ଫୁରସତ

ଅନ୍ତର୍ଜାତୀୟ ପରିବାର ଦିବସ: ବିଶ୍ୱକୁ ନିଜ ପରିବାର ଭାବିବା ଜରୁରୀ

ଜାତିସଂଘ: ପ୍ରତିବର୍ଷ ମେ ମାସ ୧୫ ତାରିଖରେ ଅନ୍ତର୍ଜାତୀୟ ପରିବାର ଦିବସ ପାଳନ କରାଯାଇଥାଏ। ୧୯୯୩ ମସିହାରେ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏହି ଦିବସ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ‘ବସୁଧୈବ କୁଟୁମ୍ବକମ୍‌’କୁ ମାନି ଏକ ପରିବାର ସୂତ୍ରରେ…

କିମିଆ କଲା ମୟୂର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଏବେ ପ୍ରକୃତିର ବିଭିନ୍ନ ରୂପକୁ ଦେଖିବାକୁ ପାଉଛନ୍ତି ଲୋକେ। ରାସ୍ତାଘାଟରେ ଲୋକମାନଙ୍କ କୋଳାହଳ କମ୍‌ଥିବାରୁ ଜୀବଜନ୍ତୁମାନେ ବେଶ୍‌ ସ୍ବଚ୍ଛନ୍ଦରେ ବୁଲାବୁଲି କରିପାରୁଛନ୍ତି। ଏମିତି ଏକ ଦୃଶ୍ୟ ଏବେ ଲୋକଙ୍କୁ ଆଚମ୍ବିତ କରିଛି। ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଘରକୁ…

ପିପିଇ କିଟ୍‌ ସିଲେଇ କରୁଛନ୍ତି ୯ ବର୍ଷର ଝିଅ

ସେରେମ୍ବାନ୍‌: କରୋନା ଯୁଦ୍ଧରେ କୋଭିଡ୍‌ ଯୋଦ୍ଧାଙ୍କୁ ଲୋକେ ସମ୍ମାନ ଜଣାଇବାକୁ ସବୁଆଡ଼େ କୁହାଯାଉଛି। ତେବେ ଏହି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଏବେ ସୋସିଆଲ୍‌ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଝିଅଟିର ନାଁ ହେଉଛି ନୁର୍‌…

ଧାନ ରୋଇଲେ ଏସ୍‌ପି

ଚିତ୍ତୋର(ଆନ୍ଧ୍ରପ୍ରଦେଶ): କରୋନା ସମୟରେ ଅନେକ ଘଟଣା ସାମ୍ନାକୁ ଆସୁଛି, ଯାହା ଅନେକଙ୍କୁ ପ୍ରେରିତ କରୁଛି। ଏହି ସଙ୍କଟ ସମୟରେ ରାଜନେତାଙ୍କଠାରୁ ଅଧିକ ପ୍ରଶାସନିକ ଓ ପୋଲିସ ଅଧିକାରୀମାନେ ଆଗଧାଡ଼ିର ଯୋଦ୍ଧାଭାବେ ସାଧାରଣ ଲୋକଙ୍କ ସହ ଯୋଡ଼ିହୋଇ ରିୟଲ ହିରୋର ପରିଚୟ ଦେଇଛନ୍ତି।…

କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଦୁଇ ସପ୍ତାହ ହେବ ସେ ଆଇସୋଲେଶନ ଓ୍ବାର୍ଡରେ ରହିଆସୁଥିଲେ। ବୟସାଧିକ…

୪ ଦଶନ୍ଧି ପରେ କମିଛି ଅଙ୍ଗାରକାମ୍ଳ ନିର୍ଗମନ

ନୂଆଦିଲ୍ଲୀ,୧୪ା୫: ଭାରତରେ ଗତ ମାର୍ଚ୍ଚ ୨୫ରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ କଳକାରଖାନା ବନ୍ଦ ହୋଇଯାଇଥିବାବେଳେ ପ୍ରାୟତଃ ଗାଡ଼ିମୋଟର ଚଳାଚଳ କରୁନାହିଁ। ଅର୍ଥନୀତି ଉପରେ ଏହାର ପ୍ରଭାବ ଗୁରୁତର ଭାବେ ପଡ଼ିଛି। କିନ୍ତୁ ଅନ୍ୟ ପ୍ରକାର ଫାଇଦା ଦେଶକୁ…

ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ ଜଣେ ୩ ବର୍ଷର ବାଳକ ନିଜେ ଆୟ କରିଥିବା ୫୦ହଜାର ଟଙ୍କାକୁ ମୁମ୍ବାଇ ପୋଲିସକୁ…

ଚାଷ ପାଇଁ ଛାଡ଼ିଲେ ଚାକିରି

ପିଲାଟି ଦିନରୁ ତାଙ୍କର ଚାଷ ପ୍ରତି ଥିଲା ଅହେତୁକ ଆଗ୍ରହ। ହେଲେ ଇଞ୍ଜିନିୟରିଂ ପାଠ ପଢ଼ି ସେ ଟେଲିକମ୍‌ ବିଭାଗରେ ପାଇଲେ ଚାକିରି। କିନ୍ତୁ କେଜାଣି କାହିଁକି ପୁଣି ଚାଷକୁ ନେଇ ତାଙ୍କର ସ୍ବପ୍ନ ବଢ଼ିଗଲା। ୧୫ ବର୍ଷର ଇଞ୍ଜିନିୟରିଂ ଚାକିରି…

୨୦୧୬ରେ ଆକାଶରୁ ଅଦୃଶ୍ୟ ହୋଇଥିଲା ଏହି ଯାତ୍ରୀବାହୀ ବିମାନ, ଆଜିପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ

ବିଶ୍ୱରେ ଅନେକଥର ଏପରି କିଛି ଘଟଣା ଘଟିଛି, ଯାହାକୁ ବିଶ୍ୱାସ କରିବା କେବେ ସହଜ ନୁହେଁ। ୨୦୧୬ ମସିହାରେ ଠିକ୍‌ ଏମିତି ଏକ ଘଟଣା ଘଟିଥିଲା। ପ୍ୟାରିସ୍‌ର ଅତ୍ୟାଧୁନିକ ଏୟାରପୋର୍ଟରୁ ମିଶରର କାଇରୋ ସହରକୁ ଏକ ଏୟାରବସ୍‌-୩୨୦ ପ୍ରାୟ ୬୦ ଯାତ୍ରୀଙ୍କୁ…

ଗୋଟିଏ ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି ୫ ଭାଇ

ସିରମୋର,୧୩।୫: ଦମ୍ପତିଙ୍କ ପାଇଁ ବିବାହ ବାର୍ଷିକୀର ସ୍ବତନ୍ତ୍ର ମହତ୍ତ୍ୱ ରହିଥାଏ। ଏହାକୁ ପାଳନ କରିବାଲାଗି ସଭିଏଁ ପ୍ରୟାସ ମଧ୍ୟ କରିଥାନ୍ତି। ତେବେ ୫ ଭାଇଙ୍କ ବିବାହ ବାର୍ଷିକୀ ଗୋଟିଏ ଦିନରେ ପାଳିତ ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।…

କମିଛି ଆଣ୍ଟିବାୟୋଟିକ ବ୍ୟବହାର

ଲଣ୍ଡନ,୧୩।୫: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ଔଷଧ ବାହାରି ନ ଥିବାରୁ ସଂକ୍ରମଣ ରୋକିବାକୁ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଉଛି। ଅଧିକାଂଶ ଲୋକେ ଏବେ ନିଜକୁ ସଫାସୁତୁରା ରଖିବାକୁ ବାରମ୍ବାର ହାତ ଧୋଇବା, ପରିବେଶ ପରିମଳ ରଖିବା,…

ପୋଲିସ ଏସ୍‌ଆଇଙ୍କ ସିଙ୍ଘମ୍‌ ଷ୍ଟାଇଲ୍‌ ପଡ଼ିଲା ମହଙ୍ଗା: ଗଣିଲେ ୫,୦୦୦ ଜରିମାନା

ଭୋପାଳ,୧୨।୫: ମଧ୍ୟପ୍ରଦେଶ ଦମୋହ ଜିଲାରେ ଜଣେ ପୋଲିସ ଏସ୍‌ଆଇଙ୍କୁ ସିଙ୍ଘମ୍‌ ଷ୍ଟାଇଲ୍‌ରେ ଭିଡ଼ଓ ଶୁଟିଂ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ ଏସ୍‌ଆଇଙ୍କ ଉପରେ ୫,୦୦୦ଟଙ୍କା ଜରିମାନ ଦଣ୍ଡାଦେଶ କରାଯାଇଛି। ସ୍ଥାନୀୟ ନରସିଂହଗଡ଼ ପୋଲିସ ଥାନାରେ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?