Posted inଫୁରସତ

ଗଛମୂଳେ ବସି ଧ୍ୟାନ କରୁଛି ମାଙ୍କଡ଼, ଦେଖିଲେ ହସିହସି ଗଡ଼ିଯିବେ

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ମାଙ୍କଡ଼କୁ ନେଇ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ମାଙ୍କ ଏକ ଗଛମୂଳେ ବସି ଧ୍ୟାନ କରୁଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିଯିବେ।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। କ୍ୟାପଶନ୍‌ରେ ସେ ଲେଖିଛନ୍ତି ଯେ, ଏହିପରି ଶାନ୍ତି, ଧ୍ୟାନ ବ୍ୟତୀତ ଅନ୍ୟ କୌଣସି ବିଷୟରେ ଚିନ୍ତା କରିପାରିବ ନାହିଁ ..। ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ଟଙ୍କା ପାଇଁ ଏହି ଦେଶର ଝିଅଙ୍କୁ କରାଯାଏ ବ୍ରିକି

ମେକ୍ସିକୋ,୨୮।୫: ଦକ୍ଷିଣ ମେକ୍ସିକୋର ଗ୍ୟୁରେରୋ ରାଜ୍ୟରେ କାହିଁ କେତେ କାଳରୁ ଏକ ଅଜବ ପ୍ରଥା ଚାଲିଆସୁଛି। ଏଠାକାର ଝିଅଙ୍କୁ କମ୍‌ ବୟସରେ ମାତାପିତାମାନେ ବିକ୍ରି କରିଦେଇଥାନ୍ତି।...

କପେ ଚା’କୁ ୧୦୦୦ ଟଙ୍କା

ଚା’ କେବଳ ଏକ ପାନୀୟ ନୁହେଁ, ଏହା ସହିତ ଅନେକ ଲୋକଙ୍କର ଭାବନା ବି ଜଡିତ ଥାଏ। ଚା’ ବିନା ତ ଅନେକଙ୍କର ଦିନ କଟେନା।...

ପିଲାଦିନରୁ ମୋବାଇଲ୍‌ରେ ଖେଳୁଥିଲେ ଗେମ୍‌, ଏବେ ଏମିତି ହେଲା ଅବସ୍ଥା

ମ୍ୟାସାଚୁଏଟ୍‌ସରେ ରହୁଥିବା ଜ୍ୟାକବ୍‌ ପିନାଙ୍କ ଆଙ୍ଗୁଠି ପିଲାଦିନରୁ ଠିକ୍‌ଠାକ୍‌ ଥିଲା। ପରେ ସେ ମୋବାଇଲରେ ଗେମ୍‌ ଖେଳିବାରେ ଏତେ ସମୟ କାଟୁଥିଲେ କି, ଯାହା ପରବର୍ତ୍ତୀ...

କ୍ରିକେଟ୍‌ ଖେଳୁଥିବାବେଳେ ମହୁମାଛି ଆକ୍ରମଣ: ଜାଣନ୍ତୁ ବର୍ତ୍ତିବା ଲାଗି କ’ଣ କଲେ ଯୁବକ

ଡେରାଡୁନ, ୨୪।୬- ଉତ୍ତରାଖଣ୍ଡ ରୁର୍‌କିର କିଛି ଯୁବକ କ୍ରିକେଟ୍‌ ଖେଳୁଥିବାବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ସୁବାଷ ନଗର ପଡ଼ିଆ ନିକଟରେ ଥିବା...

ଖୁଣ୍ଟରେ ଚଢି ବିଦ୍ୟୁତ୍‌ ତାର ସଜାଡୁଛନ୍ତି ମହିଳା, ଲୋକଙ୍କ ସମାଲୋଚନାର ଶିକାର

କୌଣସି ମହିଳାଙ୍କୁ କେବେ ଖୁଣ୍ଟରେ ଚଢି ବିଦ୍ୟୁତ୍‌ ତାର ସଜାଡୁଥିବା ଦେଖିଛନ୍ତି କି? ହୁଏତ ଦେଖି ନ ଥିବେ। ମହାରାଷ୍ଟ୍ରରେ ଜଣେ ମହିଳା ଏଭଳି କାମ...

ବିଶେଷ ଧରଣର ଟୋପି ପିନ୍ଧି ସାମାଜିକ ଦୂରତ୍ୱ ରକ୍ଷାକଲେ ଚାଇନା ଛାତ୍ରୀଛାତ୍ର

ବେଜିଂ,୨।୫: ବିଗତ ୪ ମାସ ଧରି କରୋନା ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଏକ ପ୍ରକାର ଏହି ଯୁଦ୍ଧରେ ବିଜୟୀ ହୋଇଛି ବୋଲି କହୁଥିବା ବେଳେ...

ଏଣିକି କରୋନାର ସ୍ଥାୟୀ ଚିକିତ୍ସା, ବୈଜ୍ଞାନିକମାନେ ଦେଲେ ପ୍ରତିଶ୍ରୁତି

ଓ୍ବାଶିଂଟନ,୧୩ା୧୧: କରୋନା ମହାମାରୀ ସମଗ୍ର ବିଶ୍ୱରେ ଦୀର୍ଘ ୨ ବର୍ଷ ଧରି ତା’ର କାୟା ବିସ୍ତାର କରିଚାଲିଛି। ଟିକାକରଣ ଯୋଗୁ ଏହା କିଛିମାତ୍ରାରେ କମିଛି। ମାତ୍ର...

Advertisement
Archives

Model This Week