ଫୁରସତ

‘ନାଲି ସୁନା’, ଏହାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ସୁନା ମୂଲ୍ୟବାନ ଧାତୁ ବୋଲି ସମସ୍ତେ ଜାଣନ୍ତି। ଏହାର ରଙ୍ଗ ହଳଦିଆ। ମାତ୍ର ଏକ ମସଲା ଅଛି, ଯାହାକୁ ‘ନାଲି ସୁନା’ କୁହାଯାଏ। ଏହାକୁ ବିଶ୍ୱର ମହଙ୍ଗା ମସଲା ଭାବେ ଗଣନା କରାଯାଏ। ଏହି ମସଲାର ଗଛକୁ ମଧ୍ୟ ବିଶ୍ୱର ସବୁଠାରୁ…

ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ ବେଳେବେଳେ ଏହି ଇଣ୍ଟନେଟ୍‌ ଆମକୁ ଏଭଳି ସହାୟତା କରିଥାଏ, ଯାହାର ବିଶ୍ୱାସ ମଧ୍ୟ କରିହୁଏ…

ସୂର୍ଯ୍ୟୋପରାଗ ସମୟରେ ଗର୍ଭବତୀ ମହିଳାଙ୍କୁ ଦେବାକୁ ପଡ଼ିବ ବିଶେଷ ଧ୍ୟାନ: ଜାଣନ୍ତୁ କେଉଁଟି କରିବେ କେଉଁଟି ନାହିଁ

ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟେପରାଗ ରବିବାରରେ ଅର୍ଥାତ ଜୁନ୍‌ ୨୧ରେ ପଡ଼ୁଛି। ଏହା ସକାଳ ୧୦.୧୪ ରୁ ଆରମ୍ଭ ହୋଇ ଅପରାହ୍ନ ୧.୩୮ରେ ଶେଷ ହେବ। ଏହି ସୂର୍ଯ୍ୟେପରାଗ ଭାରତରେ ମଧ୍ୟ ଦୃଶ୍ୟମାନ ହେବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟେପରାଗ ଆରମ୍ଭରୁ…

ଏହି ୫ କଥା ପ୍ରତି ଗୁରୁତ୍ୱ ଦେଲେ ମିଳିବ ସାଥୀଙ୍କ ଭରପୂର ପ୍ରେମ, ଜୀବନ ହୋଇଉଠିବ ମଧୁମୟ

ସାମାନ୍ୟ କଥାକୁ ନେଇ ମଧ୍ୟ ବେଳେ ବେଳେ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥାଏ। ପରିଶେଷରେ ଏହି ଝଡ଼ ଉଗ୍ର ରୂପ ଧାରଣ କରିଥାଏ। ଏପରିକି ବିଚ୍ଛେଦ ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ମାତ୍ର ସମ୍ପର୍କକୁ ସୁଦୃଢ଼ କରିବା କୌଣସି ଯାଦୁଗରି କଥା…

୨୯ ମହଲାରୁ ଖସି ଜୀବିତ ଚାଇନାର ୩ ବର୍ଷର ଶିଶୁ

କଥାରେ ଅଛି ରଖେ ହରି, ମାରେ କିଏ। ଏହାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଚାଇନାର ଜଣେ ୩ ବର୍ଷର ଶିଶୁ। ଶିଶୁଟି ୨୯ ମହାଳା ବିଶିଷ୍ଟ ଏକ ଆପାର୍ଟମେଣ୍ଟରୁ ତଳକୁ ଖସିପଡ଼ିଥିବା ବେଳେ ଏବେ ସେ ଜୀବିତ ଅଛନ୍ତି।…

ମୋଦି-ରାହୁଲଙ୍କ ଉପରେ କ’ଣ ରହିବ ସୂର୍ଯ୍ୟ ପରାଗର ପ୍ରଭାବ

ନୂଆଦିଲ୍ଲୀ: ଜୁନ୍‌ ୨୧ରେ ପଡୁଥିବା ସୂର୍ଯ୍ୟ ପରାଗକୁ ନେଇ ଜ୍ୟୋତିର୍ବିଦମାନେ ନାନା ଗଣନା କରିଛନ୍ତି। ଏହି ସୂର୍ଯ୍ୟ ପରାଗର ପ୍ରଭାବ କିଛି ରାଶି ଉପରେ ଭଲ ଫଳ ଦେଉଥିବା ବେଳେ ଆଉ କିଛି ରାଶି ପାଇଁ ଭଲ ଫଳ ଦେବନାହିଁ ବୋଲି…

କରୋନା ଯୋଗୁ ଛଟେଇ: ମାସକୁ ୬ ଲକ୍ଷ ଟଙ୍କା ଆୟ କରୁଥିବା ପାଇଲଟ ଏବେ ଡେଲିଭରି ବୟ

କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି କାରଣରୁ ଅଧିକାଂଶ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବେରୋଜଗାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେଣୁ ଚାକିରି ହରାଉଥିବା ଅଧିକାଂଶ ଲୋକେ ପେଟ ପୋଷିବା ପାଇଁ…

ସୂର୍ଯ୍ୟୋପରାଗ ସମୟରେ କ’ଣ କରିବେ, ନକରିବେ; ଜାଣନ୍ତୁ…

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଜୁନ ୨୧ରେ ପଡ଼ୁଛି। ଏହା ଓଡ଼ିଶା ତଥା ଭାରତର ସର୍ବତ୍ର ଦୃଶ୍ୟ ହେଉଥିବାରୁ ପାଳନୀୟ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ ଗ୍ରହଣ ସ୍ପର୍ଶ: ଦିବା ଘ୧୦।୩୮।୧୦, ଗ୍ରହଣ ମଧ୍ୟ: ଦିବା…

ମାଲିକ ନୁହେଁ, ବିଶ୍ୱାସରେ ଚାଲେ ଦୋକାନ

ଗୁଆହାଟୀ(ଆସାମ): ଉତ୍ତର-ପୂର୍ବ ଭାରତର ମିଜୋରାମ ଏବଂ ମଣିପୁର ଜାତୀୟ ରାଜପଥ କଡ଼ରେ ଦେଖିବାକୁ ମିଳିଥାଏ ଅନେକ ପାରମ୍ପରିକ ଅସ୍ଥାୟୀ ପରିବା ଦୋକାନ। ଅନେକ ଚାଷୀ ଟଙ୍କା ଅଭାବରୁ ଗାଡ଼ି ଭଡ଼ା ଦେଇ ନିଜ ଉତ୍ପାଦିତ ପରିବା ବଜାରକୁ ପଠାଇବାରେ ଅକ୍ଷମ ହୋଇଥାନ୍ତି।…

୪ ଶାବକ ଜନ୍ମଦେଲା ‘ଜୀବଦା’

ଜୟପୁର: ସାଧାରଣତଃ ଚିତାବାଘ ଥରକରେ ୨ରୁ ୩ଟି ଛୁଆ ଜନ୍ମ ଦେଇଥାଏ। ହେଲେ ରାଜସ୍ଥାନର ପାଲି ଜିଲା ଅଧୀନ ଜଓ୍ବାଇ ବନ୍ଧ ଲିଓପାର୍ଡ କଞ୍ଜର୍ଭେଶନ ରିଜର୍ଭରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଚିତାବାଘ ନିକଟରେ ୪ଟି…

ହିଂସା ଥମିଲେ କମିବେ ଶରଣାର୍ଥୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଜୁନ୍‌ ୨୦କୁ ବିଶ୍ୱ ଶରଣାର୍ଥୀ ଦିବସ ଭାବେ ପାଳନ କରାଯାଇଥାଏ। ବିଶ୍ୱରେ ଶରଣାର୍ଥୀମାନଙ୍କ ସ୍ଥିତି ସମ୍ପର୍କରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଡିସେମ୍ବର ୪, ୨୦୦୦ରେ ଜାତିସଂଘ ସାଧାରଣ ପରିଷଦରେ ଜୁନ୍‌ ୨୦କୁ ବିଶ୍ୱ…

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ନୂଆଦିଲ୍ଲୀ: ଭାରତ-ଚାଇନା ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ଗଲଓ୍ବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?