ବିନା ମାଟିରେ ଚାଷ
ସହର ବଜାର କଥା ଦେଖିଲେ, ଘର କରିବା ପାଇଁ ତ ଜାଗାର ଅଭାବ ପୁଣି ଜାଗାର ଦାମ୍ ଯାହା, ସେଥିରେ ଘରକରି ବଗିଚା କରିବା ପାଇଁ ସମ୍ବଳର ଅଭାବ ଦେଖାଦିଏ। ତେଣୁ ନିଜ ସାଧ୍ୟମୁତାବକ ଛୋଟ ଜାଗାକୁ କିଣି ଲୋକ ଘରକରିବାକୁ…
ଜାଣନ୍ତୁ ରାସ୍ତା ପାର୍ଶ୍ୱରେ କାହିଁକି ଥାଏ ବିଭିନ୍ନ ରଙ୍ଗର ମାଇଲଖୁଣ୍ଟ
ଆପଣ ନିଶ୍ଚିତ ରାସ୍ତାରେ ଯିବା ବେଳେ ପାର୍ଶ୍ୱରେ ଥିବା ମାଇଲଖୁଣ୍ଟ ଦେଖିଥିବେ। ଏହି ପଥରଗୁଡ଼ିକରେ ସ୍ଥାନର ଦୂରତା ଏବଂ ସ୍ଥାନର ନାମ ଲେଖାଯାଇଥାଏ। ତେବେ ଏହି ପଥରଗୁଡ଼ିକ ବିଭିନ୍ନ ରଙ୍ଗର ହୋଇଥାଏ। ଏହି ମାଇଲଖୁଣ୍ଟର ଉପର ଅଂଶ ହଳଦିଆ, ସବୁଜ ଏବଂ…
ଆମେ ଆଉ ପ୍ଲାଷ୍ଟିକ୍ ବୋତଲ
କାଚପରି ସ୍ବଚ୍ଛ କିନ୍ତୁ କାଚ ତୁଳନାରେ ଢେର ହାଲୁକା । ତଳେ ପଡିଲେ ଭାଙ୍ଗିବନି କି ଫାଟିବନି। ଯେଉଁଠି ଲିଟରେ ପାଣି ରଖିବାକୁ ଆବଶ୍ୟକ ହେଉଥିଲା ଅଧ କେଜିର କାଚ ବୋତଲ ସେଠି ମାତ୍ର ୩୦ ଗ୍ରାମ୍ର ବୋତଲ ହିଁ ଯଥେଷ୍ଟ।…
‘ଦି ଗ୍ରେଟ୍ ସ୍ମଗ୍ ଅଫ୍ ଲଣ୍ଡନ’
ଲଣ୍ଡନ: ପାଖାପାଖି ୬୮ ବର୍ଷ ତଳେ ଲଣ୍ଡନବାସୀ ଦେଖିଥିଲେ କୁହୁଡ଼ିର ଭୟାବହତା। ସେଦିନ ଥିଲା ଡିସେମ୍ବର ୪। ହଠାତ୍ ସାରା ସହର ଅନ୍ଧକାରମୟ ହୋଇଗଲା। ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇଗଲା। ଶ୍ୱାସକ୍ରିୟାରେ ଜଟିଳ ସମସ୍ୟା ଉପୁଜିଲା। ହସ୍ପିଟାଲରେ ଅସମ୍ଭାଳ ଭିଡ଼…
କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ
ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ବଜାୟ…
ଚଳନ୍ତା କାର୍ରୁ ବାହାରି ମଦ ପିଇଲେ ଦୁଇ ଯୁବକ, ଷ୍ଟଣ୍ଟ୍ ଦେଖି ଲୋକେ କହିଲେ…
ସୋସିଆଲ ମିଡିଆରେ ଦୁଇ ଯୁବକ ଚଳନ୍ତା କାର୍ରେ ଠିଆ ହୋଇ ମଦ ପିଉଥିବା ଦୃଶ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି। ମୁମ୍ବାଇ ରାସ୍ତାରେ ୩ ଜଣ ଯୁବକ ଏକ କାର୍ରେ ଯାଉଥିଲେ। ଜଣେ ଯୁବକ କାର୍ ଚଳାଉଥିବା ବେଳେ ଆଉ ଦୁଇଜଣ…
ଅଣ୍ଡାରୁ ଛୁଆଫୁଟାଇବା ସମୟରେ ଛଞ୍ଚାଣ ସହ ଘଟିଲା ଏମିତି
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ବିବାହର ୩ ଦିନ ପୂର୍ବରୁ କନ୍ୟାଙ୍କୁ ହେଲା କରୋନା, ଏମିତି ଉପାୟରେ ବିବାହ କଲେ ଏହି ଯୋଡ଼ି
ବିବାହର ମାତ୍ର ୩ ଦିନ ପୂର୍ବରୁ ଜଣେ କନ୍ୟା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବି ବିବାହ ପାଇଁ ନିଷ୍ପତ୍ତି ନେଲେ। ଏବେ ଆପଣ ଭାବୁଥିବେ ଏ ବାହାଘର କେମିତି ସମ୍ଭବ। ମାତ୍ର ବିବାହ ପାଇଁ ଏହି ଦୁଇଜଣ ଏମିତି…
ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…
ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା ପାଇଁ ହେଲିକପ୍ଟର ବୁକ୍ କରି ମ୍ୟାକଡୋନାଲ୍ଡ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଶୁଣିବାକୁ ଆର୍ଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…
ଅନଲାଇନ୍ ମିଟିଂରେ କାନରୁ ମଇଳା ବାହାର କରି ଖାଇଲେ ମେୟର: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଲଣ୍ଡନ, ୫।୧୨: ଲଣ୍ଡନ ମହାନଗର ନିଗମ ପକ୍ଷରୁ ଏକ ଅନଲାଇନ୍ରେ ମିଟିଂ ଚାଲିଥିଲା। ହଠାତ୍ ଡେପୁଟି ମେୟର ଜୁଲିୟନ୍ ବେଞ୍ଜାମିନ୍ ନିଜ କାନରୁ ମଇଳା ବାହାର କରିବା ସହିତ ଏହାକୁ ଖାଇଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ…
ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି
ଇସଲାମାବାଦ୍,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି ଘଟଣା ଜଣାପଡ଼ିଛି। ସଙ୍ଘୀୟ ଯାଞ୍ଚ୍ ଏଜେନ୍ସି(ଏଫ୍ଆଇଏ) ଅନୁସାରେ ସୀମା ଖର୍ବେ ନାମକ ମହିଳା ୨୦୦୮…
ପାଣି ପିଉଥିଲା ବାଘ: ଆଖି ପିଛୁଳାକେ ଏପରି ଟାଣିନେଲା କୁମ୍ଭୀର
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
Archives


