ଗଛ ଉପରେ ଜଣେ ବ୍ୟକ୍ତିଙ୍କ ଗୋଡକୁ ଜାବୁଡି ଧରିଲା ବିଲେଇ, କାରଣ ଜାଣନ୍ତୁ
ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଦାର ଭିଡିଓ ଭାଇରାଲ ହେବାର ଦେଖାଯାଉଛି। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। କୌଣସି କାରଣବଶତଃ ଏକ ବିଲେଇ ଗଛ ଉପରେ ଚଢି ଯାଇଥିଲା। ଆଉ ଓହ୍ଲାଇ ନ ପାରିବାରୁ...
ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା
ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ ଆମେରିକାର ଲୋଓ୍ବା ବିଶ୍ୱବିଦ୍ୟାଳୟର କାର୍ଭର ମେଡ଼ିସିନ୍ କଲେଜରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛି।...
ପୋଲିଓରୁ ଡିପ୍ଥେରିଆ ଯାଏ…
ନୂଆଦିଲ୍ଲୀ: ଏକ ଅଦୃଶ୍ୟ ଭୂତାଣୁ ପ୍ରକୋପରେ ଥରହର ହେଉଛି ପୃଥିବୀ। କରୋନା ଭ୍ୟାକ୍ସିନ ବାହାର କରିବା ଲାଗି ସବୁ ଦେଶ ଉଦ୍ୟମ ଜାରି ରଖିଥିବାବେଳେ ଏଯାଏ କାହାରିକୁ ଶତ ପ୍ରତିଶତ ସଫଳତା ମିଳିନାହିଁ। ଏପରି ସଂକ୍ରାମକ ରୋଗର ପ୍ରତିଷେଧକ ବାହାର...
ଟିକ୍ଟକ୍ ଉପରେ ୧ କୋଟିରୁ ଊର୍ଦ୍ଧ୍ୱ ଜରିମାନା, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୬ା୭: ଶର୍ଟ ଭିଡିଓ ପ୍ରସ୍ତୁତ ପ୍ଲାଟଫର୍ମ ତଥା ଟିକ୍ଟକ୍ ଆପ୍କୁ ଭାରତରେ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ବ୍ୟବହାରକାରୀଙ୍କ ତଥ୍ୟର ସୁରକ୍ଷା ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ନିଷେଧ ସତ୍ତ୍ୱେ ଚାଇନିଜ୍ ଆପ୍ ବିରୋଧରେ ପୁଣି...
କାର୍ ଚଳାଇବେ ବେଳେ ହେଲ୍ମେଟ ନ ପିନ୍ଧିବାରୁ…
ସହାରନପୁର, ୧୫।୭- ବାଇକ୍ ଚଳାଉଥିବାବେଳେ ହେଲ୍ମେଟ୍ ନ ପିନ୍ଧିଲେ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରିଥାଏ। ଏକଥା ସମସ୍ତେ ଜାଣନ୍ତି। କିନ୍ତୁ ଉତ୍ତର ପ୍ରଦେଶର ସହରାନପୁର ସହରରେ ଏଭଳି ଏକ ଘଟଣା ଘଟିଛି, ଯାହାକୁ ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହୋଇଯିବେ।...
କରୋନା ଆଗରେ ହାର ମାନିଛି ମାନବିକତା: ୭ଘଣ୍ଟା ଧରି ଘର ବାହାରେ ପଡ଼ିରହିଲା ମୃତଦେହ
କୋଲକାତା,୧୫।୭: ଦେଶରେ କରୋନା ସଙ୍କଟ ଜଟିଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ କେଉଁଠି ଲୋକ ସଚେତନ ନ...
୫୦ ବର୍ଷରେ ଦ୍ୱାଦଶ ପାସ୍ କଲେ ଏହି ମହିଳା: ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ
ପାଠ ପଢ଼ିବା ପାଇଁ କୌଣସି ବୟସ ନ ଥାଏ। ମେଘାଳୟର ଜଣେ ୫୦ ବର୍ଷୀୟା ମହିଳା ଦ୍ୱାଦଶ ପାସ୍କରି ଏହା ପ୍ରମାଣ କରି ଦେଖାଇଛନ୍ତି। ସେ ହେଲେ ଲଙ୍କିତେ ସେମ୍ଲିନ୍। ମେଘାଳୟ ବୋର୍ଡରୁ ଲଙ୍କିତେ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।...
ବିଶ୍ୱର ସବୁଠୁ ମହଙ୍ଗା ପରିବା : କିଣିବା ତ ଦୂରର କଥା ହାତ ମାରିବାକୁ ବି ଡର
ସାଧାରଣତଃ ପନିପରିବା ମୂଲ୍ୟ ମାଛ,ମାଂସ ମୂଲ୍ୟଠାରୁ କମ। ମାତ୍ର ବିଶ୍ୱରେ ଏପରି ଏକ ପରିବା ଅଛି, ଯାହା ଏତେ ମୂଲ୍ୟବାନ ଯେ, ବଡ଼ ଧନୀ ଲୋକମାନେ ମଧ୍ୟ ଏହାକୁ କିଣିବା ପୂର୍ବରୁ ୧୦ ଥର ଚିନ୍ତା କରିବେ। ଏହି ପରିବାର...
ଭାରତର ସବୁଠାରୁ ଦାମୀ ଫ୍ଲାଟ୍ କିଣିଲେ ଏହି ବ୍ୟବସାୟୀ
ପ୍ରତ୍ୟେକ ବ୍ୟକ୍ତିର ସ୍ବପ୍ନ ଥାଏ ନିଜର ଏକ ଘର ହେଉ। ତେବେ ଏହି ସ୍ବପ୍ନ ପୂରଣ କରିବା ପାଇଁ ଯେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ପଛାନ୍ତି ନାହିଁ। ନିକଟରେ ଭାରତର ସବୁଠାରୁ ଦାମୀ ଘର କିଣିଛନ୍ତି ଜଣେ...
ଜାଣନ୍ତୁ ହ୍ବାଟ୍ସଆପ୍ରେ କେଉଁଭଳି ମେସେଜ୍, ଫଟୋ ଶେୟାର କଲେ ଭୋଗିବେ ଜେଲ୍ଦଣ୍ଡ
ଆଜିକାଲି ସୋସିଆଲ ମିଡିଆରେ ଯିଏ ଯାହା ପାରୁଛି ପୋଷ୍ଟ କରୁଛି। ସତେ ଯେମିତି ଏଥିପ୍ରତି କଟକଣା ନାହିଁ। ବିଶେଷକରି ହ୍ବାଟ୍ସଆପ୍ ଗ୍ରୁପ୍ରେ ମିଥ୍ୟା ଖବର, ଘୃଣା, ଜାତି, ଧର୍ମ, ବର୍ଣ୍ଣର ଭେଦଭାବ ସମ୍ବନ୍ଧୀୟ ଖବର ସମ୍ପର୍କରେ ଜାଣିବାକୁ ମିଳୁଛି। ତେଣୁ...
କରୋନା ଚିକିତ୍ସା ପାଇଁ ୬ ଔଷଧ; ଜାଣନ୍ତୁ କ’ଣ ରହିଛି ମୂଲ୍ୟ
ନୂଆଦିଲ୍ଲୀ,୧୫।୭: ବର୍ତ୍ତମାନ କରୋନା ନିୟନ୍ତ୍ରଣକୁ ଆସିନାହିଁ। ଏଭଳି ସ୍ଥିତିରେ ଭାରତରେ କରୋନା ଚିକିତ୍ସା ଲାଗି ପ୍ରାଥମିକ ପର୍ଯ୍ୟାୟରେ ୬ ଔଷଧ ବ୍ୟବହାର କରାଯାଉଛି। ଗ୍ଲେନମାର୍କ ଫାର୍ମାସିଟିକାଲ ଫାବିଫ୍ଲୁ ନାମରେ ଔଷଧ ଆଣିଛି। ବର୍ତ୍ତମାନ ଏହି ଔଷଧ ମୂଲ୍ୟରେ କମ୍ପାନୀ ୨୭%...
ଅନ୍ଲାଇନ୍ କ୍ଲାସ୍ ପାଇଁ ପ୍ରତିଦିନ ପାହାଡ଼ ଉପରେ ବସୁଛନ୍ତି ଏହି ଛାତ୍ର
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି। କେତେକ ସ୍କୁଲରେ ଅନ୍ଲାଇନ୍ କ୍ଲାସ ଜାରି ରହିଛି। ମାତ୍ର ଅନେକ ଛାତ୍ରଙ୍କୁ ଏହି ଅନ୍ଲାଇନ୍ କ୍ଲାସ୍ କରିବା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। କାରଣ...
Archives


