୫ ମିନିଟ୍ରେ ୧.୬ କିମି ଦୌଡ଼ିଲେ ୯ ମାସର ଗର୍ଭବତୀ
ମାଇକେଲ ମାଇଲର୍ ନାମକ ଜଣେ ବ୍ୟକ୍ତି ନିଜ ୟୁ ଟ୍ୟୁବ ଚ୍ୟାନେଲରେ ପ୍ରାୟ ଏକ ମିନିଟ୍ ଅବଧିର ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ମାଇଲରଙ୍କ ସ୍ତ୍ରୀ ମାକେନା ଏକ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ବାସ୍ତବରେ ମାକେନଙ୍କ…
ମାଙ୍କଡ଼ କରୁଛନ୍ତି ଏପରି କାର୍ଯ୍ୟ : ଦେଖିଲେ ମନେପଡ଼ିବ ପିଲାଦିନ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ଫିଲ୍ମ ଷ୍ଟାଇଲ୍ରେ ଉଡ଼ିଉଡ଼ି ଏମିତି କରୁଛି ସିମ୍ପାଜି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…
ଜାଣନ୍ତି ଅପରେଶନ ସମୟରେ ଡାକ୍ତରମାନେ କାହିଁକି ପିନ୍ଧିଥାନ୍ତି ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ
ହସ୍ପିଟାଲରେ ଡାକ୍ତରମାନେ ଅପରେଶନ କରିବା ସମୟରେ ସବୁଜ କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧୁଥିବା ନିଶ୍ଚିତ ଦେଖିଥିବେ। କେବେ ମନକୁ ପ୍ରଶ୍ନ ଆସିଛି କି ଏତେ ରଙ୍ଗ ଥାଇ ଡାକ୍ତରମାନେ କାହିଁକି ଏହି ଦୁଇ ରଙ୍ଗର କପଡ଼ା ପିନ୍ଧୁଛନ୍ତି। ତେବେ ଆସନ୍ତୁ…
ମଡେଲିଂ କରୁଛି ଭାଲୁ!
ଭାଲୁ କରୁଛି ମଡେଲିଂ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ସତ। ରୁଷରେ ରହୁଥିବା ଏକ ୨୮ ବର୍ଷୀୟ ଭାଲୁ ମଡେଲିଂ କରୁଛି। ଭେଟଲାନା ଏବଂ ୟୁରି ପାଣ୍ଟେଲିଙ୍କୋଙ୍କ ଘରେ ରହୁଥିବା ଏହି ଭାଲୁଟିର ପ୍ରତିଭାକୁ ଚିହ୍ନିଥିଲେ ମସ୍କୋରେ ରହୁଥିବା ବିଶିଷ୍ଟ ଫଟୋଗ୍ରାଫର…
ନଦୀରେ କୁମ୍ଭୀର ସହ ପହଁରୁଥିଲେ ଜଣେ ବ୍ୟକ୍ତି, ପରେ ଘଟିଲା ଏମିତି; ଦେଖନ୍ତୁ ଭିଡିଓ
ଜଣେ ବ୍ୟକ୍ତି କୁମ୍ଭୀରଙ୍କ ସହିତ ଗାଧୋଇବାକୁ ନଦୀକୁ ଯାଇଥିଲେ। ପ୍ରାରମ୍ଭରେ ସେ କୁମ୍ଭୀର ସହିତ ମଜା କରୁଥିଲେ। ମାତ୍ର ଶେଷ ପରିସ୍ଥିତ ବହୁ ଭୟଙ୍କର ଥିଲା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି, ନଦୀରେ…
ସୋସିଆଲ ମିଡିଆରେ ଏମିତି ଦୁଃଖଭରା ବାର୍ତ୍ତା ଲେଖିଲେ ଏହି ବ୍ୟକ୍ତି, ସହାୟତା ପାଇଁ ଆଗେଇ ଆସିଲେ ଲକ୍ଷାଧିକ ଲୋକ
କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। ଅନେକ ଲୋକ ଦୀର୍ଘମାସ ଧରି ବେକାର ଅଛନ୍ତି ଏବଂ ନୂତନ ଚାକିରିର ସୁଯୋଗ ମଧ୍ୟ ହ୍ରାସ ପାଇଛି। ଏପରି ଜଣେ ବେକାର ବ୍ୟକ୍ତି ଟୁଇଟରରେ କିଛି ବାର୍ତ୍ତା…
ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି
ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା ସେପ୍ଟୁନରିୟମ ଏଜ୍ଜି ଉମା ମହେଶଙ୍କର ବୋଲି ଏବେ କୁହାଯାଉଛି । ଗତ ଶୁକ୍ରବାର ୭୨…
ଆଙ୍ଗୁଠିରୁ କାଦୁଅ ଛଡାଇବା ପାଇଁ ଏପରି ଉପାୟ ଆପଣାଇଲା ହାତୀ ଛୁଆ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଛୁଆ ହାତୀ ତାର ଗୋଡ ଆଙ୍ଗୁଠିରୁ କାଦୁଅ ଛଡାଉ ଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଛୁଆ ହାତୀର ଗୋଡରେ କାଦୁଅ ଲାଗିଯାଇଛି। ପରେ ଛୁଆ…
୧୦ ହଜାର ଟଙ୍କାର ବାଜି ଜିତିବା ପାଇଁ ଏମିତି ପଦକ୍ଷେପ ନେଲେ ଯୁବକ
ଲକ୍ଷ୍ନୌ,୧୮।୧୦: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଭିନ୍ନ ଟ୍ରାକ୍ଟର ଡ୍ରାଇଭର ଏକ ଉଚ୍ଚ କାଦୁଅ ଗଦା ଉପରେ ଟ୍ରାକ୍ଟର ଚଢାଇବା ପାଇଁ ୧୦ ହଜାର ଟଙ୍କା ସର୍ତ୍ତ ଲଗାଇଥିଲେ। କାଦୁଅ ଗଦା ଏତେ ଉଚ୍ଚ ଥିଲା…
ହାଓଡା ବ୍ରିଜ୍
ଅନେକ ଭାଷାଭାଷୀର ଚଳଚ୍ଚିତ୍ରରେ ଆପଣମାନେ ହାଓଡ଼ା ବ୍ରିଜ୍ର ଚିତ୍ର ଦେଖିଥିବେ ନିଶ୍ଚିତ। କଲିକତା ସହରରେ ରହିଥିବା ଏହି ବ୍ରିଜ୍ର ଆଶ୍ଚର୍ଯ୍ୟଜନକ ନିର୍ମାଣ ଶୈଳୀ କେବଳ ଆମ ଦେଶ ନୁହେଁ ବିଦେଶୀ ପର୍ଯ୍ୟଟକଙ୍କୁ ବି ଆକର୍ଷିତ କରିଥାଏ। ଆସନ୍ତୁ ଜାଣିବା ଏହା ସମ୍ପର୍କରେ…
ରହିବନି ଭୟ
ଅନେକ ଯୁବତୀଯୁବକ ଅଛନ୍ତି ଯେଉଁମାନଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ କିମ୍ବା ଜନସମାଗମରେ କିଛି କହିବାକୁ ଭୟ ଲାଗିଥାଏ, ଯାହାକୁ ମେଡିକାଲ ସାଇନ୍ସରେ ଗ୍ଲୋସୋଫୋବିଆ ବୋଲି କୁହାଯାଇଥାଏ। ଅନେକ ଯୁବତୀଯୁବକ ଏହି ଫୋବିଆ ଯୋଗୁ ଗୀତ, ଅଭିନୟ, ବକ୍ତବ୍ୟ ଆଦିରେ ଦକ୍ଷତା ଥିଲେ ସୁଦ୍ଧା…
Archives


