ଫୁରସତ

କରୋନା ସମୟରେ କନ୍ୟାଙ୍କୁ ଏମିତି ହଳଦୀ ଲଗାଉଛନ୍ତି ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସି ହସି ଗଡ଼ିବେ। ଜଣେ କନ୍ୟାଙ୍କ ବିବାହ ପାଇଁ ହଳଦୀ ସେରିମନି କରାଯାଉଛି। ଏଥିରେ କିଛି ମହିଳା କନ୍ୟାଙ୍କୁ ପେଣ୍ଟ୍‌ ରୋଲର ବ୍ରଶ୍‌ ସାହାଯ୍ୟରେ ହଳଦୀ ଲଗାଉଥିବାର...

ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ଦୌଡୁଛି ଡଷ୍ଟବିନ୍‌

ସାଧାରଣତଃ ଡଷ୍ଟବିନ୍‌ ଅଳିଆ ଆବର୍ଜନା ପକାଇବା ପାଇଁ କାର୍ଯ୍ୟରେ ଲାଗିଥାଏ। ମାତ୍ର ଲୋକେ ଏବେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି। ଯାହାକି ଏହା ଅନେକ କାମରେ ଆସୁଛି। ଜଣେ ଇଞ୍ଜିନିୟରିଂ ଛାତ୍ର ଏହା ଭିତରେ ଏକ ମେଶିନ୍‌ ଲଗାଇଛନ୍ତି। ଫଳରେ...

ଲୁଡୋ ଖେଳରେ ବାପାଙ୍କଠାରୁ ହାରିଲେ ଝିଅ: ପରେ ଯାହା ଘଟିଲା ଶୁଣିିଲେ ବିଶ୍ୱାସ ହେବ ନାହିଁ

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ଲୁଡୋ ଖେଳ ପରିବାରର ପ୍ରିୟ ଖେଳ ପାଲଟିଲା। ପରିବାର ସଦସ୍ୟ ଏକାଠି ବସି ଲୁଡୋ ଖେଳିବାକୁ ଲାଗିଲେ। କିନ୍ତୁ ଏହି ଲୁଡୋ ଖେଳରେ ବାପା ଝିଅକୁ ହରାଇବାରୁ ସମ୍ପର୍କ ଭାଙ୍ଗଯିବାକୁ...

ସ୍ବାମୀ ମାର୍‌ପିଟ କରିବାରୁ ବାପ ଘରକୁ ଚାଲିଗଲେ ସ୍ତ୍ରୀ:ସେଠାରେ କଲେ ଏମିତି କାମ

ଉତ୍ତରପ୍ରଦେଶର କାନପୁରରୁ ଏକ ଅଜବ ପ୍ରେମକାହାଣୀ ଶୁଣିବାକୁ ମିଳିଛି, ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାନପୁରର ବାରାର ଗୁଞ୍ଜନ ଅଞ୍ଚଳର ଘଟଣା। ଗୋଟିଏ ଆପାର୍ଟମେଣ୍ଟରେ ରହୁଥିବା ୨ ପଡୋଶୀ ଯୁବତୀ ରତି ତିଓ୍ବାରୀ ଏବଂ ନନ୍ଦିନୀ ଗୌତମଙ୍କ ମଧ୍ୟରେ...

କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ। ତେବେ ଇତିମଧ୍ୟରେ ପରିସ୍ଥିିତିର ସୁଧାର ଆସିଛି। ସୁରଟରେ ଶିଳ୍ପସଂସ୍ଥାଗୁଡ଼ିକ ଖୋଲିଛି। ଶିଳ୍ପସଂସ୍ଥାରେ ଶ୍ରମିକଙ୍କ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍‌ଲ

ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍‌ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ ଯିଏକି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କୁ ୧୯୮୮ରେ ପଦ୍ମଶ୍ରୀ, ୨୦୦୧ରେ...

ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ !

ଓ୍ବାଶିଂଟନ, ୨୯।୯: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି କରାଯାଇଛି। ୨ ବର୍ଷ ତଳେ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣି ହ୍ରଦର...

ମଣିଷଠାରୁ କଦଳୀ ଛଡ଼ାଇ ନେଉଛି ହାତୀ, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...

ଗଙ୍ଗାରେ ଆମାଜନ ନଦୀର ଅଜବ ମାଛ, ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୮ା୯: ଆମେରିକାର ଆମାଜନ ନଦୀରେ ଥିବା କ୍ୟାଟ୍‌ଫିସ୍‌ ନାମକ ପ୍ରଜାତିର ଏକ ମାଛ କାଶୀ ଗଙ୍ଗାରେ ଦେଖିବାକୁ ମିଳିଛି। ଗଙ୍ଗାରେ ଏହି ମାଛକୁ ଦେଖି ପ୍ରାଣୀ ବିଜ୍ଞାନୀମାନେ ଚିନ୍ତାରେ ପଡ଼ିଛନ୍ତି। ଏକ ମାସ ମଧ୍ୟରେ ଗଙ୍ଗାରେ ଦ୍ୱିତୀୟ ଥର ପାଇଁ...

ଏହି ଅଭିନେତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ଭଗତ ସିଂ

ଭାରତର ସ୍ବାଧୀନତା ସଂଗ୍ରାମରେ ଶହୀଦ୍‌ ଭଗତ ସିଂ ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ତାଙ୍କୁ ଜାତୀୟତାବାଦୀ ଆନ୍ଦୋଳନର ଅନ୍ୟତମ ପ୍ରଭାବଶାଳୀ ବିପ୍ଳବୀ ଭାବରେ ବିବେଚନା କରାଯାଏ। ଭଗତ ସିଂ ସେପ୍ଟେମ୍ବର ୨୮ ୧୯୦୭ରେ ଅବିଭକ୍ତ ଭାରତର ଲାୟଲପୁର ଜିଲା(ବର୍ତ୍ତମାନ ପାକିସ୍ତାନ)ର ବଙ୍ଗାରେ...

୪ ଯୁବକ ଦେଖାଇଲେ ଏମିତି ଷ୍ଟଣ୍ଟ, ଆପଣ ବି ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୪ ଯୁବକ ଏକ ଦଉଡ଼ି ସାହାଯ୍ୟରେ ଆଖି ଲାଖିଯିବା ପରି ଷ୍ଟଣ୍ଟ୍‌ ଦେଖାଇଛନ୍ତି। ଏହା ଦେଖି ଦେଖଣାହାରୀ ଚକିତ ହୋଇଯାଇଛନ୍ତି। ଏହି ୪ ଯୁବକ ଦଉଡ଼ି ସହିତ...

କୁଣ୍ଡେ ପାଣି ଦେଖି ଏମିତି କଲା ହାତୀ ଛୁଆ

ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ମଜାଳିଆ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ମନ ନିଶ୍ଚିନ୍ତ ଭାବରେ ପ୍ରସନ୍ନ ହୋଇଯିବ। ଭିଡିଓରେ ଏକ ହାତୀ ଛୁଆ କୁଣ୍ଡେ ପାଣି ଦେଖି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri