ଫୁରସତ

ସୂର୍ଯ୍ୟପରାଗରେ ଏସବୁ ରାଶିଙ୍କ ଭାଗ୍ୟ ଚମକିବ !

ନୂଆଦିଲ୍ଲୀ, ୨୦।୬: ରବିବାର ରାହୁଗ୍ରସ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଜୁନ୍‌ ୨୧ ପୂର୍ବାହ୍ନ ୧୦ଟା ୩୮ ମିନିଟ୍‌ ୧୭ ସେକେଣ୍ଡରେ ପରାଗ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୨୬ ମିନିଟ୍‌ ୨୬ ସେକେଣ୍ଡରେ ପରାଗ ମଧ୍ୟ ଭାଗରେ ପହଞ୍ଚିବ। ଅପରାହ୍ନ ୨ଟା…

ରାଜସ୍ଥାନରେ ଖସିଲା ୨.୭୮ କେଜିର ବିରଳ ଉଲ୍‌କାପିଣ୍ଡ

ଯୋଧପୁର, ୧୯।୬- ରାଜସ୍ଥାନର ଜାଲୋର ଜିଲା ସାଞ୍ଚୋର ସହରରେ ଶୁକ୍ରବାର ସକାଳେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ଆକାଶରୁ ପାଖାପାଖି ୩ କେଜି ଓଜନର ଏକ ରହସ୍ୟମୟ ବସ୍ତୁ ଖସିପଡ଼ିଥିଲା। ଏହାକୁ ଉଲ୍‌କାପିଣ୍ଡ ବୋଲି କୁହାଯାଉଥିବାବେଳେ ଓଜନ ୨.୭୮ କେଜି…

ବଦଳି ଗଲାଣି କି ରାହୁଲଙ୍କ ଲୁକ୍‌

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଲୁକ୍‌ରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ସେ ତାଙ୍କ ନୂଆ ଲୁକ୍‌ରେ ଯୁବକ ବଦଳରେ ଟିକେ ମ୍ୟାଚ୍ୟୁୟର ଲାଗୁଛନ୍ତି। ତାଙ୍କର କେଶ ମଧ୍ୟ ସାମାନ୍ୟ ଧଳା ଦେଖାଯାଉଛି। ତେବେ ଟେଲିଭିଜନ ପରଦାରେ…

ଲକ୍‌ଡାଉନ୍‌ରେ ବଢ଼ୁଛି ଧୂମପାନ ଅଭ୍ୟାସ

କରୋନା ସଂକ୍ରମଣ ରୋକିବାକୁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଧୂମପାନ ଅଭ୍ୟାସ ବେଶି ବଢ଼ିପାରେ ବୋଲି ବ୍ରିଟିସ୍‌ ଗବେଷକମାନେ ତାଙ୍କ ଗବେଷଣାରେ ଦାବି କରିଛନ୍ତି। ଯେଉଁମାନଙ୍କଠାରେ ପୂର୍ବରୁ ଏହି ଅଭ୍ୟାସ ଅଛି ସେମାନଙ୍କଠାରେ ଏହା ଅଧିକ ଦେଖା ଯାଉଥିବା…

୨୯ବର୍ଷ ପରେ ଏହି ଦେଶରେ ଦେଖିବାକୁ ମିଳିଲା ବିରଳ ଧଳା ହ୍ବେଲ

କାନବେରା,୧୯।୬: ଦକ୍ଷିଣ ଅଷ୍ଟ୍ରେଲିଆର ଏକ ସମୁଦ୍ରରେ ୨୯ବର୍ଷ ପରେ ଏକ ବିରଳ ଧଳା ହମ୍ପବେକ ହ୍ବେଲ ଦେଖିବାକୁ ମିଳିଛି। ଏହା ପୂର୍ବରୁ ୧୯୯୧ରେ ଏହି ହ୍ବେଲକୁ ଏଠାରେ ଦେଖିବାକୁ ମିଳିଥିଲା। ପୁଣିଥରେ ଏହି ଅଞ୍ଚଳରେ ବିରଳ ଧଳା ହମ୍ପବେକ ହ୍ବେଲ ବାହାରିଛି।…

ନିଜକୁ କରୋନା ପଜିଟିଭ୍‌ କହି ଗାଡ଼ିରେ ଆଗରେ ଶୋଇଗଲେ ଯୁବକ

ଲକ୍ଷ୍ନୌ,୧୯।୬: ଦେଶରେ କରୋନା ଭାଇରସ୍‌ ସଙ୍କଟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହାର ମୁକାବିଲା ପାଇଁ ଏଯାଏଁ କୌଣସି ଭ୍ୟାକସିନ୍‌ ବାହାରି ନ ଥିବା ବେଳେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ସରକାର କରୋନାକୁ ନେଇ ସଚେତନ କରୁଥିବା…

‘ସାପ ଦୁର୍ଗ’, ଜାଣନ୍ତୁ ଏପରି ନାମକରଣ ପଛରେ ଥିବା କାରଣ ସମ୍ପର୍କରେ…

ନୂଆଦିଲ୍ଲୀ: ଭାରତରେ ଏମିତି କିଛି ଦୁର୍ଗ ରହିଛି, ଯାହା ବହୁ ପୁରାତନ। ଏପରିକି ଏହି ଦୁର୍ଗ କେବେ ତିଆରି ହୋଇଛି, କିଏ ତିଆରି କରିଛନ୍ତି ତାହା କାହାକୁ ସଠିକ୍‌ ଭାବେ ଜଣା ନ ଥାଏ। କେବଳ ଯାହା ଅନୁମାନ କରାଯାଏ। ଏପରି…

ପୁଅକୁ ପୁତ୍ତଳିକା ସହ ବିବାହ କରାଇଲେ ପିତା, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରୟାଗରାଜ ସହରଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଘୁରୁପୁର ଅଞ୍ଚଳର ଭୈଦପୁର ଗ୍ରାମରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ମଧ୍ୟ ଏକ ସାଧାରଣ ଢଙ୍ଗରେ ହୋଇଥିଲା। ବେଦୀ ବନ୍ଧାଯାଇଥିଲା। ବର ପ୍ରସ୍ତୁତ ହୋଇଥିଲେ। ପଣ୍ଡିତ ମନ୍ତ୍ର…

ରାଗ ଶୁଝାଇବା ପାଇଁ ବାଲକୋନିରୁ ଫିଙ୍ଗିଲେ ଚାଇନା ତିଆରି ଏଲ୍‌ସିଡି ଟିଭି

ଲଦାଖ ଗାଲଓ୍ବାନ ଭ୍ୟାଲିରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ ଯବାନ ଶହୀଦ ହୋଇଛନ୍ତି। ଏହା ପରେ ସମଗ୍ର ଦେଶରେ ଚାଇନା ସାମଗ୍ରୀ ବ୍ୟାନ୍‌ ପାଇଁ ସ୍ବର ଉତ୍ତୋଳନ ହେଉଛି। ଏହି କ୍ରମରେ ସୁରଟ ସହରର ଭରଛା ଅଞ୍ଚଳରେ ଥିବା ପଞ୍ଚରତ୍ନ…

ଡାକ୍ତରଙ୍କୁ ଭୁଲ ପ୍ରମାଣିତ କଲେ ୫ ବର୍ଷର ପୁଅ

ଆମେରିକାର ଜର୍ଜିଆରେ ରହୁଥିବା ଜଣେ ୫ ବର୍ଷର ପୁଅ ଡାକ୍ତରଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ହେଲେ କାମଡେନ ବ୍ରୋକ୍‌ ହେନସନ। କାମଡେନ ସେରେବେଲାର ଆଟ୍ରୋଫି ରୋଗରେ ପୀଡିତ। ଏହା ମସ୍ତିଷ୍କର ଉକ୍ତ ସ୍ଥାନକୁ କ୍ଷତି ପହଞ୍ଚାଇଥାଏ ଯାହା ସମନ୍ବୟ,…

ଜୁନ୍‌ ୨୧ରେ ବିରଳ ସୂର୍ଯ୍ୟପରାଗ

ଚଳିତମାସ ୨୧ ତାରିଖରେ ସୂର୍ଯ୍ୟପରାଗ ଲାଗିବ। ଏହି ପରାଗ ବିରଳ ତଥା ସ୍ବତନ୍ତ୍ର। ଏହି ସମୟରେ ସୂର୍ଯ୍ୟଙ୍କୁ ଭିନ୍ନ ଭିନ୍ନ ଭାବରେ ଦେଖିବାକୁ ମିଳିବ। ଏହା ସକାଳ ୯.୧୫ରେ ଆରମ୍ଭ ହୋଇ ଅପରାହ୍ନ ୩.୦୫ରେ ଶେଷ ହେବ। ବୈଜ୍ଞାନିକଙ୍କ ମତରେ ପ୍ରାୟ…

ଦୁର୍ଘଟଣାରେ ଆହତ ହେଲେ ରିକ୍ସାଚାଳକ, ମୁଣ୍ଡରୁ ପଗଡି କାଢି ସହାୟତା କଲେ ଶିଖ୍‌ ବ୍ୟକ୍ତି

କୁହାଯାଏ ମାନବିକତାର କୌଣସି ଧର୍ମ ନ ଥାଏ। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଜଣେ ଶିଖ୍‌ ବ୍ୟକ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ରିକ୍ସାଚାଳକଙ୍କ କ୍ଷତ ସ୍ଥାନରେ ନିଜ ପଗଡିକୁ କାଢି ବାନ୍ଧି ଦେଇଛନ୍ତି। ଏହି ଶିଖ୍‌ ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?