Posted inଫୁରସତ

ଏମିତି ଉପାୟରେ ନଦୀ ପାର ହେଉଛି ସିମ୍ପାଞ୍ଜି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ସିମ୍ପାଞ୍ଜି ନଦୀ ପାର ହେଉଥିବା ଦେଖିବାକୁ ମିଳୁଛି। କିଛି ସମୟ ପାଣିରେ ଗଲାପରେ ତାକୁ ଏତେ ଥଣ୍ଡା ଲାଗୁଛି ଯେ, କୂଳକୁ ଫେରି ଆସୁଛି।
ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧୮ ବର୍ଷ ପରେ ଭାରତରେ ଫୁଟିଲା ଏହି ବିରଳ ପ୍ରଜାତିର ଫୁଲ

ବରେଲି, ୬।୭- ଭାରତରେ ଦୀର୍ଘ ୧୧୮ ବର୍ଷର ବ୍ୟବଧାନ ପରେ ବିରଳ ପ୍ରଜାତିର ଅର୍କିଡ ଫୁଲର ସନ୍ଧାନ ମିଳିଛି। ଉତ୍ତର ପ୍ରଦେଶର ଦୁଧ୍‌ଓ୍ବା ଜାତୀୟ ଉଦ୍ୟାନରେ...

ଟୋଲ୍‌ ଫ୍ରି ନମ୍ବରକୁ ୨୪ ହଜାର କଲ୍‌

ଟୋକିଓ: ଗ୍ରାହକଙ୍କ ଅଭିଯୋଗ ଶୁଣିବା ଓ ଏହାର ସମାଧାନ ଦିଗରେ ସୂଚନା ପ୍ରଦାନ ପାଇଁ କମ୍ପାନୀଗୁଡ଼ିକ ଟୋଲ୍‌ ଫ୍ରି ନମ୍ବରର ସୁବିଧା ଯୋଗାଇ ଦେଇଥାଆନ୍ତି। ଏହି...

ମାସ୍କ ଆର୍ଟ

କରୋନା ମହାମାରୀ ପାଇଁ ମଣିଷ ଘରେ ବନ୍ଦି ହୋଇ ରହିବାକୁ ବାଧ୍ୟ ହେଉଛି। ତେଣୁ ମଳୁଥିବା ଖାଲି ସମୟରେ ଅନେକେ ନିଜ ଅନ୍ତର୍ନିହିତ କଳାର ବିକାଶ...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ...

ଆକାଶରେ ଷ୍ଟଣ୍ଟ୍‌ ମାରିଲେ ଯୁବକ: ରେକର୍ଡ କରିବାକୁ ଚାହୁଁଥିଲେ ଦେଖନ୍ତୁ ଏହି ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ଦୁଃସାହସିକ କାର୍ଯ୍ୟର ଭିଡିଓ ଭାଇରାଲ ହେଉଛି। ସେହିଭଳି ଆଖି ଲାଖିଯିବା ପରି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।...

ଡାକ୍ତର ସାଜିଲେ ସିରିୟଲ୍‌ କିଲର

ନୂଆଦିଲ୍ଲୀ,୧।୮: ଡାକ୍ତରଙ୍କୁ ସମସ୍ତେ ଭଗବାନଙ୍କ ଏକ ରୂପର ଆଖ୍ୟା ଦେଇଥାନ୍ତି। କାରଣ ଡାକ୍ତରମାନେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଏକ ନୂଆ ଜୀବନ ଦେବାର ଅଧିକାରୀ...

ହେୟାର କଟ୍‌ ଫର୍ମୁଲା

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଘରେ ରହିବା ଫଳରେ କିଛି ଲୋକଙ୍କର କ୍ରିଏଟିଭିଟି ବେଶ୍‌ ଉତ୍ସାହପୂର୍ଣ୍ଣ ହୋଇପାରିଛି। ଏଇ ଯେମିତି ଏବେ ଚୁଟି କାଟିବାର ଏକ ସ୍ବତନ୍ତ୍ର...

ଆଳୁରେ ନିର୍ମିତ ହୋଟେଲ

ଆଳୁରେ ନିର୍ମିତ ହୋଟେଲ। ପଢିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ଇଦାହେ ରାଜ୍ୟରେ ଆଳୁରେ ତିଆରି ଏକ ହୋଟେଲ ରହିଛି। ଏହି ଆଳୁର ଓଜନ...

Play 250+ Trending Games
Archives

Model This Week

Why Dharitri