Posted inଫୁରସତ

ଗୋଲାପ ଫୁଲରେ ନୀଳ ରଙ୍ଗର ସାପ; ଦେଖନ୍ତୁ ଭିଡିଓ

କେବେ ନୀଳ ରଙ୍ଗର ସାପ ଦେଖିଛନ୍ତି। ତାହା ପୁଣି ଗୋଟିଏ ଗୋଲପ ଫୁଲ ଉପରେ ଗୁଡ଼ାଇ ହୋଇ ରହିଛି। ସୋସିଆଲ ମିଡିଆରେ ଏଭଳି ଏକ ଦୁର୍ଲଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ହାତରେ ଗୋଟିଏ ଗୋଲାପ ଫୁଲର ଡାଳ ଧରିଛନ୍ତି। ଏହି ଫୁଲ ଉପରେ ନୀଳ ରଙ୍ଗର ଗୋଟିଏ ଛୋଟିଆ ସାପ ଗୁଡ଼େଇ ହୋଇ ରହିଛି। ଏହି ଭିଡିଓକୁ ଦେଖି କିଛି ଲୋକ ‘ସାପକୁ ଗୋଲାପ ଫୁଲ ସହିତ ପ୍ୟାର୍‌ ହୋଇଯାଇଛି’ ବୋଲି କହିଛନ୍ତି। ଅନେକ ମଧ୍ୟ କହିଛନ୍ତି ଯେ, ଏହି ‘ବ୍ଲୁ ପିଟ୍‌ ଭାଇପର୍‌’ ସାପ ବହୁତ ମାରାତ୍ମକ ଅଟେ। ବହୁତ କ୍ଷୀପ୍ର ଗତିରେ ଏହି ସାପ ଆକ୍ରମଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ବହୁତ ଭଲପାଉଛନ୍ତି, ଏଣୁ ତାଙ୍କ ସହ ରହିପାରିବି ନାହିଁ: ଏପରି ଯୁକ୍ତି କରି ମହିଳା ମାଗିଲେ ଛାଡ଼ପତ୍ର..

ସମ୍ଭଲ: ସବୁ ସ୍ତ୍ରୀ ଚାହାନ୍ତି ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ। ହେଲେ ଉତ୍ତରପ୍ରଦେଶର ସମ୍ଭଲ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ...

୧୦୦୧ ଛିଦ୍ର ଥିବା ଧବଳ ଶିବଲିଙ୍ଗ ପୂଜା କଲେ ପୂରଣ ହୁଏ ସବୁ ମନସ୍କାମନା

ମଧ୍ୟପ୍ରଦେଶର ଶିବା ସହରରେ ରହିଛି ୧୦୦୧ ଛିତ୍ର ଥିବା ଧବଳ ଶିବଲିଙ୍ଗ। ଏଠାରେ ଥିବା ମହା ମୃତ୍ୟୁଞ୍ଜୟ ମନ୍ଦିରରେ ଏହି ଚମତ୍କାରି ଶିବ ଲିଙ୍ଗ ରହିଛି।...

ବିବାହର ଦିନକୁ ପୂର୍ବରୁ ଏମିତି କଲେ ଭାବି ସ୍ବାମୀ, ଜେଲ ପଠାଇଲେ ଭାବି ସ୍ତ୍ରୀ

ଲୋକେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ କିଛି ବି କରିପାରନ୍ତି। ସେମିତି କିଛି କରିଛନ୍ତି ଆମେରିକାର ଟେକ୍ସାସ୍‌ରେ ରହୁଥିବା ଜଣେ ବ୍ୟକ୍ତି। ନିଜ...

ଦେଶ ପାଇଁ ଶହୀଦ ହେଲେ ପୁଅ, ଏବେ ମା’ ୩୫୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ କରୁଛନ୍ତି ପ୍ରସ୍ତୁତି

ଗାଜିଆବାଦ୍‌,୧୮।୧୧: ସାଧାରଣତଃ ଦେଶ ପାଇଁ ପୁଅ ଶହୀଦ୍‌ ହେବା ପରେ ମା’ବାପାମାନେ ଭାଙ୍ଗିପଡନ୍ତି। କିନ୍ତୁ ସବିତା ତିଓ୍ବାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ପୁଅ...

କିଏ ଷଷ୍ଠ ତ କିଏ ଦଶମ ଫେଲ୍‌: ମାମୁଲି ଶିକ୍ଷାଗତ ଯୋଗ୍ୟତା ଥାଇ ବି ଏହି ନେତାଙ୍କୁ ରାଜନୀତିରେ ମିଳିଛି ବଡ଼ ପଦ

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ସବୁଠାରୁ ଅଧିକ ପଢ଼ିଥିବା ରାଜନେତାଙ୍କ ମଧ୍ୟରୁ ଜଣେ। ହେଲେ ଭାରତ ରାଜନୀତିରେ ସକ୍ରିୟ ଥିବା ଅନେକ ତୁଙ୍ଗ ନେତା ବହୁତ...

ଇଞ୍ଜିନିୟରିଂ ଚାକିରିରେ ମିଳିଲାନି ଶାନ୍ତି, ବ୍ୟକ୍ତି କଲେ ଏମିତି କାମ

ଜଣେ ଇଞ୍ଜିନିୟର ଚା’ବାଲାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି। ତାଙ୍କର ଫଟୋକୁ ଆଇଏଏସ୍‌ ଅବନୀଶ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଏହି...

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲି)ର ମନ୍ଦାକିନୀ ଭୋଇ, ସ୍ବାମୀ କୁଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ...

ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍‌ରେ କିଣାଯାଇ ପାରିବ ସୁନା

ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍‌ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ...


Coronavirus Update

Archives

Model This Week

Why Dharitri