ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ
ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ ଉକ୍ତ ପରିବାରର ଜଣେ କି ଦୁଇଜଣ ନୁହନ୍ତି, ୬ ଝିଅ ହେଉଛନ୍ତି ବୈଜ୍ଞାନିକ।...
ବୟଫ୍ରେଣ୍ଡ୍ ଜେଲରୁ ମୁକୁଳିବା ପରେ ଏମିତି ଜନ୍ମଦିନ ପାଳିଲେ ଗର୍ଲଫ୍ରେଣ୍ଡ୍, ଦେଖଣାହାରୀ ଚକିତ
ପୁଣେ,୨୪ା୧୦: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜଣେ ଯୁବତୀ ଭିନ୍ନ ଢଙ୍ଗରେ ଜନ୍ମଦିନ ପାଳିଛନ୍ତି। ଯାହା ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଣ୍ଡଲିକ ନାଗର ଥାନା ପୋଲିସ ଇନ୍ସପେକ୍ଟର ଘନଶ୍ୟାମ ସୋନାଓ୍ବାନେ କହିଛନ୍ତି ଯେ, ଏହି ଘଟଣାଟି ଗତ ୪ ତାରିଖର। ବିଳମ୍ବିତ ରାତିରେ...
ଭାରତର ଏହି ଶତ୍ରୁ ଦେଶରେ ରହିଛି ଦେବୀ ଶକ୍ତିପୀଠ, ହିନ୍ଦୁ ସହିତ ମୁସ୍ଲିମ ବି କରନ୍ତି ପୂଜା
ଇସ୍ଲାମାବାଦ,୨୪ା୧୦: ଚଳିତବର୍ଷ କରୋନା ମହାମାରୀ ପୂଜାପାର୍ବଣ ଉପରେ ପ୍ରଭାବ ପକାଇଛି। ତେଣୁ ପାର୍ବଣ ଫିକା ପଡ଼ିଛି। ମାତ୍ର ଲୋକଙ୍କ ମନରୁ ଭକ୍ତିଭାବ ଦୂରେଇ ନାହିଁ। ଲୋକେ ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି। ଏହି ସ୍ବତନ୍ତ୍ର ଉତ୍ସବରେ ଜାଣନ୍ତୁ କିଛି...
ଦଶହରା ଉତ୍ସବ ରଦ୍ଦ: କରୋନାରେ ଆକ୍ରାନ୍ତ ହେଲେ ରାବଣ, ହସ୍ପିଟାଲରେ ଭର୍ତ୍ତି
ଦଶହରା ଉତ୍ସବ ରଦ୍ଦ ହୋଇଛି। କାରଣ ରାବଣ କରୋନା ପଜିଟିଭ ହୋଇଛନ୍ତି। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଛି। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ୨୭ ସେକେଣ୍ଡର ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ...
ଚାହୁଁଚାହୁଁ ବର୍ଷା ପାଣିରେ ବୁଡ଼ିଗଲା କାର୍: ୧୫ ଦିନର ଶିଶୁଙ୍କୁ କରାଗଲା ଉଦ୍ଧାର, ଭିଡ଼ିଓ ଭାଇରାଲ
ବେଙ୍ଗାଲୁରୁ, ୨୪।୧୦: ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଜାରି ରହିଛି। ଏବେ ଏଠାକାର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଏକ ଲାଲ୍ ରଙ୍ଗର କାର ପ୍ରବଳ ବର୍ଷା ପାଣିରେ ଚାହୁଁଚାହୁଁ ବୁଡ଼ି ଯାଉଥିବାର ଦେଖିବାକୁ ମିଳୁଛି।...
ମଣିଷ ନୁହେଁ ଭୂତ ସନ୍ତାନର ମା’ ହେବାକୁ ଚାହୁଁଥିଲେ ଏହି ମହିଳା
ସମାଜରେ ଭୂତ ଅଛନ୍ତି କି ନାହିଁ ସେ ନେଇ ପ୍ରାୟ ସବୁବେଳେ ଦ୍ୱନ୍ଦ୍ୱ ଦେଖାଯାଇଥାଏ। ବିଜ୍ଞାନ ମତରେ ଭୂତ ବୋଲି କିଛି ନାହିଁ। ଏସବୁ ମନର ଏକ ଭ୍ରମ। ମାତ୍ର ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତକୁ ବିଶ୍ୱାସ କରନ୍ତି।...
କରୋନା ମହାମାରୀକୁ ଖାତିର ନ କରି ୧୫ କିମି ସାଇକେଲ ଚଲାଇ ରୋଗୀଙ୍କ ସେବା କରିବାକୁ ଯାଉଛନ୍ତି ୮୭ ବର୍ଷିୟ ଡାକ୍ତର
ଚନ୍ଦ୍ରପୁର,୨୩ ।୧୦: କରୋନା ମହାମାରୀ ସମୟରେ ଗାଁ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରେ ନାନା ଅସୁବିଧା ଭୋଗ କରୁଥିବା ଦେଖାଯାଇଛି । ଆଉ ଏହି ମହାମାରୀ ସମୟରେ ବିଶେଷ ଭାବେ ଛୋଟ ପିଲା, ବୟସ୍କ ବ୍ୟକ୍ତି ଓ ଗର୍ଭବତୀଙ୍କୁ ଘରୁ...
ଈଶା, ଆକାଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଟିନା ଅମ୍ବାନୀ, ଲେଖିଲେ ଏହି ହୃଦୟସ୍ପର୍ଶୀ ବାର୍ତ୍ତା
କୋଟିପତି ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ପୁଅ ହେଉଛନ୍ତି ଆକାଶ ଆଉ ଝିଅ ଈଶା। ଆଜି ହେଉଛି ଉଭୟଙ୍କ ଜନ୍ମଦିନ। ଏହି ଅବସରରେ ଖୁଡ଼ି ଟିନା ଅମ୍ବାନୀ ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାର କରି ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...
ପିଲାଙ୍କ ପାଇଁ ଜୀବନକୁ ବାଜି ଲଗାଇଲା ମା’: ଅଜଗରକୁ ଗାତରେ ଦେଖି ବତକ କଲା ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...
ଏହି ପଶୁର କ୍ଷୀରରୁ ତିଆରି ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ପନିର:ଏହି ଦାମ୍ରେ କିଣାଯାଇ ପାରିବ ସୁନା
ସାଧାରଣତଃ ଆମେ ଗାଈ କିମ୍ବା ମଇଁଷି କ୍ଷୀରରୁ ପନିର ତିଆରି କରିଥାଉ। ଯାହାର କିଲୋପ୍ରତି ଦାମ୍ ୩ଶହରୁ ୬ଶହ ଟଙ୍କା । ହେଲେ ଏମିତି ଏକ ପଶୁର କ୍ଷୀରରୁ ପନିର ତିଆରି ହେଉଛି ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପନିର।...
ବୟସ ୧୪, ଉଚ୍ଚତା ୭ ଫୁଟ
ବେଜିଂ,୨୩ା୧୦: ଦକ୍ଷିଣ ପଶ୍ଚିମ ଚାଇନାର ସିଚୁଆନ ରାଜ୍ୟ ଲେଶାନ ସିଟିର ଜଣେ ୧୪ ବର୍ଷର ବାଳକଙ୍କ ଉଚ୍ଚତା ୭ ଫୁଟ। ଏହି ବାଳକ ବିଶ୍ୱର ସବୁଠୁ ଡେଙ୍ଗା ବାଳକ ଭାବରେ ପରିଗଣିତ ହୋଇଛନ୍ତି। ତାଙ୍କ ନାମ ରେନ୍ କିୟୁ। ରେନ୍...
କୁନି ପୁଅକୁ ଏପରି ଆଲିଙ୍ଗନ କରୁଛି କୁକୁଡା
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କୁନି ପୁଅକୁ ଏକ କୁକୁଡା ଆଲିଙ୍ଗନ କରୁଥିବା ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ୨ଟି କୁକୁଡା ବାହାରେ ବୁଲୁଛନ୍ତି। ସେହି ସମୟରେ ଏକ କୁନି...
Archives


