୭୬ ବର୍ଷୀୟ ବୃଦ୍ଧ ୭୧ ବର୍ଷୀୟା ବୃଦ୍ଧାଙ୍କୁ କଲେ ପ୍ରେମ ନିବେଦନ: ଆଉ ତା’ପରେ…

ପ୍ରେମ ମାନେନା ଜାତି, ଧର୍ମ। ଏହାର କୌଣସି ବୟସ ନ ଥାଏ। କୌଣସି ବି ବୟସରେ ପ୍ରେମ ହୋଇପାରେ। ସେମିତି କିଛି ଘଟିଛି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ।
୭୧ ବର୍ଷୀୟା ଗ୍ଲୋରିୟା ଜଣେ ବିଧବା ମହିଳା। ୭୬ ବର୍ଷୀୟ ଜେଫ୍ରି ଅବିବାହିତ ଥିଲେ। ଉଭୟଙ୍କ ସାକ୍ଷାତ ଏକ କେୟାର ସେଣ୍ଟରରେ ହେଲା। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା। ୩ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ମଧ୍ୟରେ ହଠାତ୍‌ ଗ୍ଲୋରିୟା ଅସୁସ୍ଥ ହୋଇପଡ଼ିଲେ। ଚିକିତ୍ସା ପାଇଁ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଗଲା। ଏହି ସମୟରେ ଜେଫ୍ରି ନିଜ ମନକଥା ଗ୍ଲୋରିୟାଙ୍କୁ ନ କହି ରହିପାରିଲେ ନାହିଁ। ସେ ବିବାହ କରିବାକୁ ଚାହୁଁଥିବା ହସ୍ପିଟାଲରେ ଗ୍ଲୋରିୟାଙ୍କୁ କହିଦେଲେ। ଏହା ଶୁଣି ଗ୍ଲୋରିୟା ମଧ୍ୟ ଖୁସି ହୋଇଗଲେ। କେୟାର ସେଣ୍ଟର ସହାୟତାରେ ଉଭୟ ଏକାଠି ହୋଇଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ରହିଛି ଦୁନିଆର ସବୁଠୁ ବିଚିତ୍ର ଗାଁ, ଯେଉଁଠି ହ୍ବିସିଲ୍‌ ମାରି ପରସ୍ପରସହ କଥା ହୋଇଥାନ୍ତି ଲୋକେ

କିଛି ବାର୍ତ୍ତା ଦେବାକୁ ଥିଲେ ଆମେ ତାକୁ ନିଜ ଭାଷାରେ କହିଥାଉ। ହେଲେ ଭାରତରେ ଏଭଳି ଏକ ବିଚିତ୍ର ଗାଁ ରହିଛି, ଯେଉଁଠାରେ ଲୋକେ ପରସ୍ପରସହ...

ରାସ୍ତା ମଝିରେ ଧମାକାଦାର ଡ୍ୟାନ୍ସ କଲେ ଜୋମାଟୋ ଡେଲିଭରୀ ବୟ: ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ ଜୋମାଟୋ ଡେଲିଭରୀ ବୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେ ପାର୍ଶଲ ଦେବା ସମୟରେ ରାସ୍ତା ମଝିରେ ନାଚୁଛନ୍ତି। ଯୁବକ ଜଣଙ୍କ...

Viral Video: କିସ୍‌ କରୁଥିବା ବେଳେ ସ୍ବାମୀଙ୍କ ହାବୁଡରେ ପଡିଗଲେ ସ୍ତ୍ରୀ, ଆଉ ତା’ପରେ…

ସୋସିଆଲ ମିଡିଆରେ ଅନେକ ଥର ମଜାଳିଆ ଭିଡିଓ ଦେଖାଯାଏ। ଠିକ୍‌ ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ...

କୋଟିଏ ଟଙ୍କାର ଚାକିରି ଛାଡି ଆବୁଧାବି ମନ୍ଦିରରେ ସେବା ଆରମ୍ଭ କଲେ ଏହି ଭାରତୀୟ ବ୍ୟାଙ୍କର, ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ଉଦ୍‌ଘାଟନ

ଆବୁଧାବି,୨୭।୨: ୟୁଏଇର ଆବୁଧାବିରେ ନିର୍ମିତ ଭବ୍ୟ ମନ୍ଦିରରେ ବିଶାଳ ପଟେଲ ମଧ୍ୟ ସହଯୋଗ କରୁଛନ୍ତି। ଦୁବାଇରେ ଏକ ନିବେଶ ବ୍ୟାଙ୍କର ଭାବରେ ଉଚ୍ଚ ବେତନ ଅର୍ଜନ...

୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅନେକ ଥର ପିଲାମାନେ ଖେଳିବା ସମୟରେ କିଛି ଜିନିଷ ଗିଳି ଦିଅନ୍ତି, ଯାହା ବେଳେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଯାଏ। କିନ୍ତୁ ଯଦି ଏହା...

ଆଉ ୭ ଦିନ ମଧ୍ୟରେ ବନ୍ଦ ହୋଇଯିବ ଯୁଦ୍ଧ: ଆଶା ପ୍ରକଟ କଲେ ବାଇଡେନ

ଓ୍ବାଶିଂଟନ,୨୭।୨: ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ...

ଭାରତୀୟଙ୍କୁ ବିଦା କଲା ରୁଷିଆ ସେନା

ନୂଆଦିଲ୍ଲୀ,୨୭।୨:ରୁଷିଆ ସେନାରେ ଅନେକ ଭାରତୀୟ ଯୁବକ ସୁରକ୍ଷା ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଭଲ ଦରମାରେ ଚାକିରି କରିବା ଲାଗି ପ୍ରଲୋଭିତ ହୋଇ ରୁଷିଆ ଯାଇ...

ଭବିଷ୍ୟତ ନିର୍ମାଣରେ ଏନ୍‌ଜିଓର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପ୍ରତିବର୍ଷ ଫେବୃଆରୀ ୨୭ ତାରିଖକୁ ସମଗ୍ର ବିଶ୍ୱରେ ‘ସ୍ବେଚ୍ଛାସେବୀ ସଙ୍ଗଠନ’ ବା ନନ୍‌-ଗଭର୍ନମେଣ୍ଟାଲ ଅର୍ଗାନାଇଜେଶନ (ଏନଜିଓ) ଦିବସ ଭାବରେ ପାଳନ କରାଯାଇଆସୁଅଛି। ଚଳିତ ବର୍ଷ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri