Posted inଫୁରସତ

କୁକୁରର ବଡ଼ିଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ: ନିଜେ ଗଲେ ଜିମ୍‌

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ଏକ କୁକୁରର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାର ଫଟୋ ଲାସିଜ୍‌-୧୧ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଫଟୋଟି ଦେଖିଲେ ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଯିବେ। କାରଣ କୁକୁରର ଫଟୋ ଦେଖିଲେ ଲାଗିବ ସେ ଗୋଟେ ବଡ଼ିବିଲ୍ଡର। ଲାସିଜ୍‌-୧୧ ଫଟୋଟିକୁ ଶେୟାରକରି ଲେଖିଛନ୍ତି, ମୁଁ ଖାଲି ବସିଥିବା ସମୟରେ ମୋ’ କୁକୁରର ଏକ ଫଟୋ ଉଠାଇ ଦେଇଥିଲି। ମାତ୍ର ଫଟୋରେ ସେ ଜଣେ ମଣିଷ ପରି ଦେଖାଯାଇଛି। ଯାହାର କାନ୍ଧ ଜଣେ ବଡିବିଲ୍ଡର ପରି। ଏହି ଫଟୋଟି ଶେୟାର ହେବାର ଖୁବ୍‌ କମ୍‌ ସମୟ ମଧ୍ୟରେ ଏହାକୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପସନ୍ଦ କରିସାରିଛନ୍ତି। କୁକୁରର ଏହି ଫଟୋଟିକୁ ଦେଖିବା ପରେ ଲୋକେମାନେ ତା’ପରି ବଡ଼ି ବନାଇବା ପାଇଁ ଜିମ୍‌ ଯିବାକୁ ଆଗ୍ରହ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କପେ ଚା’କୁ ୧୦୦୦ ଟଙ୍କା, ପିଇଲେ କହିବେ…

ବଜାରରେ ଉପଲବ୍ଧ ହୋଇଥାଏ ଭଳିକି ଭଳି ଚା’। ଅଦା ଚା’, ଲବଙ୍ଗ ଚା’ ଠାରୁ ଆରମ୍ଭ କରି ମସଲା ଚା’ ପର୍ଯ୍ୟନ୍ତ, ଗ୍ରାହକଙ୍କ ପସନ୍ଦ ଅନୁଯାୟୀ...

ଯଜ୍ଞରେ ଆହୁତି ଦେଲେ ମୁସଲମାନ୍‌ ମହିଳା ସରପଞ୍ଚ

ଭୋପାଳ, ୨୭।୨: ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ହିଂସା ଜାରି ଥିବାବେଳେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ମନ୍ଦିରରେ ଆୟୋଜିତ ଏକ ଯଜ୍ଞରେ ଆହୁତି...

ଅର୍ଥନୈତିକ ବିକାଶରେ ଜଳପଥ

ଶିକାରୀ ଜୀବନ ଛାଡ଼ି ମଣିଷ ଚାଷବାସ କରିବାପରେ ନିଜ ଆଖପାଖରେ ଥିବା ଜନବସତି ମଧ୍ୟରେ ଦେଣନେଣ କାରବାର ଆରମ୍ଭ କରିଥିଲା। ସେତେବେଳେ ଗୋଟିଏ ଜିନିଷ ବଦଳରେ...

କରୋନା ଭୟ: ସାବୁନରେ ସଫାକଲେ ଧନିଆପତ୍ର

ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏଥିରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ହୋଇଛି। ଏହି...

ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ...

ଏସବୁ କାରଣ ପାଇଁ ଟ୍ରେନ୍‌ ବଗିରେ ଥାଏ ଲାଲ୍‌, ହଳଦିଆ ଏବଂ ନୀଳ ରଙ୍ଗର ଗାର

୧୮୫୩ ଏପ୍ରିଲ୍‌ ୧୬ ତାରିଖରେ ଭାରତରେ ରେଳସେବା ଆରମ୍ଭ ହୋଇଥିଲା। କିନ୍ତୁ ୧୯୫୧ରେ ରେଳସେବାକୁ ଜାତୀୟକରଣ କରାଯାଇଥିଲା। ସେବେଠାରୁ ଟ୍ରେନ୍‌ରେ କିଛି କୋଡ୍‌ ରହିଛି। ଯାହାକୁ...

ନ୍ୟୁଜିଲାଣ୍ଡରେ ବିଶ୍ୱର ବଡ଼ ଆଳୁ

ଓ୍ବେଲିଂଟନ୍‌, ୭ା୧୧: ନ୍ୟୁଜିଲାଣ୍ଡର ହାମିଲଟନ୍‌ରେ ରହୁଥିବା ଏକ ଦମ୍ପତି ବଗିଚାରୁ ଏକ ବଡ଼ ଆକାରର ଆଳୁ ଖୋଳି ବାହାର କରିଛନ୍ତି। ଏହାର ଓଜନ ୭.୮ କିଲୋଗ୍ରାମ୍‌...

ଟଏଲେଟ୍‌ ସିଟ୍‌ରେ ତିଆରି ଗୋଲାପ କଷ୍ଟ୍ୟୁମ

ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍‌ କଷ୍ଟ୍ୟୁମ୍‌...

Advertisement
Archives

Model This Week