ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପଞ୍ଜୁରୀରେ ଥିବା ଏକ ସିମ୍ପାଜି ତାକୁ ଦେଖୁଥିବା ଲୋକଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଉଡ଼ିଉଡ଼ି ଧୂଳି ପକାଉଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
I was born to be free…
Not for ur slavery.Free animals from cages. pic.twitter.com/8pdER3OzgX
— Susanta Nanda IFS (@susantananda3) October 19, 2020