Posted inଫୁରସତ

କୁନି ପୁଅକୁ ଏପରି ଆଲିଙ୍ଗନ କରୁଛି କୁକୁଡା

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କୁନି ପୁଅକୁ ଏକ କୁକୁଡା ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ୨ଟି କୁକୁଡା ବାହାରେ ବୁଲୁଛନ୍ତି। ସେହି ସମୟରେ ଏକ କୁନି ପିଲା ଆସି କୁକୁଡାଙ୍କ ନିକଟରେ ଆଣ୍ଠୁମାଡି ବସୁଛି। ପରେ ଏକ ଧଳା କୁକୁଡା ପିଲାଟି ନିକଟକୁ ଦୌଡି ଆସି ପିଲାଟିର ବାହୁରେ ମୁହଁ ରଖି ଶୋଇଯାଉଛି। ଏହି ଭିଡିଓକୁ ଟୁଇଟର ୟୁଜର Simon BRFC Hopkins ପକ୍ଷରୁ ଶେୟାର କରାଯାଇଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

https://twitter.com/HopkinsBRFC/status/1318931481356652544


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?