ସିଙ୍ଗଡ଼ା ବିକ୍ରି ପାଇଁ ଗୁଗୁଲ ଚାକିରି ଛାଡିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗୁଗୁଲ ଏମିତି ଏକ କମ୍ପାନୀ, ଯେଉଁଠାରେ କାମ କରିବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ମାତ୍ର ଏହି ସ୍ବପ୍ନ ଖୁବ୍ କମ୍ ଲୋକଙ୍କର ପୂରଣ ହୋଇଥାଏ। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ସୁଙ୍ଗଡା ବ୍ୟବସାୟ ପାଇଁ ଲକ୍ଷ ଲକ୍ଷ ଟଙ୍କା…
ବାର୍ଷିକ ୪୨ ଲକ୍ଷ ଟଙ୍କା ଦରମାରେ ଘରେ ରହି କାମ କରିବାର ସୁଯୋଗ ପାଇଲେ ଏହି ଯୁବତୀ
ସିମଲା, ୨୦।୮: ହିମାଚଳ ପ୍ରଦେଶର ଜଣେ ଯୁବତୀ ଆମେରିକୀୟ ସଫ୍ଟଓ୍ବେରା କମ୍ପାନୀ ଏଡୋବରେ ଚାକିରି ପାଇଛନ୍ତି। କମ୍ପାନୀ ପକ୍ଷରୁ ତାଙ୍କୁ ବାର୍ଷିକ ସାଢ଼େ ୪୨ ଲକ୍ଷ ଟଙ୍କ ଦରମାରେ ନିଯୁକ୍ତି ମିଳିଛି। ଏଭଳି ଲୋଭନୀୟ ଅଫରରେ ଚାକିରି ପାଇଥିବା ଏହି ଯୁବତୀଙ୍କ…
୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨ କୋଟି…
୨ ଦିନରେ ୨ଥର ମା’ ହେଲେ ଏହି ମହିଳା
ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ ସମୟରେ ଏମିତି କିଛି ଅଘଟଣ ଘଟେ ଯାହାକି ଏହାକୁ ବହୁତ ଜଟିଳ କରିଦେଇଥାଏ। ଏମିତି…
ଗଛମୂଳେ ବସି ଧ୍ୟାନ କରୁଛି ମାଙ୍କଡ଼, ଦେଖିଲେ ହସିହସି ଗଡ଼ିଯିବେ
ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ମାଙ୍କଡ଼କୁ ନେଇ ବର୍ତ୍ତମାନ…
ଛାତ ଉପରେ ବାଘ ଦେଖି ଭୟରେ ଥରିଲେ ବ୍ୟକ୍ତି, ଆଉ ତା’ ପରେ
ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜନବସତି ମଧ୍ୟରେ ବାଘକୁ ଦେଖିବାକୁ ମିଳିଛି। ଏକ ଘରର ଛାତ ଉପରେ ବାଘ…
୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…
ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ୭୧ ବର୍ଷୀୟା ଗ୍ଲୋରିୟା ଜଣେ ବିଧବା ମହିଳା। ୭୬ ବର୍ଷୀୟ…
ନିଜ ଗାଈକୁ ବଞ୍ଚାଇବା ପାଇଁ ଚାଷୀ ମଗାଇଲେ ହେଲିକାପ୍ଟର: ଆଉ ତା’ପରେ…
ଏକ ଗାଈ ହେଲିକପ୍ଟର ସହାୟତାରେ ଆକାଶରେ ଉଡୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସ୍ବିଜରଲାଣ୍ଡର ଏକ ପାହାଡିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଏକ ଗାଈ ଚରୁଥିବା ବେଳେ ପାହାଡ ଉପରକୁ ଚଢ଼ିଯାଇଥିଲା। ସେଠାରୁ ଗାଈଟି…
ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି
ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍ଲାଇନ୍ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି। ପିଲା ମୋବାଇଲ ଲ୍ୟାପଟପ ଜରିଆରେ ଘରେ ବସି ଶିକ୍ଷା ଗ୍ରହଣ କରୁଛନ୍ତି। ଏହାପରେ ଏବେ…
ଏହି ଚିତ୍ରକୁ କୁହାଯାଏ ଅଭିଶାପ: ଶେଷରେ ପେଣ୍ଟିଂକୁ ପୋଡି ଦେବାକୁ ପଡିଥିଲା, ଜାଣନ୍ତୁ କାହିଁକି
ବିଶ୍ୱର ଏପରି କିଛି ଭୟଭୀତ ଚିତ୍ର ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ ବୋଲି କୁହାଯାଏ। ଏହାକୁ ଦେଖିଲେ ଭୟ ଲାଗିଥାଏ। ଏ ନେଇ ଏକ ଚିତ୍ରକୁ ପୋଡି ଦେବାକୁ ପୋଡିଛି। ଜାଣନ୍ତୁ ସେ ଭୟଭୀତ ଚିତ୍ର ସମ୍ପର୍କରେ…
ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ ପ୍ରଚାର ସମୟରେ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଏହି ଖାସ୍ ଦିନରେ…
ଛାତରୁ ଓହ୍ଲାଇବା ପାଇଁ ଏମିତି ଉପାୟ ଆପଣାଉଛି ଭାଲୁ , ଦେଖିଲେ ଉଡ଼ିଯିବ ହୋସ
ସୋସିଆଲ ମିଡିଆରେ ବର୍ତ୍ତମାନ ଭାଲୁକୁ ନେଇ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏକ ଭାଲୁ ମାଙ୍କଡ଼ ଭଳି ଉପାୟ ଅବଲମ୍ବନ କରୁଛି। ଛାତ ଉପରୁ ଓହ୍ଲାଇବା ପାଇଁ ଭାଲୁଟି ଛାତରୁ ଏକ ଗଛକୁ…

