Posted inଫୁରସତ

ଗୋଲାପ ଫୁଲରେ ନୀଳ ରଙ୍ଗର ସାପ; ଦେଖନ୍ତୁ ଭିଡିଓ

କେବେ ନୀଳ ରଙ୍ଗର ସାପ ଦେଖିଛନ୍ତି। ତାହା ପୁଣି ଗୋଟିଏ ଗୋଲପ ଫୁଲ ଉପରେ ଗୁଡ଼ାଇ ହୋଇ ରହିଛି। ସୋସିଆଲ ମିଡିଆରେ ଏଭଳି ଏକ ଦୁର୍ଲଭ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ବହୁତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ହାତରେ ଗୋଟିଏ ଗୋଲାପ ଫୁଲର ଡାଳ ଧରିଛନ୍ତି। ଏହି ଫୁଲ ଉପରେ ନୀଳ ରଙ୍ଗର ଗୋଟିଏ ଛୋଟିଆ ସାପ ଗୁଡ଼େଇ ହୋଇ ରହିଛି। ଏହି ଭିଡିଓକୁ ଦେଖି କିଛି ଲୋକ ‘ସାପକୁ ଗୋଲାପ ଫୁଲ ସହିତ ପ୍ୟାର୍‌ ହୋଇଯାଇଛି’ ବୋଲି କହିଛନ୍ତି। ଅନେକ ମଧ୍ୟ କହିଛନ୍ତି ଯେ, ଏହି ‘ବ୍ଲୁ ପିଟ୍‌ ଭାଇପର୍‌’ ସାପ ବହୁତ ମାରାତ୍ମକ ଅଟେ। ବହୁତ କ୍ଷୀପ୍ର ଗତିରେ ଏହି ସାପ ଆକ୍ରମଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…

ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ...

ଜାଣନ୍ତି କି ମୋବାଇଲରେ କାହିଁକି ରହିଥାଏ ଏତେ ଛିଦ୍ର

ଆଜିର ସମୟରେ ମୋବାଇଲ ଯେମିତି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି। ଧନୀଠାରୁ ଆରମ୍ଭ କରି ମଧ୍ୟବିତ୍ତ, ଗରିବ ସମସ୍ତେ ଏହାକୁ ବ୍ୟବହାର କରୁଛନ୍ତି। ଏବେ ସ୍ମାର୍ଟଫୋନର କ୍ରେଜ...

ମନ୍ଦିର ସମ୍ମୁଖରେ ରହିଛି ମଶାଲ ଧରିଥିବା ମୂଷା…

ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନୂଆବର୍ଷ ପାଳିତ ହୋଇଥାଏ। ଚଳିତ ୨୦୨୦ ବର୍ଷ ପାଳନ ପାଇଁ ଜାପାନରେ ଏକ ମନ୍ଦିର ସମ୍ମୁଖରେ ହାତରେ...

ମଦ ଚାହିଦା ବଢ଼ାଇବା ପାଇଁ ପ୍ରତିଯୋଗିତା

ଟୋକିଓ: ମଦକୁ ନେଇ ବିଭିନ୍ନ ଦେଶରେ ଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି। ମୁଖ୍ୟତଃ ଯୁବପିଢ଼ିଙ୍କୁ ଏ ପ୍ରକାର ନିଶା ଦ୍ରବ୍ୟରୁ ଦୂରରେ ରଖିବା ପାଇଁ...

ଭିଡିଓ କଲା ବେଳେ ପାଚେରି ଡେଇଁ ଆସିଲା ବାଘ, ଆଉ ତା’ ପରେ…

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଲୋକମାନେ ରାସ୍ତାରେ ଯାଉଥିଲେ, ହଠାତ୍‌ ହେଲା ଭୂସ୍ଖଳନ: ଆଉ ତା’ପରେ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ଆପଣଙ୍କୁ ହସାଇଥାଏ, କିଛି ଭିଡିଓ ଆପଣଙ୍କୁ ଭୟଭୀତ କରେ। ନିକଟରେ...

ହିନ୍ଦୁ-ମୁସଲମାନ ବନ୍ଧୁତାର ଉଦାହରଣ: ବନ୍ଧୁଙ୍କ ପାଇଁ ଛାଡ଼ିଲେ ପଦବୀ…

ଗୟା,୫।୨ : ବନ୍ଧୁତାର କୌଣସି ଧର୍ମ ନାହିଁ। କିନ୍ତୁ ବନ୍ଧୁତାର କିଛି କାହାଣୀ ଉଦାହରଣ ପାଲଟିଯାଏ । ଯେତେବେଳେ ଧର୍ମ ନାମରେ ଘୃଣା ବିସ୍ତାର କରିବାର...

ଆମକୁ ଘରକୁ ପଠାନ୍ତୁନି ସାର୍‌, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…

ଗାଜିଆବାଦ୍‌,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଜେଲ୍‌ରେ ଭିଡ଼ କମ୍‌ କରିବା ଲାଗି କଏଦୀଙ୍କୁ ପାରୋଲ୍‌ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି...

Advertisement
Archives

Model This Week