ଫୁରସତ

କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର

ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ ସମୟରେ ବିଶେଷ ଭାବେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଘରୁ ବାହାରକୁ…

ଈଶା, ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟିନା ଅମ୍ବାନୀ, ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା

କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ହେଉଛନ୍ତି ଆକାଶ ଆଉ ଝିଅ ଈଶା। ଆଜି ହେଉଛି ଉଭୟଙ୍କ ଜନ୍ମଦିନ। ଏହି ଅବସରରେ ଖୁଡ଼ି ଟିନା ଅମ୍ବାନୀ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ…

ପିଲାଙ୍କ ପାଇଁ ଜୀବନକୁ ବାଜି ଲଗାଇଲା ମା’: ଅଜଗରକୁ ଗାତରେ ଦେଖି ବତକ କଲା ଏପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍‌ରେ କିଣାଯାଇ ପାରିବ ସୁନା

ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍‌ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ ପଶୁର କ୍ଷୀରରୁ ପନିର ତିଆରି ହେଉଛି ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପନିର। ଏହି…

ବୟସ ୧୪, ଉଚ୍ଚତା ୭ ଫୁଟ

ବେଜିଂ,୨୩ା୧୦: ଦକ୍ଷିଣ ପଶ୍ଚିମ ଚାଇନାର ସିଚୁଆନ ରାଜ୍ୟ ଲେଶାନ ସିଟିର ଜଣେ ୧୪ ବର୍ଷର ବାଳକଙ୍କ ଉଚ୍ଚତା ୭ ଫୁଟ। ଏହି ବାଳକ ବିଶ୍ୱର ସବୁଠୁ ଡେଙ୍ଗା ବାଳକ ଭାବରେ ପରିଗଣିତ ହୋଇଛନ୍ତି। ତାଙ୍କ ନାମ ରେନ୍‌ କିୟୁ। ରେନ୍‌ ତାଙ୍କ…

କୁନି ପୁଅକୁ ଏପରି ଆଲିଙ୍ଗନ କରୁଛି କୁକୁଡା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କୁନି ପୁଅକୁ ଏକ କୁକୁଡା ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ୨ଟି କୁକୁଡା ବାହାରେ ବୁଲୁଛନ୍ତି। ସେହି ସମୟରେ ଏକ କୁନି ପିଲା…

ଛୁଆ ଗଣ୍ଡାକୁ ଲାତ ମାରିଲା ଜିରାଫ : ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜିରାଫ ଏକ ଗଣ୍ଡା ଛୁଆକୁ ଲାତ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଜିରାଫଟି ପାର୍କରେ ବୁଲୁଛି। ସେହି ସମୟରେ ଏକ ଛୁଆ ଗଣ୍ଡା ତାର ପଛକୁ ଆସୁଛି।…

ଏହି ବିରଳ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ଛାଡ଼ି ଚାଲିଗଲେ ମା’

ମା’ର ମମତା ଆଗରେ ସବୁକିଛି ତୁଚ୍ଛ। ଜଣେ ମା’ ତାର ସନ୍ତାନର ଖୁସି ପାଇଁ ସବୁକିଛି କରିବାକୁ ରାଜି ଥାଏ। ବେଳେ ବେଳେ ଏମିତିକିଛି ଘଟଣା ସାମ୍ନାକୁ ଆସିଥାଏ ଯାହାପରେ ମା’ର ମମତାକୁ ନେଇ ପ୍ରଶ୍ନ ଉଠିଥାଏ। ଏବେ ସୋସିଆଲ ମିଡିଆରେ…

ସମୁଦ୍ର କୂଳରେ ପଡୁଛି ଶହ ଶହ ମାସ୍କ, ପିପିଇ କିଟ୍‌, ପକ୍ଷୀ କଲା ଏମିତି

କରୋନା ମହାମାରୀ ଯୋଗୁ ମାସ୍କର ଚାହିଦା ବଢ଼ିଚାଲିଛି। କାରଣ ଏଥିରୁ ରକ୍ଷା ପାଇବାକୁ ହେଲେ ମାସ୍କ ବାଧ୍ୟତାମୂଳକ। ମାତ୍ର ସବୁଠୁ ଚିନ୍ତାଜନକ ବିଷୟ ହେଉଛି ଲୋକେ ମାସ୍କ ବ୍ୟବହାର କରି ଏତେତେଣେ ଫିଙ୍ଗି ଦେଉଛନ୍ତି। ଯାହାକୁ ବିଭିନ୍ନ ସମୟରେ ପଶୁପକ୍ଷୀମାନେ ଧରି…

କୁକୁଡ଼ାକୁ ଆଲିଙ୍ଗନ କରି ଚର୍ଚ୍ଚାରେ ଏହି କୁନି ବାଳକ, ଦେଖିଲେ ହସି ହସି ଗଡ଼ିବେ

ଆଜିକାଲି ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିମଧ୍ୟରୁ ଅନେକ ଆମକୁ ଶିକ୍ଷା ଦେଉଥିବା ବେଳେ ଆଉ କିଛି ହସର ଖୋରାକ ଯୋଗାଇଥାଏ। ସେହିପରି ଏକ ଭିଡିଓ ଏବେ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆପଣ ନ ହସି ରହିପାରିବେନି।…

ମହାମାରୀ ସମୟରେ କରୋନା ଯୋଦ୍ଧା ଗଧକୁ କରୁଛନ୍ତି ଆପଣାର, କାରଣ ଜାଣିଲେ ହେବେ ଚକିତ

ମାଡ୍ରିଡ୍‌,୨୨ା୧୦: ସମଗ୍ର ବିଶ୍ୱବାସୀ କରୋନା ପରି ଏକ ମାରାତ୍ମକ ମହାମାରୀ ସହ ଲଢୁଛନ୍ତି। ଦୀର୍ଘଦିନ ଧରି ଏହି ସଂଗ୍ରାମରେ ନିୟୋଜିତ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଏବଂ ନର୍ସମାନେ ଦିନରାତି କାମ କରି ଚାଲିଛନ୍ତି। ଫଳରେ ଏହି କର୍ମଚାରୀମାନେ ବର୍ତ୍ତମାନ ଅବସାଦର ଶିକାର…

ଥର୍‌ ମରୁଭୂମିରେ ନଦୀର ସନ୍ଧାନ: ଲକ୍ଷେ ୭୨ ହଜାର ବର୍ଷ ତଳେ ହେଉଥିଲା ପ୍ରବାହିତ

ଜୟପୁର, ୨୨।୧୦: ରାଜସ୍ଥାନ ଥର୍‌ ମରୁଭୂମିରେ ପ୍ରବାହିତ ହେଉଥିବା ଏକ ନଦୀର ସନ୍ଧାନ ମିଳିଛି। ବିକାନେର୍‌ ନିକଟରେ ଷ୍ଟୋନ୍‌ ଏଜ୍‌ ସମୟରେ ନଦୀ ପ୍ରବାହିତ ହେଉଥିଲା। ଏସମ୍ପର୍କିତ ରିପୋର୍ଟ କ୍ୱାର୍ଟେନାରୀ ସାଇନ୍ସ୍‌ ରିଭ୍ୟୁ ପତ୍ରିକାରେ ପ୍ରକାଶ ପାଇଛି। ପୂର୍ବରୁ ଜର୍ମାନୀର ମାକ୍ସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?