ଼ିଛି ଯବନିକା। ବଲିଉଡ୍କୁ ଗୋଟିଏରୁ ବଳି ଆଉ ଗୋଟିଏ ସୁପରହିଟ୍ ଫିଲ୍ମ ଭେଟିଦେଇଥିବା ଏହି ମହାନ୍ ଅଭିନେତା କର୍କଟ ଲଢ଼େଇରେ ହାରିଯାଇଛନ୍ତି। ଦୀର୍ଘ ୪ଦଶନ୍ଧିର ଅଭିନୟ ଜୀବନ ଭିତରେ ଅଗଣିତ ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଥିବା ଋଷିଙ୍କ…
କର୍କଟ ପଞ୍ଝାରେ ଭାରତ: ୧୦ ଜଣରେ ମୃତ୍ୟୁହାର ୭
ନୂଆଦିଲ୍ଲୀ: ଭର୍ସାଟାଇଲ୍ ଆକ୍ଟର ଇର୍ଫାନ ଖାନ୍ ଏବଂ ହଜାରେ ହୃଦୟରେ ରାଜୁତି କରୁଥିବା ଋଷି କପୁରଙ୍କ ପରଲୋକ ବଲିଉଡ୍କୁ ଶୋକରେ ବୁଡ଼ାଇ ଦେଇଛି। ଦୁଇଦିନରେ ଦୁଇ କଳାକାରଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେପ୍ରେମୀ। ହେଲେ ଦୁଇ ଅଭିନେତାଙ୍କ ରୋଗଠାରୁ ଆରମ୍ଭ…
କରୋନା ପରର ପୃଥିବୀ: ଭିଡ଼ରୁ ଦୂରେଇ ରହିବେ ୪୬ ପ୍ରତିଶତ, ୪୪.୯ ପ୍ରତିଶତ ପିନ୍ଧିବେ ମାସ୍କ୍
ଓ୍ବାଶିଂଟନ,୩୦।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ ଗ୍ଲୋବାଲ ଡାଟା ଏଜେନ୍ସି ଷ୍ଟେରିଷ୍ଟା ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ,…
ଅଲଟ୍ରାଭାୟୋଲେଟ୍ ଲାଇଟ୍ରେ ନଷ୍ଟ ହେବ କରୋନା ଭୂତାଣୁ
ନ୍ୟୁୟର୍କ,୩୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଦେଖାଦେଇଛି। କରୋନା ଭୂତାଣୁକୁ ରୋକିବା ପାଇଁ ବହୁ ଗବେଷଣା ମଧ୍ୟ ଜାରି ରହିଛି। ବାୟୁ ମଣ୍ଡଳରେ ଏହି ଭୂତାଣୁର ଉପସ୍ଥିତି ଯଦି ବଢ଼େ ତେବେ ସଂକ୍ରମଣକୁ ରୋକିବା ଅସମ୍ଭବ ହୋଇ ପଡ଼ିବ…

