Posted inଫୁରସତ

ଭୋକିଲା ବାଘ ମୁହଁରୁ ଏମିତି ଉପାୟରେ ସାଙ୍ଗକୁ ଛଡାଇ ଆଣିଲା ଜେବ୍ରା: ଚମକିଗଲା ମହାବଳ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଭୋକିଲା ବାଘ ମୁହଁରୁ ଗାଟିଏ ଜେବ୍ରା ଅନ୍ୟ ଏକ ଜେବ୍ରାକୁ ଛଡାଇ ଆଣିଛି। ପ୍ରଥମ ଦେଖିବାକୁ ମିଳୁଛି ଗୋଟିଏ ଜେବ୍ରାକୁ ବାଘ ଆକ୍ରମଣ କରୁଛି। ପରେ ଅନ୍ୟ ଗୋଟିଏ ଜେବ୍ରା ଏହା ଦେଖିପାରି ବାଘକୁ ପାଲଟା ଆକ୍ରମଣ କରି ସାଙ୍ଗକୁ ତା ମୁହଁରୁ ଛଡାଇ ଆଣୁଛି। ପରେ ବାଘ ତାକୁ ମାଡ଼ିବସିବାରୁ ସେ ପଛୁଆ ବାଘ ମୁହଁକୁ ଗୋଇଠା ପକାଇଛି। ବାଘ ଏଥିରେ ଚମକି ପଡ଼ିଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ରେଡିଓ ଷ୍ଟେଶନ, ଯେଉଁଠି ସିଧା ଯୋଗାଯୋଗ ହୋଇଥାଏ ଏଲିଅନ୍‌ଙ୍କ ସହ

ଋଷ୍‌: ଏହି ଦେଶର ସେଣ୍ଟ ପୋର୍ଟସବର୍ଗ ସହରଠାରୁ ଦୂର ଶୂନ୍‌ଶାନ୍‌ ସ୍ଥାନରେ ରହିଛି ଏକ ରେଡିଓ ଷ୍ଟେଶନ। ଏହି ରେଡିଓ ଷ୍ଟେଶନରୁ ଅନ୍ତରାଳରେ କିଛି ପ୍ରସାରଣ...

ମେଟ୍ରୋ ଟ୍ରେନ୍‌ରେ ସୋଫାରେ ଯାତ୍ରା

ବେଜିଂ: ବହୁ ଲୋକ ବସ୍‌ ଅପେକ୍ଷା ଟ୍ରେନ୍‌ରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରନ୍ତି। ହେଲେ ଅନେକ ସମୟରେ ଟ୍ରେନ୍‌ ଯାତ୍ରାରେ ଅଧିକାଂଶ ଲୋକ ବସିବାକୁ...

ଉଚ୍ଚଶିକ୍ଷା ପାଇଁ ବାଳିକା କରନ୍ତି ଏପରି…

ଯୁବବର୍ଗଙ୍କୁ ଗୁଣବତ୍ତାଯୁକ୍ତ ଶିକ୍ଷା ଯୋଗାଇ ଦେବା ପାଇଁ ପୃଥିବୀର ବିଭିନ୍ନ ଦେଶର ସରକାର ନାନା ଶିକ୍ଷାନୀତିର ପ୍ରଣୟନ କରିଥାନ୍ତି। ତେବେ କେତେକ ଗରିବ ଦେଶରେ ଅଭିଭାବକ...

ବଢୁଛି ସ୍ମାର୍ଟଫୋନ୍‌ ବ୍ୟବହାର: ବର୍ଷକୁ ୭୫ ଦିନ ନଷ୍ଟ କରୁଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଦିନକୁ ଘଣ୍ଟା ଘଣ୍ଟା କାଳ ମୋବାଇଲ୍‌ ଫୋନ୍‌ ବ୍ୟବହାର ଶରୀରକୁ କ୍ଷତି ପହଞ୍ଚାଉଛି। ଯଦି ଏପରି ଅଭ୍ୟାସ ଜାରି ରୁହେ ତା’ହେଲେ ଆଗାମୀ ଦିନରେ...

ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ...

କାଠରେ ନିର୍ମିତ ୨୪ ମହଲା ବିଶିଷ୍ଟ ଅଟ୍ଟାଳିକା: ଦେଖିବାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି

ଗୋଟିଏ ଘର ତିଆରି ପାଇଁ ସିମେଣ୍ଟ, ପଥର ଗୋଡିଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ହେଲେ ଏକ ଅଟ୍ଟାଳିକା ନିର୍ମାଣ ପାଇଁ ଏହାର...

ଲାଇବ୍ରେରି ଖୋଲିଲେ ଆଫ୍‌ଗାନ ମହିଳା

କାବୁଲ: ଆଫଗାନିସ୍ତାନର ତାଲିବାନ୍‌ ଶାସନରେ ମହିଳାମାନେ ଶିକ୍ଷା ଓ ସାର୍ବଜନୀନ ଜୀବନରୁ ଦୂରେଇ ଯାଇଛନ୍ତି। ନାରୀ ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିବାରୁ ସେମାନେ ନିଃସଙ୍ଗ ହୋଇପଡ଼ିଛନ୍ତି।...

ମହିଳାଙ୍କ ଲୋଟା ଦୌଡ଼, ବାହାରେ ଶୌଚ ବନ୍ଦ ପାଇଁ ସଚେତନତା…

ଭୋପାଳ,୧୩।୧୦: ବାହାରେ ଶୌଚ ହେବା ବନ୍ଦ କରିବା ପାଇଁ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମହିଳାମାନେ ଏକ ନିଆରା ଦୌଡ଼ର ଆୟୋଜନ କରିଛନ୍ତି। ସେମାନେ ଲୋଟା ଧରି...

Advertisement
Archives

Model This Week