୨ ଦିନରେ ୨ଥର ମା’ ହେଲେ ଏହି ମହିଳା

ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ ସମୟରେ ଏମିତି କିଛି ଅଘଟଣ ଘଟେ ଯାହାକି ଏହାକୁ ବହୁତ ଜଟିଳ କରିଦେଇଥାଏ। ଏମିତି କିଛି ଘଟିଛି ମଞ୍ଚେଷ୍ଟରରେ ରହୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ।
୩୨ ବର୍ଷୀୟା ଜୋନ୍ନି ରେଲି ଗର୍ଭଧାରଣକୁ ନେଇ ବହୁତ ଉତ୍ସାହିତ ଥିଲେ। ତାଙ୍କର ଯାଆଁଳା ଶିଶୁ ହେବାର ଥିଲା। ୧୦ ଜାନୁଆରୀ ୨୦୧୯ରେ ସେ ନିଜର ପ୍ରଥମ ସନ୍ତାନକୁ ଜନ୍ମଦେଲେ। ଏହାପରେ ସେ ବହୁତ ଦୁର୍ବଳ ହୋଇଗଲେ। ତାଙ୍କର ଲେବର ପେନ୍‌ ବନ୍ଦ ହୋଇଗଲା। ଗର୍ଭରେ ଥିବା ଅନ୍ୟ ସନ୍ତାନର ଯେପରି କିଛି ଅସୁବିଧା ନ ହୁଏ ସେଥିପାଇଁ ଡାକ୍ତର ତାଙ୍କୁ ବେଡ୍‌ ରେଷ୍ଟ କରିବାକୁ କହିଲେ। ଜୋନ୍ନିଙ୍କର ୨ ଦିନ ପର୍ଯ୍ୟନ୍ତ ପେନ୍‌ ନ ହେବାରୁ ଡାକ୍ତର ଅସ୍ତ୍ରୋପଚାର କରାଇ ଅନ୍ୟ ଶିଶୁକୁ ବାହାର କରିଥିଲେ। ଦ୍ୱିତୀୟ ଶିଶୁଟି ପୂର୍ବ ଶିଶୁ ଅପେକ୍ଷା ସ୍ବାସ୍ଥ୍ୟକର ଥିଲା। ପ୍ରଥମ ଶିଶୁର ନାମ ଡାୟଲର ଏବଂ ହ୍ବିତୀୟ ଶିଶୁର ନାମ ହେଉଛି ଅକ୍ସର।ଏହି ଘଟଣା ଘଟିବାର ପ୍ରାୟ ଦେଢ଼ ବର୍ଷ ପରେ ଜୋନ୍ନି ନିଜର କାହାଣୀ ଲୋକଙ୍କ ସହ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନ୍‌ ପାଇଁ ଆର୍ଥିକ ଚ୍ୟାଲେଞ୍ଜ

କାବୁଲ,୨୨।୮: ତାଲିବାନ୍‌ର କାବୁଲ ଦଖଲ ପରେ ପ୍ରଥମ ଥର ପାଇଁ ରାଜଧାନୀରେ ପାଦ ଥାପିଛନ୍ତି ଆତଙ୍କବାଦୀ ସଙ୍ଗଠନର ସହପ୍ରତିଷ୍ଠାତା ତଥା ଉପନେତା ମୁଲ୍ଲା ଅବ୍‌ଦୁଲ ଗନି...

କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪...

ଓ୍ବାଶିଙ୍ଗ୍‌ ମେସିନ୍‌, ସୋଫାରେ ପଶି ଯାଉଥିଲେ ଆମେରିକା, ଧରିଲା ପୋଲିସ

କାର୍ଲିଫର୍ନିଆ,୧୨।୧୨: ମେକ୍ସିକୋରୁ ପ୍ରତିବର୍ଷ ଅନେକ ପ୍ରବାସୀ ଲୋକ ଅସାମ୍ବିଧାନିକ ଭାବେ ଆମେରିକାରେ ପ୍ରବେଶ କରିଥାନ୍ତି। କିଛି ଲୋକ ଧରାପଡିଥିବାବେଳେ ଆଉ କିଛି ସେଠାରେ ରହିଯାନ୍ତି। ସେହିପରି...

ଧନ ପ୍ରାପ୍ତି ପାଇଁ ଦୀପାବଳୀରେ ପର୍ସରେ ରଖନ୍ତୁ ଗୋମତୀ ଚକ୍ର…

ଧନ ପ୍ରାପ୍ତି ପାଇଁ ଗୋମତୀ ଚକ୍ରର ଉପଯୋଗ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତା ଲକ୍ଷ୍ମୀ ସମୁଦ୍ରରୁ ଜାତ ହୋଇଥିବାରୁ ଶଙ୍ଖ, ଗୋମତୀ...

ଫେସ୍‌ବୁକ୍‌ରେ ଅନ୍‌ଫ୍ରେଣ୍ଡ୍‌ କରିବାରୁ ଭଉଣୀକୁ ଗୁଳି ମାରିଲେ ଭାଇ

ଓ୍ବାଶିଂଟନ, ୩।୧୨: ଆମେରିକାର ଅଲାସ୍କା ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଭଉଣୀ ନିଜ ଭାଇଙ୍କୁ ଫେସବୁକ୍‌ରୁ ଅନଫ୍ରେଣ୍ଡ୍‌ କରିବା ମହଙ୍ଗା ପଡିଛି। ଫଳସ୍ବରୂପ...

ବ୍ୟକ୍ତିତ୍ୱ: ଲେଖିକା ନାଓମି କ୍ଲେନ୍‌

ନାଓମି କ୍ଲେନ୍‌। ଏକାଧାରରେ ସେ ଜଣେ ଲେଖିକା, ସମାଜସେବୀ, ଚଳଚ୍ଚିତ୍ର ପ୍ରଯୋଜିକା। ଏତଦ୍‌ବ୍ୟତୀତ, ସାମ୍ବାଦିକତା ତଥା ସମୀକ୍ଷା ଜଗତରେ ମଧ୍ୟ ତାଙ୍କର ରହିଛି ଅମ୍ଳାନ ସ୍ବାକ୍ଷର।...

ଡ୍ରାଇଭର ନ ମିଳିବାରୁ ସୈନିକ ଚଲାଇବେ ତେଲ ଟ୍ୟାଙ୍କର

ଲଣ୍ଡନ, ୨୯ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍ଗଟ ଦୂର କରିବା ପାଇଁ...

ଅଧିକ ସୁନ୍ଦରୀ ହୋଇଥିବାରୁ ପଦରୁ ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

ଅଧିକ ସୁନ୍ଦରୀ ହେବା ମଧ୍ୟ ଚିନ୍ତାର କାରଣ ହୋଇପାରେ। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏଭଳି ଏକ ଘଟଣା ରୋମାନିଆରେ ଘଟିଛି। ରୋମାନିଆର...

Advertisement


Archives

Model This Week