ଫୁରସତ

ମିଠା ଜହରର ପ୍ରଭାବ: କମ୍‌ ବୟସରେ ବୁଢ଼ା ହେଉଛନ୍ତି ଲୋକେ…

ଗଢ଼ଓ୍ବା, ୨୫।୮: ଝାଡ଼ଖଣ୍ଡର ଗଢ଼ଓ୍ବା ଅଞ୍ଚଳରେ ମିଠା ଜହରର ପ୍ରଭାବରେ ଲୋକେ କମ୍‌ ବୟସରେ ବୁଢ଼ା ହେବାରେ ଲାଗିଛନ୍ତି। ପାଣିରେ ଫ୍ଲୋରାଇଡ୍‌ର ମାତ୍ର ଅଧିକ ଥିବାରୁ ସ୍ଥାନୀୟ ପ୍ରତାପପୁର ପଞ୍ଚାୟତର ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବା ଶୈଳୀ...

ଗୋଟିଏ ଟିକେଟର ଦାମ୍‌ ୧୮ଲକ୍ଷ…

ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପ ଜାରି ରହିଛି। ଏହି ସମୟରେ ଲୋକମାନେ ଯାତ୍ରା କରିବା ତ ଦୂରର କଥା ବାହାରେ ବୁଲିବା ବି ଭୁଲିଗଲେଣି। ହେଲେ ବିଳାସପୂର୍ଣ୍ଣ ଥିବା ଏକ ଟ୍ରେନ୍‌ ବିଷୟରେ ଜାଣିଲେ ଯାତ୍ରା କରିବାକୁ...

୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍‌ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ

ହାଇଦ୍ରାବାଦ୍‌, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍‌କା ବୁକ୍‌ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ ନାମ ହ୍ୟୁମାନ କାଲକୁଲେଟର ଭାବେ ସ୍ଥାନୀତ ହୋଇଛି। ଏବେ ଭାନୁ ପ୍ରକାଶ ଦିଲ୍ଲୀ...

ଅନ୍‌ଲାଇନ୍‌ ଅର୍ଡର କରିଥିଲେ ଡ୍ରେସ୍‌, ପାର୍ସଲ ଖୋଲିବାରୁ ଉଡିଗଲା ହୋସ୍‌

ଅନଲାଇନ ଅର୍ଡର ଦେବାପରେ ଲୋକମାନେ ଉତ୍ସାହର ସହିତ ଡେଲିଭରିକୁ ଅପେକ୍ଷା କରିଥାନ୍ତି। ଯଦି ସେ ଦେଖିଥିବା ତାଙ୍କ ମନ ପସନ୍ଦ ଜିନିଷ ମିଳେ ନାହିଁ, ତେବେ ମନରେ କ୍ରେଧ ଆସିବା ନିଶ୍ଚିତ। ନ୍ୟୁୟର୍କରେ ଜଣେ ବ୍ୟକ୍ତି କ୍ଷେତ୍ରରେ ଏହା ହିଁ...

ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…

ଜେରୁଜେଲମ୍‌, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍‌ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ ମାଟି ପାତ୍ରରେ ରହିଥିବା ଏହି ପୋତାଧନ ମିଳିଛି। ମାଟିପାତ୍ରରେ ୪୨୫ଟି ସ୍ବର୍ଣ୍ଣମୁଦ୍ରା ରହିଥିବା...

୨୦ ବର୍ଷ ଝିଅର ଏକ୍ସ-ବୟଫ୍ରେଣ୍ଡଙ୍କ ସହ ପିତା କଲେ ଏମିତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନରେ ଜଣେ ସମଲିଙ୍ଗୀ ପିତା ତାଙ୍କ ଝିଅର ପୂର୍ବତନ ପ୍ରେମିକଙ୍କ ପ୍ରେମ କରି ବସିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବାପା ତାଙ୍କ ଝିଅ ଏବଂ ତାଙ୍କ ପ୍ରେମିକ ସହିତ ଛୁଟିରେ ବୁଲିବାକୁ ଯାଇଥିଲେ। ସେଠାରେ ସେ ତାଙ୍କ...

ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପବେଳେ ଶିବଲିଙ୍ଗରେ ଗୁଡ଼େଇ ହେଲା ନାଗ

ଭୋପାଳ, ୨୪।୮: କରୋନା ମହାମାରୀକୁ ନିବାରଣ କରିବା ଲାଗି ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଚାଲିଥିବା। କିନ୍ତୁ ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଏକ ନାଗ ସାପ ମନ୍ଦିର ଭିତରେ ପ୍ରବେଶ କରି ଶିବ ଲିଙ୍ଗରେ ଗୁଡ଼େଇ...

ଶୀତରୁ ରକ୍ଷା ପାଇଁ ମାଙ୍କଡ଼ ଆପଣାଉଛି ଏମିତି ଉପାୟ, ଦେଖିଲେ ହସିହସି ଗଡ଼ିଯିବେ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡ଼ିଯିବେ ଯିବେ। ଭିଡିଓରେ ଏକ ମାଙ୍କଡ଼କୁ ବରଫ ପାହାଡ଼ରେ ଥିବା ଦେଖିବାକୁ...

ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍‌ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨

ଜୟପୁର, ୨୪।୮: ଖୁବ୍‌ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍‌ ପୋଲିସ ଥାନାସ୍ତରରେ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଏହି...

ପକ୍ଷୀକୁ ମାରୁଥିଲେ ଗୋଇଠା: ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ଜଣେ ଯୁବକ ଏକ ପକ୍ଷୀକୁ ଗୋଇଠା ମାରୁଥିବାବେଳେ ତଳେ କଚାଡି ହୋଇ ପଡିଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ରାସ୍ତା କଡରେ କିଛି ଯୁବକ...

ଆଖିପିଛୁଳାକେ ମଣିଷ ହାତରୁ ଛୁଆକୁ ଛଡ଼ାଇନେଲା ଗୁଣ୍ଡୁଚିମୂଷା, ଆଉ ତା’ପରେ

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ଗୁଣ୍ଡୁଚିମୂଷାକୁ ନେଇ...

ବିନା ଦ୍ୱିଧାରେ ମୂଷା ଦେଉଛି ବିଲେଇକୁ ଚୁମ୍ବନ, ନ ଦେଖିଲେ ହେବ ନାହିଁ ବିଶ୍ୱାସ

ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହେବା ସହ ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣତଃ ମୂଷାଛୁଆଙ୍କ ବିଲେଇ ପ୍ରତି ଭୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri