ଲକ୍ଡାଉନରେ ଚିନ୍ତା ଦୂରକରିବାର ଅଭିନବ ଉପାୟ: ପ୍ରତିଦିନ ଦେହରେ ଭିନ୍ନାର୍ଥ ବୋଧକ ଟାଟୁ ଆଙ୍କୁଛନ୍ତି ଏହି ବ୍ୟକ୍ତି
ସମଗ୍ର ବିଶ୍ୱରେ କରୋନା(କୋଭିଡ-୧୯)ର ପ୍ରକୋପ ଦେଖିବାକୁ ମିଳୁଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାୟ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ତେବେ ଅଧିକାଂଶ ଲୋକେ କରୋନା ଚିନ୍ତାରୁ ମୁକ୍ତି ପାଇବା ପାଇଁ ଭିନ୍ନ ଭିନ୍ନ ଉପାଉ ଆପଣାଉଛନ୍ତି। ସେହିପରି ଜଣେ ବ୍ୟକ୍ତି…
ଏମିତି ଦେଶ, ଯେଉଁଠି ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ରହିବା ବାଧ୍ୟତାମୂଳକ
ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ରହସ୍ୟ ରହିଛି। ପ୍ରତ୍ୟେକ ଦିଶ ନିଜ ଚାଲିଚଳଣି, ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିପରି ବ୍ରୁନେଇ ଏମିତି ଏକ ଦେଶ, ଯେଉଁଠାରେ ଅଜବ ନୀତି ନିୟମ ତଥା ପ୍ରଥା ରହିଛି।…
ନିଜ ଦେଶରେ ବାସହରା ହୋଇଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଶିଶୁ
ନ୍ୟୁୟକ, ୭ା୫: ନିଜ ଦେଶରେ ବାସହରା ହୋଇଛନ୍ତି ଲକ୍ଷ ଲକ୍ଷ ଶିଶୁ। ପୁଣି ବର୍ଷକ ମଧ୍ୟରେ। ୨୦୧୯ରେ ପୃଥିବୀର ବିଭିନ୍ନ ଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ବିସ୍ଥାପିତ ହୋଇଛନ୍ତି। ୟୁନିସେଫ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛିି। ‘ଲଷ୍ଟ୍…
ପ୍ରତିଦିନ ରାତିରେ ଏକ ଗାଈ ନିକଟକୁ ଆସିଥାଏ ଚିତାବାଘ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସାଧାରଣତଃ ଯେକୌଣସି ପଶୁପକ୍ଷୀଙ୍କୁ ଶିକାର କରି ବାଘ ଖାଇଥାଏ ବୋଲି ଜାଣିଛେ। ମାତ୍ର ଗୋଟିଏ ଚିତାବାଘ ସବୁଦିନ ରାତିରେ ଗୋଟିଏ ଗାଈ ନିକଟକୁ ଆସିଥାଏ। କିନ୍ତୁ ଶିକାର ନ କରି ଚାଲିଯାଏ। ଜାଣନ୍ତି କାହିଁକି? କେବଳ ମା’ର ସ୍ନେହମମତା ଟିକେ ପାଇବା…
ବିଶ୍ୱ ଖେଳକୁଦ ଦିବସ
ମୁମ୍ବାଇ: ପ୍ରତିବର୍ଷ ମେ ୭ରେ ବିଶ୍ୱ ଖେଳକୁଦ ଦିବସ ପାଳନ କରାଯାଇଥାଏ। ଖେଳକୁଦର ମହତ୍ୱ ଯୁବପିଢ଼ି ବୁଝିବା ଓ ଏନେଇ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ପ୍ରଧାନ କାର୍ଯ୍ୟ। ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଏହାକୁ ପ୍ରଧାନ୍ୟ ଦିଆଯାଇଥାଏ। ମଣିଷର…
ନୂତନ ବ୍ରେନ୍ ସର୍କିଟର ଅନୁସନ୍ଧାନ
ମୁମ୍ବାଇ: ମାନସିକ ଚାପ ଯୋଗୁ ମାନବ ଶରୀରରେ ଦେଖାଦେଉଥିବା ପ୍ରତିକ୍ରିୟା ତଥା ଅସୁସ୍ଥତାର କାରଣ ଜାଣିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି। ମଣିଷର ମସ୍ତିଷ୍କରେ ଥିବା ଏକ ସ୍ବତନ୍ତ୍ର ସର୍କିଟ ଏଥିପାଇଁ ଦାୟୀ ବୋଲି ସେମାନେ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି। ଉକ୍ତ ନୂତନ…
ପୃଥିବୀ ନିକଟରେ ଥିବା ବ୍ଲାକ୍ ହୋଲ୍ର ମିଳିଲା ସନ୍ଧାନ
ଓ୍ବାଶିଂଟନ,୭।୫: ପୃଥିବୀ ନିକଟରେ ଥିବା ଏକ ବ୍ଲାକ୍ ହୋଲ୍ର ସନ୍ଧାନ ମିଳିଛି। ଏହା ପୃଥିବୀଠାରୁ ପ୍ରାୟ ୧୦୦୦ ଆଲୋକ ବର୍ଷ ଦୂରରେ ରହିଛି ବୋଲି ୟୁରୋପିଆନ୍ ମାହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହା ବ୍ୟାସ ୪୦ କିଲୋମିଟର ବୋଲି ଅନୁମାନ କରାଯାଉଛି।…
ସୋସିଆଲ ମିଡିଆରେ ଫଟୋ ପୋଷ୍ଟ ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା: ୧୬ ବର୍ଷ ଜେଲ୍ ଦଣ୍ଡ ସହ ୭୪ ଚାବୁକ୍ ପ୍ରହାର
ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍ ସହ ଲଢୁଛି। ଏପରି ସମୟରେ ଇରାନ୍ର ଏକ ଦମ୍ପତିଙ୍କୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ଇରାନର ପ୍ରଭାବଶାଳୀ ବ୍ୟକ୍ତି ଅହମ୍ମଦ ମୋଇନ୍ ଶିରାଜୀ ଏବଂ ତାଙ୍କ ସ୍ତ୍ରୀ ଶବନମ ଶାହରୋଖୀଙ୍କୁ…
ଲକ୍ଡାଉନ ସଙ୍କଟ: ବାଇକ୍ରେ ଶାଶୁଘର ଗଲେ କନ୍ୟା
ଲକ୍ଷ୍ନୌ,୬।୫: କରୋନା ମହାସଙ୍କଟ ଯୋଗୁ ସାରା ଦେଶରେ ଲକ୍ଡାଉନ ଜାରି ରହିଛି। ଏଥିଯୋଗୁ ବିବାହ, ପାର୍ଟି, ଧାର୍ମିକ ସଭା ଆଦି କାର୍ଯ୍ୟକ୍ରମ ଉପରେ ସରକାର ରୋକୋ ଲଗାଯାଇଛନ୍ତି। କେତେକ ସ୍ଥାନରେ ବରକନ୍ୟା ଭିଡିଓ କନ୍ଫରେନ୍ସିଂ ବିବାହ କରୁଥିବା ବେଳେ ଆଉ କେତେକ…
ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ଅନୁଭୂତ ହେବ ସାହାରା ମରୁଭୂମି ଭଳି ତାତି: ୧୨୦ କୋଟି ଭାରତୀୟ ହେବେ ପ୍ରଭାବିତ
ଲଣ୍ଡନ/ନୂଆଦିଲ୍ଲୀ,୬।୫: ସାରା ପୃଥିବୀରେ ବିଶ୍ୱତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି। ଏହାର ପ୍ରଭାବ ଯଦି ଜାରି ରୁହେ, ତେବେ ଆସନ୍ତା ୫୦ ବର୍ଷ ମଧ୍ୟରେ ଭାରତରେ ସାହାରା ମରୁଭୂମି ଭଳି ତାତି ଅନୁଭୂତ ହେବ। ଏହାଦ୍ୱାରା ୧୨୦ କୋଟି ଭାରତୀୟ…
ଜାଣନ୍ତି ୭୦୦ ବର୍ଷ ତଳେ ବି କ୍ୱାରାଣ୍ଟାଇନ୍ରେ ରହିଥିଲେ ଲୋକେ, ୪୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ରହି ବଞ୍ଚାଇଥିଲେ ଜୀବନ
ସାରା ବିଶ୍ୱରେ ବର୍ତ୍ତମାନ ମହାମାରୀ କରୋନା ଭୂତାଣୁ କାୟା ବିସ୍ତାର କରିଥିବାରୁ ଲୋକଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଉଛି। କାରଣ ଏହା ଏକ ସଂକ୍ରାମକ ରୋଗ। ଏହାକୁ ରୋକିବା ପାଇଁ କ୍ୱାରାଣ୍ଟାଇନ୍ ହିଁ ବିକଳ୍ପ। ଖାଲି ଏବେ ନୁହେଁ, ୭୦୦ ବର୍ଷ ତଳେ ମଧ୍ୟ…
ସରକାରୀ ହସ୍ପିଟାଲକୁ ଯାଆନ୍ତି କମ୍ ଲୋକ
ନୂଆଦିଲ୍ଲୀ,୬।୫: ଭାରତରେ ଏକ ତୃତୀୟାଂଶରୁ କମ୍ ଲୋକ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ଉପରେ ଭରସା କରନ୍ତି। ଅବଶିଷ୍ଟ ଲୋକେ ଘରୋଇ ହସ୍ପିଟାଲକୁ ପସନ୍ଦ କରିଥାନ୍ତି ବୋଲି ନ୍ୟାଶନାଲ ସାମ୍ପଲ୍ ସର୍ଭେ(ଏନଏସ୍ଏସ୍) ସ୍ବାସ୍ଥ୍ୟ ସେବା ପକ୍ଷରୁ ହୋଇଥିବା ଏକ ରିପୋର୍ଟରେ ପ୍ରକାଶ…

