୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨ କୋଟି ଟଙ୍କା ଦେବାକୁ ମଧ୍ୟ ପଛାଉ ନାହାନ୍ତି ଲୋକେ।
୧୭୭୮ ମସିହାରେ ତିଆରି ହୋଇଥିବା ଏହି ଚେୟାରଗୁଡିକୁ ଫ୍ରାନ୍ସର ରାଜା ଲୋଇସ ତାଙ୍କ ସାନ ଭାଇ ଚାଲ୍ସ ଓ ଭଉଣୀଙ୍କ ପାଇଁ ତିଆରି କରିଥିଲେ। ଏହାକୁ ପ୍ୟାରିସର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିଲା। ଏଗୁଡିକ ସ୍ବତନ୍ତ୍ର ଭାବେ ଖୋଦିତ ହୋଇଛି। ଅନେକ ବର୍ଷ ପରେ ଏହା ଖରାପ ହୋଇଯାଇଥିଲେ ମଧ୍ୟ କଳାକୃତି ଦୃଷ୍ଟିରୁ ଏହା ଏବେ ବି ସର୍ବୋତ୍ତମ। ଏବେ ଏହି ଚେୟାରର ସିଟ୍‌, ପଛଭାଗ ଏବଂ ଗୋଡ ଭାଙ୍ଗିଯାଇଛି। ନିକଟରେ କଳାକୃତି ଦ୍ୱାରା ଏହାର ନିଲାମ କରାଯାଇଥିଲା। ଏହି ସମୟରେ କ୍ରେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଏଗୁଡିକୁ ୪ କୋଟି ୪୪ ଲକ୍ଷ ମଧ୍ୟରେ ବିକ୍ରି ନେଇ ଆଶା ରଖାଯାଇଥିବା ବେଳେ ୨୨ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହା ଜାଣିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ...

ଚାଇନାକୁ ଡବଲ ଝଟ୍‌କା: ଭାରତ ପରେ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇପାରେ ଏହି ଦେଶ

ଓ୍ବାଶିଂଟନ୍‌,୧।୭: ଭାରତରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ଆମେରିକାରେ ଏହାର ବ୍ୟାନ ନେଇ ଚର୍ଚ୍ଚା ହେଉଛି। ଏହାକୁ...

ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର...

ପଞ୍ଚମ ପାସ୍‌ ଯୁବକ ତିଆରି କଲେ ଏୟାରକ୍ରାଫ୍ଟ

ରାଜସ୍ଥାନ, ଚୁରୁ ଜିଲାସ୍ଥ ଦସ୍‌ସୁସର୍‌ ଗାଁର ବଜରଙ୍ଗ ନାମକ ଜଣେ ବ୍ୟକ୍ତି ଥରେ ଏୟାରପୋର୍ଟ ଯାଇଥାନ୍ତି ବୁଲିବାକୁ। କାରଣ ତାଙ୍କୁ ଏରୋପ୍ଲେନ୍‌ ଟେକ୍‌ଅଫ୍‌ କରିବା ଦୃଶ୍ୟ...

ମୁକେଶ ଅମ୍ବାନୀଙ୍କୁ ୨ ଦିନ ଗ୍ୟାରେଜ୍‌ରେ ବନ୍ଦ କରିଦେଇଥିଲେ ପିତା, ଜାଣନ୍ତୁ କାହିଁକି

ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ କମ୍ପାନୀ ରିଲାଏନ୍ସ ଗ୍ରୁପ୍‌ ଫ୍ୟୁଚର୍‌ ଗ୍ରୁପ୍‌କୁ କିଣିଛି। ଫ୍ୟୁଚର୍‌ ଗ୍ରୁପ୍‌ର...

କରୋନାକୁ ନେଇ ଏହି ଦେଶର ଚିନ୍ତା ନାହିଁ

ଓ୍ବାଶିଂଟନ,୨୩ା୬: ସମଗ୍ର ବିଶ୍ୱରେ କରୋନା ମହାମାରୀ ବହୁ କ୍ଷତି ଘଟାଇଲାଣି। ଇତିମଧ୍ୟରେ ଅନେକ ଦେଶରେ ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି। ଯେଉଁଥିରେ ଶକ୍ତିଶାଳୀ ଆମେରିକା...

ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’: ଚିନ୍ତାରେ ପାକିସ୍ତାନ

ଓ୍ବାଶିଂଟନ,୧୩।୧୦: ଭାରତ-ଆମେରିକା ମିଳିତ ସମରାଭ୍ୟାସ ‘ବଜ୍ର ପ୍ରହାର’ ରବିବାରଠାରୁ ଆରମ୍ଭ ହେଉଛି। ଆମେରିକା ସିଟଲେର ଲୁଇସ୍‌ ମ୍ୟାକ୍‌କର୍ଡ ମିଲିଟାରୀ ବେସ୍‌ଠାରେ ଏହା ଅକ୍ଟୋବର ୨୮ ପର୍ଯ୍ୟନ୍ତ...

ଫିଲ୍ମ ଷ୍ଟାଇଲ୍‌ରେ ଉଡ଼ିଉଡ଼ି ଏମିତି କରୁଛି ସିମ୍ପାଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week