Posted inଫୁରସତ

ବସ୍‌ଷ୍ଟାଣ୍ଡରେ ସିଂହପଲ: ଭାଇରାଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ବାଘ ଶିକାର ପାଇଁ ପାହାଡ ଉପରୁ ଲମ୍ଫ ପ୍ରଦାନ କରୁଛି ତ ଆଉ କେତେବେଳେ ସିଂହ-ବାଘ ମଧ୍ୟରେ ଲେଢଇ ଦେଖିବାକୁ ମିଳିଛି। ବର୍ତ୍ତମାନ ସିଂହପଲ ଏକ ଗଧକୁ ଶିକାର କରୁଥିବା ଭିଡିଓ ଭାଇରାଲ ହୋଇଛି। ଗୁଜରାଟର ଆମରେଲି ଜିଲା ମୋରଜ ଗ୍ରାମ ବସ୍‌ଷ୍ଟାଣ୍ଡରେ ଏହି ଘଟଣା ଦେଖିବାକୁ ମିଳିଛି।
ଭିଡିଓରେ ଦେଖାଯାଇଛି, ୨ଟି ସିଂହ ଏକ ଗଧକୁ ଆକ୍ରମଣ କରୁଛନ୍ତି। ଆଉ କିଛି ସିଂହ ରାସ୍ତା ଉପରେ ଖୁଲମ୍‌ଖୁଲା ବିଚରଣ କରୁଛନ୍ତି। ପରେ ପୋଲିସ ଓ ବନବିଭାଗ କର୍ମଚାରୀ ସେଠାରେ ପହଞ୍ଚି ସିଂହଙ୍କୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି। ସୋସିଆଲ ମିଡିଆରେ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ

ଅହମଦାବାଦ, ୧୩।୧୦: ଲକ୍‌ଡାଉନ୍‌ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ...

ବ୍ୟାଗ ଭିତରେ ହୃତପିଣ୍ଡ

୪୨ ବର୍ଷୀୟା ସଲଓ୍ବା ହୁସୈନ ଦୁଇ ସନ୍ତାନର ମା’ ଅଟନ୍ତି। ହସ ହସ ମୁହଁ ତାଙ୍କର ଦେଖିଲେ କେହି ହୁଏତ ବିଶ୍ୱାସ କରିବେନି ସେ କେତେ...

୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ

ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ...

ନିଜେ ହିଁ ନିଜ ପାଇଁ ଯଥେଷ୍ଟ : ଜଙ୍ଗଲ ବାହାରକୁ ଯିବାପାଇଁ ଏମିତି ଦାନ୍ତର ସାହାଯ୍ୟ ନେଉଛି ହାତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସୁନା ଗହଣା କିଣୁଥିଲେ ଧ୍ୟାନ ଦିଅନ୍ତୁ ଏଥିପ୍ରତି…

ଆମ ସଂସ୍କୃତିରେ ସୁନାର ରହିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ଏହା ଯେତିକି ସୁନ୍ଦର ସେତିକି ଉପଯୋଗୀ। ମହିଳାମାନଙ୍କର ଏହାପ୍ରତି ଅଶେଷ ଦୂର୍ବଳତା ରହିଥାଏ। ଏହାର ମୂଲ୍ୟ ମଧ୍ୟ...

ସୁଇମିଂପୁଲରୁ ଝିଣ୍ଟିକାକୁ ଉଦ୍ଧାର କଲା କୁକୁର

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ଏକ କୁକୁର ପାଣିରେ ଫଶି ଯାଇଥିବା ଝିଣ୍ଟିକାକୁ ଉଦ୍ଧାର କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ...

ମାତାପିତାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ ଏହି ଯୁବତୀ, ଜାଣନ୍ତୁ କାରଣ

ଲଣ୍ଡନ,୨୦ା୧୧: ବ୍ରିଟେନର ଜଣେ ଯୁବତୀ ତାଙ୍କ ମାତାପିତାଙ୍କ ସଞ୍ଚିତ ଅର୍ଥରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଲୁଚି ପଳାଇଥିଲେ। ଯାହାକି ପରେ ଏହି...

ଏହି ଯୁବକଙ୍କ ଜଣେ ବଡ଼ ପ୍ରଶଂସକ ପ୍ରଧାନମନ୍ତ୍ରୀ ମୋଦି: ଟୁଇଟର୍‌ରେ କରୁଛନ୍ତି ଫଲୋ

ଭୋପାଳ,୨୫।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଦେଶ ଖରଗୋନ ଜିଲାର ନିଆରା ଚିତ୍ରକାର ଆୟୁଷ କୁନ୍ଦଲଙ୍କ ଜଣେ ବଡ଼ ପ୍ରଶଂସକ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଚିତ୍ରକାରଙ୍କ ଉପରେ...

Advertisement
Archives

Model This Week