ଫୁରସତ

ବିନା କାରଣରେ ଷଣ୍ଢକୁ ପିଟିଲେ ବୃଦ୍ଧ, ଷଣ୍ଢ ଦେଲା ପାଲଟା ଜବାବ; ଭିଡିଓ ଦେଖିଲେ ହସିହସି ଗଡ଼ିବେ

ପୂର୍ବରୁ କୁକୁର ଏବଂ ବିଲେଇଙ୍କ ଖୁବ୍‌ ସୁନ୍ଦର ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହା ହସର ଖୋରାକ ଯୋଗାଇଛି। ମାତ୍ର ଏବେ ଏକ ରାଗି ଷଣ୍ଢର ଭିଡିଓ ଭାଇରାଲ ହୋଇଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ…

ବିନା ଡ୍ରାଇଭରରେ ରାସ୍ତାରେ ଦ୍ରୁତ ଗତିରେ ଚାଲୁଛି କାର୍‌, ଦେଖନ୍ତୁ ଏହି ଭିଡିଓ

ଟେସଲା କମ୍ପାନୀ ଅଟୋ ପାଇଲଟ କାର୍‌ ପାଇଁ ବିଶ୍ୱପ୍ରସିଦ୍ଧ। ଏଭଳି ଟେକ୍ନୋଲୋଜି ଥିବା ଏକ କାର୍‌ ଏପର୍ଯ୍ୟନ୍ତ ଭାରତକୁ ଆସିନାହିଁ। ମାତ୍ର ସୋସିଆଲ ମିଡିଆରେ ଆଜିକାଲି ଏହି ବିନା ଡ୍ରାଇଭର କାର୍‌ର ଭିଡିଓ ବେଶ୍‌ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି…

ଖୁବ୍‌ଶୀଘ୍ର ସମଗ୍ର ବିଶ୍ୱରୁ ଶେଷ ହୋଇଯିବ ସୁନା, ଜାଣନ୍ତୁ କ’ଣ ରହିଛି ପ୍ରକୃତ କାରଣ

ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ସାଧାରଣତଃ ଯେ କୌଣସି ପୂଜା ପାର୍ବଣ ପଡ଼ିଲେ ସୁନା କିଣାବିକାର ଚାହିଦା ଟିକେ ବଢ଼ିଯାଇଥାଏ। ବିଶେଷକରି ଦୁର୍ଗାପୂଜା, ଧନନ୍ତ୍ୱରୀ, ଦୀପାବଳି ଆଦିରେ ସୁନା ବିକ୍ରି ଅଧିକ ହୋଇଥାଏ। ବର୍ତ୍ତମାନ ବିଶ୍ୱରେ କରୋନା ମହାମାରୀ କାୟା…

ସାବଧାନ, ବିଶ୍ରାମ ପୋଜ୍‌ରେ ଜିରାଫ: ଦେଖିଲେ ମନେପଡ଼ିବ ସ୍କୁଲ ଜୀବନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…

ଜୀବନକୁ ବାଜି ଲଗାଇ କୁକୁରଛୁଆକୁ ବଞ୍ଚାଇଲେ ବ୍ୟକ୍ତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏହି ଦେଶର ଯୁବତୀମାନେ ପିନ୍ଧନ୍ତି ରକ୍ତଭିଜା ପୋଷାକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଟୋକିଓ,୧୪ା୧୦: ପରମ୍ପରାକୁ ଜାବୁଡ଼ି ଧରିଥିବା ଦେଶ ଜାପାନରେ ଏବେ ଆଉ ଏକ ଅଜବ ଫ୍ୟାଶନ ଟ୍ରେଣ୍ଡ୍‌ କରୁଛି। ଏଠାକାର ଯୁବତୀମାନେ ରାସ୍ତାରେ ରକ୍ତଭିଜା କପଡ଼ା ପିନ୍ଧି ବୁଲୁଛନ୍ତି। ଏପରିକି ଆଖି ତଳେ କଳା ଦାଗ ଏବଂ ବେକରେ ରକ୍ତଭରା ସିରିଞ୍ଜ୍‌ ରଖିଥିବା…

ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କଲେ ଡାକ୍ତର, ଭିଡିଓ ଭାଇରାଲ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଡାକ୍ତରମାନେ କରୋନା ରୋଗୀଙ୍କ ସାମ୍ନାରେ ‘ଚିଟିୟାଁ କଲାୟିୟାଁ’ ଗୀତରେ ଧମାକାଦାର ଡ୍ୟାନ୍ସ କରୁଛନ୍ତି।…

କାହିଁକି ବିବାହ କଲେ ନାହିଁ ମୁକେଶ ଖାନ୍ନା; ଜାଣନ୍ତୁ କାରଣ…

ନୂଆଦିଲ୍ଲୀ, ୧୩।୧୦: ବହୁଚର୍ଚ୍ଚିତ ‘ଶକ୍ତିମାନ’ ସିରିୟଲର ମୁଖ୍ୟ ଅଭିନେତା ମୁକେଶ ଖାନ୍ନା ଏବେ ଖବରର ଶିରୋନାମାରେ ରହୁଛନ୍ତି। ‘ଦି କପିଳ ଶର୍ମା ଶୋ’କୁ ନେଇ ଦେଇଥିବା ମନ୍ତବ୍ୟ ଲାଗି ମୁକେଶ ଚର୍ଚ୍ଚାରେ ରହିଥିଲେ। ଯେତେବେଳେ ବି ମୁକେଶ ଖାନ୍ନାଙ୍କୁ ନେଇ ଆଲୋଚନା…

ଯୁବକଙ୍କ ସହ ମରୁଭୂମିରେ ଡ୍ୟାନ୍ସ କରୁଛନ୍ତି ଓଟ ପଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ମରୁଭୂମିରେ ଓଟ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଦଳେ ଓଟ ମରୁଭୂମିରେ ବୁଲୁଛନ୍ତି। ସେହି ସମୟରେ ଜଣେ ଯୁବକ ଓଟଙ୍କ ପାଖକୁ ଆସି ଗୋଡ…

ରାସ୍ତାକଡ଼ରେ ପଡ଼ିଥିବା ପିଜା ଡବା ହଲୁଥିଲା: ପାଖକୁ ଯାଇ ଦେଖିବା ପରେ ଉଡ଼ିଗଲା ହୋସ୍‌

ଅର୍ଥ ଅଭାବରୁ ଲୋକେ କିଛି ବି କରିବାକୁ ପଛାନ୍ତି ନାହିଁ। ବେଳେ ବେଳେ ସେମାନେ ଏପରି ଭୁଲ ନିଷ୍ପତ୍ତି ନେଇଥାନ୍ତି, ଯାହା ବିଷୟରେ କେହି କେବେ କଳ୍ପନା ମଧ୍ୟ କରିପାରିବ ନାହିଁ। ସେମିତି କିଛି ଘଟିଛି ମେକ୍ସିକୋରେ। ମେକ୍ସିକୋର ତଲାଲଟେନାଙ୍ଗୋ ସହର…

ଖୋଲିଲା ମନ୍ଦିର: ଠାକୁରଙ୍କୁ ଲାଗି ହେଲା ୩ ହଜାର କିଲୋ ସେଓ

ଅହମଦାବାଦ, ୧୩।୧୦: ଲକ୍‌ଡାଉନ୍‌ ପରେ ଗୁଜରାଟର ଅହମଦାବାଦରେ ସ୍ବାମୀ ନାରାୟଣ ମନ୍ଦିର ମଙ୍ଗଳବାର ଖୋଲିଛି। ମନ୍ଦିର ଖୋଲିବାର ପ୍ରଥମ ଦିନରେ ଠାକୁରଙ୍କୁ ୩ ହଜାର କିଲୋ ସେଓ ଲାଗି ହୋଇଛି। ଠାକୁରଙ୍କୁ ସେଓରେ ସଜାଇ ଦିଆଯାଇଛି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ…

ହାତୀ ଉପରେ ଯୋଗ କରୁଥିବା ବେଳେ ଖସି ପଡ଼ିଲେ ରାମଦେବ

ମଥୁରା, ୧୩।୧୦:  ଯୋଗଗୁରୁ ରାମଦେବଙ୍କ ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ରାମଦେବ ହାତୀ ଉପରେ ବସି ଯୋଗ କରୁଥିବାବେଳେ ଖସି ପଡୁଥିବା ଦେଖିବାକୁ ମିଳୁଛି। ଏହି ଭିଡ଼ିଓଟି ମଥୁରାର ରମଣରେତି ଆଶ୍ରମର ବୋଲି କୁହାଯାଉଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri