Posted inଫୁରସତ

ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ

ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା ପଛରେ କ’ଣ କାରଣ ରହିଛି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। ଏପରି ରଙ୍ଗ ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଛ ମଜଭୁତ ହେବ। ଏଥିସହିତ ଗଛ ପୁରୁଣା ହେଲେ ଏଥିରୁ ଛାଲ ଛାଡ଼େ। ତେଣୁ ଗଛ ଦୁର୍ବଳ ହୋଇଯାଏ। ତେଣୁ ଏହାକୁ ମଜଭୁତ ରଖିବାକୁ ଏପରି ପେଣ୍ଟିଂ କରାଯାଇଥାଏ। ଏପରି କରିବା ଦ୍ୱାରା ଗଛର ଆୟୁଷ ମଧ୍ୟ ବଢ଼ିଥାଏ। ଆଉ ଏକ କାରଣ ହେଲା ଗଛକୁ କୀଟ ବା ପୋକ ଖାଇବାର ଭୟ ଥାଏ। ଗଛରେ ଧଳାରଙ୍ଗ ଦେଲେ ଏଥିରୁ ସୁରକ୍ଷା ମିଳିଥାଏ। ଏହା ମଧ୍ୟ ବନ ବିଭାଗ ନଜକୁ ଆସିଥାଏ। ଗଛକୁ ସହଜରେ କେହି କାଟି ନେଇ ପାରନ୍ତି ନାହିଁ। ଧଳା ବ୍ୟତୀତ ନୀଳ ଏବଂ ଲାଲ୍‌ ରଙ୍ଗରେ ମଧ୍ୟ ପେଣ୍ଟିଂ କରାଯାଇଥାଏ। ଜାତୀୟ ରାଜପଥରେ ଥିବା ଗଛଗୁଡ଼ିକରେ ସାଧାରଣତଃ ଧଳା ରଙ୍ଗ ଦିଆଯାଇଥାଏ। କାରଣ ଅନ୍ଧାରରେ ଏହା ଚମକ ଆଣିଥାଏ। ଦୂରରୁ ଆସୁଥିବା ଗାଡ଼ିଚାଳକ ସହଜରେ ଜାଣିପାରେ ଯେ ଆଗରେ ଗଛ ଅଛି। ତେଣୁ ଗାଡ଼ିର ବେଗ କମ୍‌ କରିଥାଏ। ଫଳରେ ଦୁର୍ଘଟଣାକୁ ରୋକାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri