Posted inଫୁରସତ

ଆଖିପିଛୁଳାକେ ମଣିଷ ହାତରୁ ଛୁଆକୁ ଛଡ଼ାଇନେଲା ଗୁଣ୍ଡୁଚିମୂଷା, ଆଉ ତା’ପରେ

ପ୍ରତ୍ୟେକ ଦିନ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ତେବେ ଗୁଣ୍ଡୁଚିମୂଷାକୁ ନେଇ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ଗୁଣ୍ଡୁଚିମୂଷା ମଣିଷ ହାତରେ ଥିବା ତାର ଛୁଆକୁ ଛଡ଼ାଇ ନେଉଛି। ପରେ ତାକୁ ଗେଲକରି ଆଖିପିଛୁଳାକେ ଦୌଡ଼ୁଛି।
ଏହି ଭିଡିଓଟିକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଙ୍ଗଡ଼ା ଖାଇବାକୁ ଚାମଚ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ କଲ୍‌ କଲେ ଯୁବକ

ଯେତେବେଳେ ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉ ସେତେବେଳେ କିଛି ଡିସ୍‌ପୋଜେବଲ୍‌ ବାସନ ଦିଆଯାଏ। ଯାହା ଦ୍ୱାରା ଆରାମରେ ଖାଇ ହୋଇଥାଏ। ଅବଶ୍ୟ ସିଙ୍ଗଡ଼ା,...

ଲୁଙ୍ଗି ପିନ୍ଧି ଫୁଟ୍‌ବଲ୍‌ ଖେଳୁଛନ୍ତି ଜେଜେ, ଭିଡିଓ ଦେଖିଲେ…

ବିଶ୍ୱର ପ୍ରାୟ ପ୍ରତ୍ୟେକ ଦେଶରେ ଫୁଟବଲ ଉତ୍ସାହୀଙ୍କୁ ଦେଖିଥିବେ। ଏପରିକି ଭାରତରେ ମଧ୍ୟ ଫୁଟବଲର ଭୂତ ଲୋକଙ୍କ ମୁଣ୍ଡରେ ରହିଥାଏ। ମେସି-ରୋନାଲଡୋଙ୍କ ପରି କିମ୍ବଦନ୍ତୀ ଖେଳାଳିଙ୍କୁ...

ଏତିକି ଟଙ୍କାରେ ବିକ୍ରି ହେବ ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌, ଏଥିରେ ଲେଖାଥିଲା…

ଦୁନିଆର ପ୍ରଥମ ଟେକ୍ସଟ୍‌ ଏସ୍‌ଏମ୍‌ଏସ୍‌ ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ୧୯୯୨ରେ ଭୋଡାଫୋନ୍‌ କର୍ମଚାରୀଙ୍କ ଦ୍ୱାରା ପ୍ରଥମ ଏସ୍‌ଏମ୍‌ଏସ୍‌ ବା ବାର୍ତ୍ତା ପଠାଯାଇଥିଲା। କର୍ମଚାରୀ ଜଣକ...

୨୪ଆଖି ଥିବା ଭୟଙ୍କର ମାଛ: ଖାଇଲେ ହୋଇଥାଏ ହୃଦ୍‌ଘାତ, ପକ୍ଷାଘାତ ପରି ରୋଗ

ହଂକଂ,୨୬ା୪: ହଂକଂର ବାପ୍ଟିଷ୍ଟ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜେଲିଫିସ୍‌ ପ୍ରଜାତିର ଏପରି ଏକ ମାଛ ଆବିଷ୍କାର କରିଛନ୍ତି, ଯାହା କେବଳ ଦେଖିବା ପାଇଁ ଅତୁଳନୀୟ ନୁହେଁ ବରଂ...

୨୦୦୦ ବର୍ଷର କାଂସ୍ୟ ପ୍ରତିମୂର୍ତ୍ତି

ରୋମ୍‌: ଇଟାଲୀର ସାନ୍‌ କାସିଆନୋ ଦେଇ ଗାଭନିରୁ ୨, ୦୦୦ ବର୍ଷ ପୁରୁଣା କାଂସ୍ୟ ପ୍ରତିମୂର୍ତ୍ତି ଠାବ କରିଛନ୍ତି ଇଟାଲୀୟ ପ୍ରତ୍ନତତ୍ତ୍ୱବିତ୍‌। ମୂର୍ତ୍ତି ସାଙ୍ଗକୁ ପାଖାପାଖି...

ଷ୍ଟେପ୍‌ ପକାଇ ନାଚୁଛି ହରିଣ, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ଡିଏସ୍‌ପି ଝିଅଙ୍କୁ ଇନ୍ସପେକ୍ଟର ବାପାଙ୍କ ସାଲ୍ୟୁଟ୍‌

ତିରୁପତି, ୫ା୧: ପୋଲିସର ଏକ ବୈଠକରେ ନିଜ ଡିଏସ୍‌ପି ଝିଅକୁ ଦେଖି ସଙ୍ଗେ ସଙ୍ଗେ ଛିଡ଼ା ହୋଇଯାଇଥିଲେ ଇନ୍ସପେକ୍ଟର ବାପା। ଉଚ୍ଚ ର଼୍ୟାଙ୍କ ଅଧିକାରୀ ହୋଇଥିବାରୁ...

ଐତିହାସିକ ସହର ଓର୍ଚ୍ଛା

ମଧ୍ୟ ପ୍ରଦେଶର ଏକ ଐତିହାସିକ ସହର ଭାବେ ଓର୍ଚ୍ଛା ପରିଚିତ। ପର୍ଯ୍ୟଟନ ହେଉ ଅବା ଅର୍ଥନୀତି କିମ୍ବା ଶିକ୍ଷା ସବୁ କ୍ଷେତ୍ରରେ ଏହାର ନିଜସ୍ବ ଏକ...

Advertisement
Archives

Model This Week