Posted inଫୁରସତ

ପାର୍ଟନରଙ୍କୁ କେବେ ଧୋକା ଦିଅନ୍ତି ନାହିଁ ଏହି ୨ ରାଶିର ବ୍ୟକ୍ତି

ପ୍ରତ୍ୟେକ ବ୍ୟକ୍ତି ଗ୍ରହ ସ୍ଥିତି ଅନୁଯାୟୀ ଜୀବନରେ ଲାଭ ଏବଂ କ୍ଷତି ପାଆନ୍ତି। ଉତ୍ତମ ଗ୍ରହ ସ୍ଥିତି ଲାଭ ଦିଏ ଏବଂ ଖରାପ ସ୍ଥିତି ସମସ୍ୟା ଏବଂ ବାଧା ସୃଷ୍ଟି କରେ। ପ୍ରେମ ହେବ ନ ହେବା କାହା ହାତରେ ନାହିଁ। ଏହା ସବୁ ଭାଗ୍ୟ ଉପରେ ନିର୍ଭର କରେ। ତଥାପି, ଏହା ସତ୍ୟ ଯେ ପ୍ରେମ ସହ ଭାଗ୍ୟର ଏକ ଦୃଢ ସଂଯୋଗ ଅଛି। ଆସନ୍ତୁ ଜାଣିବା ବିଭିନ୍ନ ରାଶିରେ ପ୍ରେମ ସମ୍ପର୍କ କେମିତି ଥାଏ।
ମେଷ
ଏହି ରାଶିର ଲୋକମାନେ ଶୀଘ୍ର ଭଲ ପାଆନ୍ତି, କିନ୍ତୁ ସେମାନଙ୍କ ପ୍ରେମରେ କୌଣସି ସ୍ଥିରତା ନାହିଁ। ଚତୁର ମନ ହେତୁ ବାରମ୍ବାର ବିଚ୍ୟୁତି ହୁଏ।

ବୃଷ
ଏହି ରାଶିର ଲୋକମାନେ ବହୁତ ବିଳମ୍ବରେ ପ୍ରେମ ପାଆନ୍ତି। କିନ୍ତୁ ସେମାନଙ୍କର ପ୍ରେମର ବହୁତ ସ୍ଥିରତା ଏବଂ ଶକ୍ତି ଅଛି। ପ୍ରେମ ବିଷୟରେ ସେମାନେ ପ୍ରାୟତଃ ସମସ୍ୟାର ସମ୍ମୁଖୀନ ହୁଅନ୍ତି।

ମିଥୁନ
ଏହି ରାଶିର ଲୋକମାନଙ୍କର ପ୍ରେମରେ ସର୍ବଦା ଦ୍ୱନ୍ଦ୍ୱ ରହିଥାଏ। ଏହି କାରଣରୁ ପ୍ରେମରେ ଥାଇ ମଧ୍ୟ ଅନେକ ଥର ବିବାହ ହୁଏ ନାହିଁ। ସେମାନଙ୍କ ପାଇଁ ପ୍ରେମ ଅନେକ ସମୟରେ ଦ୍ୱନ୍ଦ୍ୱ ଏବଂ ଟେନସନ ସୃଷ୍ଟି କରିଥାଏ। ଯଦିଓ ଏହି ରାଶିର ପାର୍ଟନରମାନେ ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି।

କର୍କଟ
ଏହି ରାଶିର ଲୋକମାନେ ଶୀଘ୍ର ଭଲ ପାଆନ୍ତି, କିନ୍ତୁ ପ୍ରାୟତଃ ପ୍ରେମର ନିଷ୍ପତ୍ତି ଭୁଲ ଥାଏ। ଏମାନେ ପ୍ରାୟତଃ ସାଥୀଙ୍କଠାରୁ ପ୍ରତାରିତ ହୁଅନ୍ତି। ଯଦି ସମ୍ଭବ ପ୍ରେମ ପ୍ରସଙ୍ଗରେ ତରବର ହୁଅନ୍ତୁ ନାହିଁ।

ସିଂହ
ଏହି ରାଶିର ଲୋକମାନଙ୍କର ପ୍ରେମ ପ୍ରସଙ୍ଗରେ ଜିଦ୍‌ଖୋର୍‌ ମନୋଭାବ ଥାଏ। ପ୍ରେମ ସମ୍ପର୍କରେ ଏମାନେ ବିଫଳତା ପାଆନ୍ତି। କିନ୍ତୁ ଯଦି ପ୍ରେମ କେବେ ସଫଳ ହୁଏ ତେବେ ସମ୍ପୂର୍ଣ୍ଣ ଜୀବନ ବଦଳି ଯାଏ। ପ୍ରେମରେ କେବେ ଧୋକା ମଧ୍ୟ ଦେଇ ନ ଥାନ୍ତି।

କନ୍ୟା
ଯେହେତୁ ଏହି ରାଶିର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କର ଲାଭ ଦେଖନ୍ତି, ତେଣୁ ସେମାନଙ୍କର ପ୍ରେମ ମଧ୍ୟ ବିଫଳ ହୁଏ। ଅର୍ଥ ଏବଂ ସ୍ବାର୍ଥପରତା ସେମାନଙ୍କୁ ନିଜ ପ୍ରେମରେ ବିଫଳ କରିଥାଏ।

ତୁଳା
ଏହି ରାଶିର ଲୋକମାନେ ପ୍ରେମରେ ପଡିଥାନ୍ତି ସତ କିନ୍ତୁ ସେମାନଙ୍କର ସମସ୍ୟା ହେଉଛି ଅତ୍ୟଧିକ ପ୍ରେମ କରିବା ହେତୁ ସେମାନେ ଅନେକ ସମୟରେ ବଡ଼ ଭୁଲ ମଧ୍ୟ କରି ବସନ୍ତି।
ବିଛା
ଏହି ଲୋକମାନେ ପ୍ରେମରୁ ଦୂରେଇ ରହିବାକୁ ଚାହାଁନ୍ତି। କାରଣ ପ୍ରାୟତଃ ପ୍ରେମ ଯୋଗୁ ସେମାନେ ଯନ୍ତ୍ରଣା ପାଆନ୍ତି। ଯଦିଓ ଏହି ଲୋକମାନେ ପ୍ରେମରେ ପଡିଥାନ୍ତି କିନ୍ତୁ ଖୁବ୍‌ କମ୍‌ ଲୋକ ବିବାହ କରିଥାନ୍ତି।

ଧନୁ ରାଶି
ଏହି ଲୋକମାନେ ସାଧାରଣତଃ ମଜା କରିବାକୁ ଭଲ ପାଆନ୍ତି। ବେଳେବେଳେ ଏକାସାଙ୍ଗରେ ଦୁଇ ଜଣଙ୍କୁ ଭଲ ପାଆନ୍ତି। ଯେତେବେଳେ ପ୍ରେମ ପ୍ରକୃତରେ ଆବଶ୍ୟକ ହୁଏ, ସେମାନଙ୍କ ସହିତ କେହି ନ ଥାନ୍ତି।

ମକର ରାଶି

ବେଳେବେଳେ ସେମାନେ ପ୍ରେମରେ ବହୁତ ଆନ୍ତରିକ ଏବଂ ବହୁତ ଚତୁର ଥାନ୍ତି। କିନ୍ତୁ ପ୍ରେମ ଏହି ରାଶିର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ପ୍ରେମ ଯୋଗୁ ଅନେକ ଥର ସେମାନଙ୍କୁ ଅନୁତାପ କରିବାକୁ ପଡେ।

କୁମ୍ଭ
ପ୍ରେମ କରିବା, ପ୍ରେମ ବଜାୟ ରଖିବା ଏବଂ ପ୍ରେମରେ ପ୍ରତାରଣା କରିବା ଏହି ରାଶିର ଲୋକମାନଙ୍କ ଲକ୍ଷଣ। ପ୍ରେମରେ ଲୋକେ ଏମାନଙ୍କୁ ବ୍ୟବହାର କରନ୍ତି।

ମୀନ
ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଅବହେଳା ଯୋଗୁ ପ୍ରେମରେ ବିଫଳ ହୋଇଥାନ୍ତି। ସାଧାରଣତଃ ସେମାନେ ପ୍ରେମ ବିଷୟରେ ଗମ୍ଭୀର ନୁହଁନ୍ତି। କିନ୍ତୁ ଯଦି ପ୍ରେମ କରନ୍ତି ତେବେ ପାର୍ଟନରଙ୍କୁ କେବେ ଧୋକା ଦେଇ ନ ଥାନ୍ତି। ସଚ୍ଚୋଟ ପ୍ରେମ ସେମାନଙ୍କୁ ଜୀବନରେ ଅଧିକ ଉଚ୍ଚତାକୁ ନେଇଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri