୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨ କୋଟି ଟଙ୍କା ଦେବାକୁ ମଧ୍ୟ ପଛାଉ ନାହାନ୍ତି ଲୋକେ।
୧୭୭୮ ମସିହାରେ ତିଆରି ହୋଇଥିବା ଏହି ଚେୟାରଗୁଡିକୁ ଫ୍ରାନ୍ସର ରାଜା ଲୋଇସ ତାଙ୍କ ସାନ ଭାଇ ଚାଲ୍ସ ଓ ଭଉଣୀଙ୍କ ପାଇଁ ତିଆରି କରିଥିଲେ। ଏହାକୁ ପ୍ୟାରିସର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିଲା। ଏଗୁଡିକ ସ୍ବତନ୍ତ୍ର ଭାବେ ଖୋଦିତ ହୋଇଛି। ଅନେକ ବର୍ଷ ପରେ ଏହା ଖରାପ ହୋଇଯାଇଥିଲେ ମଧ୍ୟ କଳାକୃତି ଦୃଷ୍ଟିରୁ ଏହା ଏବେ ବି ସର୍ବୋତ୍ତମ। ଏବେ ଏହି ଚେୟାରର ସିଟ୍‌, ପଛଭାଗ ଏବଂ ଗୋଡ ଭାଙ୍ଗିଯାଇଛି। ନିକଟରେ କଳାକୃତି ଦ୍ୱାରା ଏହାର ନିଲାମ କରାଯାଇଥିଲା। ଏହି ସମୟରେ କ୍ରେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଗୁଡିକୁ ୪ କୋଟି ୪୪ ଲକ୍ଷ ମଧ୍ୟରେ ବିକ୍ରି ନେଇ ଆଶା ରଖାଯାଇଥିବା ବେଳେ ୨୨ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନଙ୍କ ଘରେ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ୍‌,୩୦।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ରାଷ୍ଟ୍ରକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ...

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସହର ହୋସ୍ପେଟ୍‌, ସାଇତି ରଖିଛି ପ୍ରାଚୀନ ଯୁଗର ସ୍ମାରକୀ

କର୍ନାଟକର ବେଲ୍ଲାରି ଜିଲା ଅନ୍ତର୍ଗତ ଏକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ହେଉଛି ହୋସ୍ପେଟ୍‌, ଯାହା ନିଜର ଐତିହାସିକ ତଥା ପ୍ରାକୃତିକ ମହତ୍ତ୍ୱ ପାଇଁ ବେଶ୍‌ ପ୍ରସିଦ୍ଧ। ତୁଙ୍ଗଭଦ୍ରା...

ଯୁବକଙ୍କ ସହ ମରୁଭୂମିରେ ଡ୍ୟାନ୍ସ କରୁଛନ୍ତି ଓଟ ପଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ମରୁଭୂମିରେ ଓଟ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଦଳେ...

ଏସବୁ ସ୍ଥାନରେ ମାସ୍କ୍‌ ପିନ୍ଧିବା ନୁହେଁ ଜରୁରୀ, ମାର୍ଗ ଦର୍ଶିକା ପାଳନ ନ କଲେ ୬୦ ହଜାର ଜରିମାନା…

ଆବୁଧାବି,୨୫।୯: ୟୁଏଇରେ ଲୋକେ ଆଇ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ୧୮ ମାସ ପରେ ଏବେ ଲୋକେ...

୫ ମହଲା କୋଠାରୁ ଏମିତି ଡେଇଁଲା ବିଲେଇ, କାରଣ ଜାଣିଲେ…

ଆମେରିକାର ଚିକାଗୋ ସହରର ଏକ ବିଲେଇର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ବିଲେଇଟି ୫ ମହଲା କୋଠାର ଝରକା ପଟେ ତଳକୁ ଡେଇଁ ପଡ଼ିଥିଲା।...

ଅଜବ ସ୍ଥାପତ୍ୟ

ସ୍ଥାପତ୍ୟ ବିଭିନ୍ନ ପ୍ରକାରର । କିଏ ତାକୁ ମାଟି, ପଥରରେ ତ କିଏ କୌଣସି ଧାତୁରେ ତିଆରି କରନ୍ତି। ତେବେ ଆମେ ଏଠାରେ ଯେଉଁ ସ୍ଥାପତ୍ୟ...

କ୍ୟାମେରା ଆଗରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା

ପ୍ୟାରିସ୍‌,୮ା୬: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନଙ୍କୁ ଭିଡ଼ ଭିତରେ ଜଣେ ଚାପୁଡ଼ା ମାଡ଼ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ରାଷ୍ଟ୍ରପତିଙ୍କ...

ଇ-କାର୍‌ରେ ୩ ବର୍ଷରେ ୩୦ ଦେଶ ବୁଲିଲେ

ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍‌ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍‌ରେ...

Advertisement
Archives

Model This Week