Posted inଫୁରସତ

ଗୋଲାପ ଫୁଲରେ ବସିଛି ନୀଳ ରଙ୍ଗର ବିରଳ ସାପ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ନୀଳ ରଙ୍ଗର ବିରଳ ସାପର ଫଟୋ ବେଶ୍‌ ଭାଇରାଲ ହେଉଛି। ଏହାକୁ ଲୋକେ ବିଶ୍ୱର ସବୁଠୁ ସୁନ୍ଦର ସାପ ବୋଲି କହୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଏକ ଲାଲ୍‌ ଗୋଲାପ ଉପରେ ନୀଳ ରଙ୍ଗର ସାପଟି ବସିଛି। ଲାଲ ରଙ୍ଗରେ ନୀଳ ରଙ୍ଗକୁ ୟୁଜରମାନେ ବେଶ୍‌ ପସନ୍ଦ କରୁଛନ୍ତି। ଏହି ସାପ ପ୍ରାଣଘାତକ। ଏହାର ବିଷ ଭିତର ଏବଂ ବାହାର ଉଭୟ ପାଇଁ କ୍ଷତିକାରକ। ଏହା କାମୁଡ଼ିଲେ ପ୍ରବଳ ରକ୍ତସ୍ରାବ ହୋଇଥାଏ। ଏହାର ନାମ ବ୍ଲୁ ପିଟ୍‌ ଓ୍ବାଇପର। ତଥାପି ଲୋକେ ଏହାକୁ ପସନ୍ଦ କରୁଛନ୍ତି।

ମସ୍କୋ ଚିଡ଼ିଆଘର ଅନୁଯାୟୀ, ଏହି ସାପ ଧଳା ଆଇଲ୍ୟାଣ୍ଡ୍‌ ପିଟ୍‌ ଓ୍ବାଇପର ବ୍ଲୁ ରଙ୍ଗର। ଏହି ପ୍ରଜାତିର ସାପ ଇଣ୍ଡୋନେସିଆ ଏବଂ ପୂର୍ବ ତିମୋରରେ ଦେଖିବାକୁ ମିଳିଥାଏ। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ଏହି ନୀଳ ରଙ୍ଗର ସାପ ଭିନ୍ନ ଭିନ୍ନ ରଙ୍ଗର ଛୁଆ ଜନ୍ମ କରିଥାଏ।
ଟୁଇଟର ଆକାଉଣ୍ଟ ‘ଲାଇଫ୍‌ ଅନ୍‌ ୟାର୍ଥ’ ପକ୍ଷରୁ ଏହି ଫଟୋ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ଅବିଶ୍ୱସନୀୟ ରୂପରେ ‘ବ୍ଲୁ ପିଟ୍‌ ଓ୍ବାଇପର’।
ଏହି ଭିଡିଓ ସେପ୍ଟେମ୍ବର ୧୭ରେ ଶେୟାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨.୨ ମିଲିୟନରୁ ଅଧିକ ୟୁଜର ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri