ମୁକେଶ ଅମ୍ବାନୀଙ୍କୁ ବିବାହ କରିବାକୁ ଏହି ସର୍ତ୍ତ ରଖିଥିଲେ ନୀତା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ ପରିଚିତ। ବିଶ୍ୱରେ ଧନୀ ତାଲିତାରେ ତାଙ୍କର ସ୍ଥାନ ୪ର୍ଥରେ ରହିଛି। ବର୍ତ୍ତମାନ ସେ ଲୋକପ୍ରିୟ ଆପ୍‌ ଟିକ୍‌-ଟକ୍‌ କିଣିବାକୁ ମଧ୍ୟ ପ୍ରସ୍ତୁତି ଚଳାଇଛନ୍ତି। ମୁକେଶ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ମଧ୍ୟ ଲାଇମଲାଇଟ୍‌ରେ ରହିବାକୁ ପସନ୍ଦ କରନ୍ତି। ସାମାଜିକ କାର୍ଯ୍ୟ ଏବଂ କ୍ରିକେଟରେ ନୀତା ବହୁତ ସକ୍ରିୟ। ତାଙ୍କର ଉଦାରତାକୁ ସମସ୍ତେ ପ୍ରଶଂସା କରନ୍ତି। ତେବେ ସୌନ୍ଦର୍ଯ୍ୟରେ ବଲିଉଡ୍‌ ସୁନ୍ଦରୀମାନଙ୍କୁ ମଧ୍ୟ ପଛରେ ପକାଇଦେଇଥିବା ନୀତା କିପରି ଅମ୍ବାନୀ ପରିବାରର ବୋହୂ ହେଲେ ଜାଣିଣା ସେ ବିଷୟରେ।
ନୀତାଙ୍କୁ ମୁକେଶଙ୍କ ମା’ କୋକିଲାବେନ ପସନ୍ଦ କରିଥିଲେ। ସେ ନୀତାଙ୍କୁ ଏକ କାର୍ଯ୍ୟକ୍ରମରେ ନାଚୁଥିବାର ଦେଖିଥିଲେ। ଏହା ପରେ ନୀତାଙ୍କୁ ବୋହୂ କରିବାକୁ ନିଷ୍ପତ୍ତି ନେଲେ। ଅମ୍ବାନୀ ଏକ ଧନୀ ପରିବାର ହୋଇଥିବା ବେଳେ ନୀତା ଏକ ମଧ୍ୟବିତ ପରିବାରର। ଉକ୍ତ ସମୟରେ ନୀତା ଏକ ବିଦ୍ୟାଳୟରେ ମାସକୁ ୮ଶହ ଟଙ୍କା ଦରମାରେ ଶିକ୍ଷାଦାନ କରୁଥିଲେ। ତେବେ ନୀତା ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଭଲ ପାଉଥିଲେ। ତେଣୁ ଏତେ ବଡ଼ ଘରର ବୋହୂ ହେବା ପରେ ସେ ଆଉ ପିଲାମାନଙ୍କୁ ପାଠ ପଢ଼ାଇପାରିବେ ନାହିଁ ବୋଲି ଭାବିଥିଲେ। ଫଳରେ ସେ ମୁକେଶଙ୍କୁ ବିବାହ କରିବା ପାଇଁ ଏକ ସର୍ତ୍ତ ରଖିଥିଲେ। ବିବାହ ପରେ ଯଦି ସେ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ ତେବେ ସେ ଏହି ବିବାହ ପାଇଁ ରାଜି ହେବେ ବୋଲି କହିଥିଲେ। ନୀତାଙ୍କ ଏହି କଥା ଶୁଣିବା ପରେ ମୁକେଶ ତୁରନ୍ତ ହଁ କରିଦେଇଥିଲେ। ବିବାହ ପରେ ମଧ୍ୟ ସେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାଶିଂମେଶିନ୍‌ରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି, ଫଟୋ ଭାଇରାଲ

ଋଷ୍‌: ସାଧାରଣତଃ ଓ୍ବାଶିଂମେଶିନ୍‌ରେ କପଡ଼ା ଧୁଆ ଯାଇଥାଏ। ଯଦି ଏହା ଭିତରେ ଆପଣ ହଠାତ୍‌ କିଛି ଅଦ୍ଭୁତ ଦୃଶ୍ୟ ଦେଖିବେ ତେବେ ଲୋମ ଟାଙ୍କୁରି ଉଠିବା...

୨୦୦୦ ଟଙ୍କିଆ ବିମୁଦ୍ରୀକରଣ: ବଢ଼ିଲା ସୁନା ଚାହିଦା, ପେଟ୍ରୋଲ ପମ୍ପରେ ଭିଡ଼…

ନୂଆଦିଲ୍ଲୀ,୨୨।୫ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ଶୁକ୍ରବାର ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ଏହି ନିଷ୍ପତ୍ତି ୨୦୧୬ରେ ହୋଇଥିବା...

୧ ମିନିଟ୍‌ରେ ୧୯୬ ଗଣିତ ପ୍ରଶ୍ନର ଉତ୍ତର ଦେଇ ରେକର୍ଡ କଲେ ଏହି ବାଳକ

କରାଚି, ୮।୭: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରି ସ୍ଥଳେ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଫଳରେ ସ୍କୁଲ କଲେଜ...

ବିଭ୍ରାନ୍ତିକର ପୋଷ୍ଟ ହଟାଇବେ ଟୁଇଟର, ଫେସବୁକ

ନୂଆଦିଲ୍ଲୀ,୨୬।୪: ଟୁଇଟର ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ବିଭ୍ରାନ୍ତକର ପୋଷ୍ଟଗୁଡିକୁ ହଟାଇବେ। କେନ୍ଦ୍ର ସରକାର ରବିବାର କମ୍ପାନୀଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।...

ବେଦାନ୍ତ ପକ୍ଷରୁ ବ୍ୟାପକ ସହାୟତା

ଭୁବନେଶ୍ୱର ,୫।୬: ବେଦାନ୍ତ ଆଲୁମିନିୟମର ସହଯୋଗୀ କମ୍ପାନୀ ବେଦାନ୍ତ ଫେକର ପକ୍ଷରୁ ବାହାନଗା ରେଳ ଦୁର୍ଘଟଣା ସ୍ଥଳରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଉଲ୍ଲେଖଯୋଗ୍ୟ ଶୁକ୍ରବାର...

ମଦ ବୋତଲରେ ଭବ୍ୟ ମନ୍ଦିର

ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା...

ଶୋଇଲେ ମିଳୁଛି ଟଙ୍କା

କୋଲକାତା: ବ୍ୟସ୍ତବହୁଳ କାରଣରୁ ଲୋକଙ୍କ କ୍ଷେତ୍ରରେ ବିଶ୍ରାମ କରିବା ବା ଶୋଇବାର ଉପଯୁକ୍ତ ସମୟ କମିଥିବା ଦେଖିବାକୁ ମିଳିଛି, ଯାହାଫଳରେ ମନୁଷ୍ୟ ଶରୀରରେ ବହୁ ରୋଗ...

ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗ;୧୨ ବରିଷ୍ଠ ଆୟକର ଅଧିକାରୀ ବିଦା

ନୂଆଦିଲ୍ଲୀ,୧୧-୬: ନିର୍ମଳା ସୀତାରାମନ୍‌ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦୁର୍ନୀତି, ଯୌନ ନିର୍ଯାତନା ଅଭିଯୋଗରେ...

Advertisement
Archives

Model This Week