ବିଶ୍ୱର ସବୁଠୁ ଉଚ୍ଚ ସୁନା ବୁଦ୍ଧ ମୂର୍ତ୍ତି
ବ୍ୟାଙ୍କକ୍: ବିଶ୍ୱର ଅନେକ ଦେଶରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ରହିଛି। ଏଥିମଧ୍ୟରୁ କେତେକ ବହୁ ପୁରାତନ। ତେବେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତି ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ରାଜ୍ୟରେ ରହିଥିବା କୁହାଯାଉଛି। ଯାହା ନିର୍ମାଣ କରିବାକୁ ୯୦ ବର୍ଷରୁ ଅଧିକ ସମୟ…
୧୦ କିଲୋମିଟର ଚାଲି ଚାଲି ଯାଇ ପେନସନ୍ ଟଙ୍କାରୁ ପିଏମ୍ କେୟାର୍ସ ଫଣ୍ଡକୁ ଦାନ କଲେ ୮୦ ବର୍ଷୀୟ ବୃଦ୍ଧା
ରୁଦ୍ରପ୍ରୟାଗ,୧୬।୫: କରୋନା ସଂକ୍ରମଣ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଉତ୍ତରାଖଣ୍ଡ ଅଗସ୍ତମୁନୀର ୮୦ ବର୍ଷୀୟ ବୃଦ୍ଧା ଦର୍ଶନୀ ଦେବୀ। ଡୋଭା-ଡଡୋଲି ଗାଁରେ ରହୁଥିବା ଏହି ବରିଷ୍ଠ ନାଗରିକ ଜଣକ ନିଜର ପେନସନ୍ ଟଙ୍କା ପିଏମ୍ କେୟାର୍ସ ଫଣ୍ଡକୁ ଦାନ…
ଘରକୁ ଫେରିବା ପାଇଁ ସାଇକେଲ ଚୋରିକଲେ ପ୍ରବାସୀ ଶ୍ରମିକ: ଚିଠି ଲେଖି କ୍ଷମା ବି ମାଗିଲେ
ଲକ୍ଷ୍ନୌ,୧୬।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏହାଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ଘରକୁ ଫେରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ ରାଜସ୍ଥାନରେ…
ଘର ପାଲଟିଲା ସିନେମା ହଲ୍
ନୂଆଦିଲ୍ଲୀ: ଲକ୍ଡାଉନ୍ ପାଇଁ ଏବେ ସବୁ ସିନେମା ହଲ୍କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି ଏକ ସମୟରେ ନିଜ ଘରକୁ ବି ସିନେମା ହଲ୍ର ରୂପ ଦେଇହେବ। ଏଭଳି ଏକ…
ଗୋଇଠିରେ ଫୁଟ୍ବଲ
ନୂଆଦିଲ୍ଲୀ: ଫୁଟବଲ୍ ଖେଳର ବିଭିନ୍ନ କୌଶଳକୁ ଆପଣାଇ ବେଳେବେଳେ ଲୋକେ ଚର୍ଚ୍ଚିତ ହୋଇଥାନ୍ତି। ତେବେ ଫୁଟବଲକୁ ନିଜ ଗୋଇଠିରେ ଚଲାଇବାର ଏକ ସ୍ବତନ୍ତ୍ର ତଥା ଅଦ୍ଭୁତ କଳା ପ୍ରଦର୍ଶନ କରି ଇଣ୍ଟରନେଟ୍ରେ ଲୋକପ୍ରିୟ ହୋଇଛନ୍ତି ଜଣେ ମହିଳା ରକୁଲ୍ ବେନେଟି। ରକୁଲ୍…
କୁକୁରର ପୁସ୍ ଅପ୍ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ନିଜକୁ ଫିଟ୍ ରଖିବା ପାଇଁ ସମସ୍ତେ ଯୋଗ ଏବଂ ବ୍ୟାୟାମ କରିଥାନ୍ତି। ଏବେ ତ ବିଭିନ୍ନ ପ୍ରକାରର ବ୍ୟାୟାମକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜ ବି ଦିଆଯାଉଛି। କିଛିଦିନ ତଳେ ସୋସିଆଲ୍ ମିଡିଆରେ ଲୋକେ ପୁସ୍ ଅପ୍…
ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’
ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଉପଯୁକ୍ତ ସମୟରେ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା, ଠିକ୍ ସମୟରେ ଶୋଇବାକୁ ଲୋକଙ୍କୁ ପରାମର୍ଶ…
ଦୁଇମୁଣ୍ଡିଆ କଇଁଛ
ଓ୍ବାଶିଂଟନ: ପ୍ରକୃତିରେ ବେଳେବେଳେ ଅନେକ ପ୍ରକାରର ବିସ୍ମୟ ବି ଦେଖିବାକୁ ମିଳିଥାଏ। ଠିକ୍ ଏମିତି ଏକ ବିସ୍ମୟ ଦେଖିବାକୁ ମିଳିଛି ଏକ କଇଁଛ ପାଖରେ। ସାଧାରଣତଃ କଇଁଚର ଗୋଟିଏ ମୁଣ୍ଡଥିବା ସମସ୍ତେ ଦେଖିଛନ୍ତି, କିନ୍ତୁ ଦୁଇଟି ମୁଣ୍ଡଥିବା ଏକ ବିରଳ କଇଁଛ…
ହଗ୍ କର୍ଟନ୍
କାଲିଫର୍ଣ୍ଣିଆ: କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ ସମସ୍ତେ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ଉପରେ ଜୋର୍ ଦେଉଛନ୍ତିି। ସେଥିପାଇଁ ତ କେହି କାହା ପାଖକୁ ନ ଆସିବା ପାଇଁ କୁହାଯାଉଛି। କିନ୍ତୁ ସାମାଜିକ ଦୂରତା ରକ୍ଷାକରି ଜେଜେ, ଜେଜେ ମା’ଙ୍କୁ ହଗ୍…
କରୋନା ଯୋଦ୍ଧାଙ୍କ ସମ୍ମାନରେ ଆମ୍ବର ନାମ ରଖିଲେ ଡାକ୍ତର, ପୋଲିସ
ଲକ୍ଷ୍ନୌ,୧୫।୩: ଦେଶବ୍ୟାପି କରୋନା ବିରୋଧରେ ଯୁଦ୍ଧ ଜାରି ରହିଛି। ଏହି କ୍ରମରେ ଡାକ୍ତର, ପୋଲିସକର୍ମୀ, ସଫେଇ କର୍ମଚାରୀ କିମ୍ବା ସାମ୍ବାଦିକ ସମସ୍ତେ ନିଜ ପକ୍ଷରୁ ସେବା ପ୍ରଦାନ କରି କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଆଉ ଏହି ସମସ୍ତଙ୍କୁ ସାରା ଦେଶର…
ହୋଟେଲରେ ସୋସିଆଲ ଡିଷ୍ଟାନସିଂର ଭିନ୍ନ ଚିତ୍ର
ଓ୍ବାଶିଂଟନ,୧୫।୫: କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱର ଅଧିକାଂଶ ଦେଶରେ ଏବେ ଲକ୍ଡାଉନ ଜାରି ରହିଛି। ଆମେରିକାରେ ସ୍ଥିତି ଅସମ୍ଭାଳ ହୋଇପଡିଥିବା ବେଳେ ଏବେ ଏହି ଶକ୍ତିଶାଳୀ ଦେଶର ଅର୍ଥବ୍ୟବସ୍ଥା ମଧ୍ୟ ଦୋହଲି ଯାଇଛି। ଏପରି ସ୍ଥଳେ ଏବେ ପୁଣିଥରେ ଆମେରିକା…
କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ
ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏହା ପଛରେ କାରଣ ମଧ୍ୟ ରହିଛି। ଭାରତର ଛାତ୍ରୀଛାତ୍ରମାନେ ପଡୋଶୀ ଦେଶ ଚାଇନାକୁ ଉଚ୍ଚଶିକ୍ଷା…

