ଦୁଇମାସର ହାତୀ ଛୁଆ କଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ
କେନିଆରେ ଦୁଇ ମାସର ଏକ ହାତୀ ଛୁଆ ଏମିତି କିଛି କରିଛି, ଯାହା ଦେଖିଲେ ଆପଣ ହସ ରୋକି ପାରିବେନି। ଛୁଆଟି ନିଜର ବଡ଼ଭାଇ ନିକଟକୁ ଭିଡ଼ି ଯାଇ ଖୁବ୍ ସୁନ୍ଦର ଭାବରେ ତା’ ସହ ଲଢ଼ାଇ କରୁଥିବା ଭିଡିଓରେ ଦେଖିବାକୁ…
ରେଷ୍ଟୁରାଣ୍ଟ ଭିତରକୁ ପଶିଆସିଲା ଚିତାବାଘ: ଆଉ ତାପରେ…
ବାଘର ଅନେକ ଭିଡିଓ ସୋସିଆଲ ମିଡିଆରେ ହେଉ ଅବା ଟିଭିରେ ଆମେ ଦେଖିଛୁ। କେତେବେଳେ ତାକୁ ଚୁପ୍ଚାପ୍୍ ବସିଥିବାର ତ ଆଉ କେତେବେଳେ ବୁଲୁଥିବାର ଦେଖିବାକୁ ମିଳିଥାଏ। ସେମିତି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଏକ ଚିତାବାଘ…
୧୦ ଥର ବିବାହ କରିସାରିଲେଣି ଏହି ମହିଳା, ଏବେ ବି ଖୋଜୁଛନ୍ତି ନୂଆ ଜୀବନସାଥୀ; କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ବିବାହ କରିବାକୁ ସମସ୍ତେ ଉତ୍ତମ ଜୀବନସାଥୀଟିଏ ଚାହିଁଥାନ୍ତି। ଯାହା ସହିତ ସାରା ଜୀବନ ଭଲରେ କଟିବ। ମାତ୍ର ଆମେରିକାର ଜଣେ ମହିଳା ଗୋଟିଏ ପରେ ଗୋଟିଏ ସ୍ବାମୀ ବଦଳାଇ ଚାଲିଛନ୍ତି। ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ। ଭଲ ସ୍ବାମୀଟିଏ ପାଇବା ପାଇଁ…
ଏହି ଦେଶରେ ମିଳିବ ସହାୟକ ଚାକିରି, ପ୍ରାରମ୍ଭିକ ଦରମା ୧୮.୫ ଲକ୍ଷ
ଲଣ୍ଡନ,୨୯ା୧୦: କରୋନା ମହାମାରୀ ସମୟରେ ଅଧିକାଂଶ ଲୋକଙ୍କ ଚାକିରି ଚାଲିଯାଇଛି। ଏହି ସମୟରେ ଚାକିରିଟିଏ ପାଇବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଚାକିରି ପାଇଁ ଏକ ଅଫିସିଆଲ ଓ୍ବେବ୍ସାଇଟ୍ରେ ବିଜ୍ଞପ୍ତି ବାହାରିଛି। ଏଥିରେ ଘରୋଇ…
ଇଂରାଜୀରେ ଏମିତି ଏକ ଶବ୍ଦ, ଯାହାକୁ ପଢ଼ିବାକୁ ଲାଗେ ସାଢ଼େ ୩ ଘଣ୍ଟା
ଇଂରାଜୀ ଶବ୍ଦର ସଠିକ୍ ଉଚ୍ଚାରଣ କରିବା କାଠିକର ପାଠ। ଏମିତି କିଛି ଇଂରାଜୀ ଶବ୍ଦ ଅଛି, ଯାହାକୁ କହିବା ପାଇଁ ଜିଭର ଶକ୍ତି ଦରକାର ପଡ଼େ। ଉଦାହରଣ ସ୍ବରୂପ ଚେକୋସ୍ଲୋଭାକିଆ। ଏହାର ଇଂରାଜୀ ଶବ୍ଦ (Czechoslovakia) ଯାହାକୁ ପଢ଼ିବା ପାଇଁ କଷ୍ଟ…
ମାଛ ଦୋକାନୀଙ୍କୁ ରାଗିକି ମୁହଁ ମୋଡିଲା କାଉ, ଦେଖନ୍ତୁ କାହିଁକି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ କହିଲେ ସୁରକ୍ଷାକର୍ମୀ, ତା’ପରେ ଘଟିଲା ଏମିତି
ଚିକାଗୋ,୨୯।୧୦:ଆମେରିକାର ଚିକାଗୋରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀଙ୍କୁ ମାସ୍କ ପିନ୍ଧିବାକୁ ସୁରକ୍ଷାକର୍ମୀ କହିବାରୁ ଦୁହେଁ ଛୁରି ସାହାଯ୍ୟରେ ୨୭ ଥର ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଉଭୟ ଭଉଣୀ ଜେସିକା ଏବଂ ଜୟଲା ହିଲକୁ ଘଟଣାସ୍ଥଳରୁ ଗିରଫ…
ପେଟ୍ରୋଲ ଢାଳି ନିଜର ମର୍ସିଡିଜ୍ କାର୍ ଜାଳିଦେଲେ ଯୁବକ, କାରଣ ଜାଣିଲେ ଚକିତ ହେବେ
ରୁଷିଆର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରିଦେଇଛନ୍ତି। ୟୁଟ୍ୟୁବ୍ରେ ଏହି ଭିଡିଓ ଖୁବ୍ ତୀବ୍ର ବେଗରେ ଏବେ ଭାଇରାଲ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ମିଖାଇଲ ଲିଟ୍ବିନ୍ ନାମକ ଜଣେ ଯୁବକ ୨.୪ କୋଟିର…
ଭୋକିଲା ବାଘ ମୁହଁରୁ ଏମିତି ଉପାୟରେ ସାଙ୍ଗକୁ ଛଡାଇ ଆଣିଲା ଜେବ୍ରା: ଚମକିଗଲା ମହାବଳ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ବିନା ଚାର୍ଜରରେ ମୋବାଇଲ୍ ଫୋନ୍ ହେବ ଚାର୍ଜ
ନୂଆଦିଲ୍ଲୀ: ଏମିତି ଅନେକ ଥର ହୋଇଥିବ, ଆପଣ ଘରେ ଚାର୍ଜର ଭୁଲି ମୋବାଇଲ ସାଙ୍ଗରେ ନେଇ ବାହାରି ପଡ଼ିଥିବେ। ଆଉ କିଛି ସମୟ ପରେ ଯେତେବେଳେ ମୋବାଇଲ ଚାର୍ଜ ଶେଷ ହେବାର ସମୟ ଆସିଯିବ, ଆପଣଙ୍କୁ ଚାର୍ଜର କଥା ମନେପଡ଼ିଥିବ, କିନ୍ତୁ…
ଏଟିଏମରୁ ଟଙ୍କା ବାହାର କରୁଛନ୍ତି କି? ରୁହନ୍ତୁ ସତର୍କ, ନଚେତ୍ ଆକାଉଣ୍ଟ ହୋଇଯିବ ଖାଲି
ଏଟିଏମରୁ ଟଙ୍କା ବାହାର କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଆକାଉଣ୍ଟ ଖାଲି ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି। ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ହେଁ ପ୍ରତିଦିନ କେଉଁଠି ନା କେଉଁଠି ଏଟିଏମ୍ ଭାଙ୍ଗି ଲୁଟ୍ କରୁଛନ୍ତି…
ବିଶ୍ୱର ଏପରି ୫ ଚମତ୍କାର ସ୍ଥାନ: ଦେଖିଲେ ହେବେ ଆଶ୍ଚର୍ଯ୍ୟ
ବିଶ୍ୱର ଅନେକ ଚମତ୍କାର ସ୍ଥାନ ବିଷୟରେ ଜାଣିଥିବେ ଏବଂ ଅନେକ ଚମତ୍କାର ସ୍ଥାନ ଦେଖିଥିବେ। ମାତ୍ର ଏହା ବ୍ୟତୀତ ଏପରି ଅନେକ ସ୍ଥାନ ଅଛି, ଯାହା ବହୁତ ସୁନ୍ଦର ଏବଂ ଆଶ୍ଚର୍ଯ୍ୟଜନକ। ତେବେ ଏପରି ୫ଟି ସ୍ଥାନ ବିଷୟରେ ଜାଣନ୍ତୁ, ଯାହାର…

