ପରାଜୟ ପରେ ବି ହ୍ବାଇଟ୍ ହାଉସ୍ ଛାଡି ନ ଥିଲେ ଆମେରିକାର ଏହି ରାଷ୍ଟ୍ରପତି
ଚାରି ଦିନର ସଂଘର୍ଷ ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ବିଜୟର ରାସ୍ତା ସ୍ପଷ୍ଟ ହୋଇଯାଇଛି। ଡେମୋକ୍ରାଟିକ ପାର୍ଟିର ବାଇଡେନ ଏହି ନିର୍ବାଚନରେ ଜିତିଛନ୍ତି ଏବଂ ସେ ଦେଶର ୪୬ତମ ରାଷ୍ଟ୍ରପତି ହେବେ। ୧୮୦୦ରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସହ…
୬ ମାସ ମଧ୍ୟରେ ୧୨୦ ମହିଳାଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଉଥିଲେ ଏହି ବ୍ୟକ୍ତି, ଆଉ ତା’ପରେ
ବେଙ୍ଗାଲୁରୁ,୮।୧୧: କର୍ନାଟକରେ ଏକ ରୋଚକ ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ୧୨୦ ମହିଳାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୫୪ ବର୍ଷୀୟ ବ୍ୟକ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ…
ଏମିତି ଗାଁ, ଯେଉଁଠି ସମସ୍ତଙ୍କ ଘରେ ଦିଆଯାଏ କେବଳ କଳାରଙ୍ଗ
ସାଧାରଣତଃ ଘରକୁ ସଜାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ରଙ୍ଗ ବ୍ୟବହାର କରିଥାନ୍ତି। ମାତ୍ର ଏମିତି ଏକ ଗାଁ ଅଛି, ଯେଉଁଠି ଘର ରଙ୍ଗ କରିବା ପାଇଁ କେବଳ କଳାରଙ୍ଗର ବ୍ୟବହାର କରାଯାଏ। ଛତିଶଗଡ଼ର ଜୟପୁର ଜିଲାସ୍ଥିତ ଏକ ଆଦିବାସୀ ବହୁଳ…
ବୋତଲରେ ପାଣି ପିଉଛି ବତକ ଛୁଆ: ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ…
ସାବଧାନ! ଏହି ମାଛ ଖାଇଲେ ଚାଲିଯିବ ଜୀବନ
ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି ସାବଧାନ ରହିବା ଜରୁରୀ। ଏପରି ବିଷାକ୍ତ ମାଛର ନାଁ ହେଉଛି ପଫର। ଏଥିରେ ସାଇନାଇଡ୍ଠାରୁ…
ଲକ୍ଡାଉନ୍ରେ ଚାଲିଯାଇଥିଲା ଚାକିରି, ଭାଙ୍ଗିପଡ଼ିଥିଲେ ଯୁବକ: ରାତାରାତି ସାମାନ୍ୟ ଘାସ କରିଦେଲା ଲକ୍ଷପତି
କରୋନା ପାଇଁ ସାରା ଦେଶରେ ଲକ୍ଡାଉନ୍ ହୋଇଥିଲା। ଆଉ ଏହି ଲକ୍ଡାଉନ୍ କେତେକଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଥିଲା। ଏ ନେଇ ପ୍ରାୟ କେତେ ଲୋକ ଚାକିରି ହରାଇଥିବା ବେଳେ ବ୍ୟବସାୟୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ଚାକିରି…
ସବୁଠୁ ବଡ଼ ଦୀପ: ରହୁଥିଲା ୮୦୦ ଲିଟର ତେଲ
ହିନ୍ଦୁ ଧର୍ମରେ ଦୀପର ମାହାତ୍ମ୍ୟ ବେଶ୍ ରହିଛି। ଯେ କୌଣସି ପୂଜା ହେଉ ନା କାହିଁକି ଦୀପ ଲୋଡା ପଡେ। ଦୀପାବଳି ପର୍ବରେ ତ ଘରେ ଘରେ ଜଳେ ଦୀପ। ଆଲୋକିତ ହୋଇଯାଏ ସାରା ପରିବେଶ। ଆଉ ମହାଦେବଙ୍କ ପର୍ବ ଜାଗରରେ…
କୁନି ବୈଜ୍ଞାନିକ ଗୀତାଞ୍ଜଳି
ଆମେରିକାର କଲରାଡୋରେ ରହୁଥିବା ଗୀତାଞ୍ଜଳି ରାଓ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ବୟସ ତାଙ୍କର ମାତ୍ର ୧୧ ବର୍ଷ। ଏହି ବୟସରେ ସେ ଆମେରିକାର ଟପ୍ ୟଙ୍ଗ ସାଇଣ୍ଟିଷ୍ଟ ହେବାର ସୁନାମ ଅର୍ଜନ କରିଛନ୍ତି। ଉକ୍ତ ସମ୍ମାନ ସେ ତିଆରି କରିଥିବା ଏକ…
ଜନ୍ମରୁ ଦୁଇ ହାତ ନାହିଁ, ଥୋଡିରେ ଖେଳନ୍ତି ସ୍ନୁକର
ମନରେ ଦୃଢ ଇଚ୍ଛାଶକ୍ତି ଥିଲେ, କୌଣସି କାମ ଅସମ୍ଭବ ନୁହେଁ। କଠିନରୁ କଠିନ ପରିସ୍ଥିତି ବି ଲକ୍ଷ୍ୟରୁ ବିଚ୍ୟୁତି କରିପାରିବ ନାହିଁ। ମହମ୍ମଦ ଇକ୍ରମ୍ ହେଉଛନ୍ତି ଠିକ୍ ସେହିଭଳି ଜଣେ ବ୍ୟକ୍ତି। ଜନ୍ମରୁ ତାଙ୍କର ଦୁଇ ହାତ ନାହିଁ। କିନ୍ତୁ ତାଙ୍କୁ…
ବିସ୍କୁଟ ଖାଇବେ, ୪୦ଲକ୍ଷ ଦରମା ପାଇବେ
ସାରା ଦୁନିଆରେ ଅନେକ ପ୍ରକାରର ଚାକିରି ରହିଛି। କିଏ ନିଜ ଚାକିରିକୁ ନେଇ ସନ୍ତୁଷ୍ଟ ଥାଆନ୍ତି ତ ଆଉ କିଏ ନ ଥାଆନ୍ତି। ତେବେ ଯଦି ଆପଣଙ୍କୁ କୁହାଯିବ ଚାକିରିରେ କେବଳ ବିସ୍କୁଟ ଖାଇବାକୁ ହେବ, ଆଉ ତା’ର ଟେଷ୍ଟ ରେକର୍ଡ…
ଅଟୋରିକ୍ସାରେ ଘର: ନାଁହେଉଛି ସୋଲୋ ୦.୧
ଅଟୋରିକ୍ସାରେ ପୁଣି ଭ୍ରାମ୍ୟମାଣଘର! କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏକଥା ସତ । ଏହି ପରି ଆକର୍ଷଣୀୟ ଭ୍ରାମ୍ୟମାଣ ଘରକୁ ଡିଜାଇନ୍ କରିଛନ୍ତି ତାମିଲନାଡୁର ୨୩ ବର୍ଷୀୟ ଯୁବକ ଏନ୍.ଜି.ଅରୁନ୍ ପ୍ରଭୁ ।ଏହା ଭାରତର ପ୍ରଥମ ଭ୍ରାମ୍ୟମାଣ ଘର ।…
୩୩୦ ଫୁଟ ଉଚ୍ଚର ଝରଣା: ଖସିବନି ପାଦ, ସହଜରେ ଚଢ଼ିହେବ ଉପରକୁ
ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହାର ସ୍ବତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ପରିଚିତି ଲାଭ କରିଥାଏ। ସେଥିପାଇଁ ଏହି ସ୍ଥାନର ମଜା ଉଠାଇବାକୁ ଧାଇଁ ଆସନ୍ତି ଲୋକେ। ସାଧାରଣତଃ ଲୋକେ ପାହାଡ଼ ଚଢ଼ନ୍ତି। ମାତ୍ର ଝରଣା ଚଢ଼ିବା କଥା…
Archives


