ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍‌ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର

ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ କରୁଛନ୍ତି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କାଟିହର ଜିଲାର ଏହି ବାଳକଙ୍କ ବେଲି ଡ୍ୟାନ୍ସ ସମଗ୍ର ଗାଁରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ମନଭା ଯା।
ସେ ବେଲି ଡ୍ୟାନ୍ସ କରି ନାଁ କମାଇବାକୁ ଚାହାନ୍ତି। ବିନା ତାଲିମ୍‌ରେ ନୃତ୍ୟକରି ସେ ଅନେକ ପୁରସ୍କାର ଜିତିଛନ୍ତି। ମନଭାଙ୍କ ନୃତ୍ୟ ଦେଖି ଗ୍ରାମବାସୀ କହିଛନ୍ତି, ସେ ମା’ ସରସ୍ବତୀଙ୍କଠାରୁ ଆଶୀର୍ବାଦ ପାଇ ଏମିତି ନୃତ୍ୟ କରୁଛନ୍ତି। ନଚେତ ଏତେ କମ୍‌ ବୟସରେ ଏମିତି ନୃତ୍ୟ କରିବା ବିରଳ ବୋଲି ସେମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ୍‌ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍‌ନେଟ୍‌ ଗତି କମ୍‌ ରହୁଛି ତ...

ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍‌ ନିର୍ମାଣ ଲାଗି ରାଜି ହେଲା ସୁନ୍ନି ଓ୍ବାକଫ ବୋର୍ଡ

ନୂଆଦିଲ୍ଲୀ,୧୬।୧୦: ଅଯୋଧ୍ୟା ପ୍ରସଙ୍ଗରେ ମଧ୍ୟସ୍ଥିଙ୍କ ଯୋଜନା ଅନୁସାରେ ସୁନ୍ନି ଓ୍ବାକଫ୍‌ ବୋର୍ଡ ବିବାଦୀୟ ଜମି ବଦଳରେ ଅନ୍ୟ ସ୍ଥାନରେ ମସଜିଦ୍‌ ନିର୍ମାଣ ପାଇଁ ସହମତି ପ୍ରକାଶ...

ହାଫ୍‌ ପ୍ୟାଣ୍ଟ୍‌ ପିନ୍ଧି ଦୌଡିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା,୧୩।୯: ଗୟାସ୍ଥିତ ଡେଲହା ପୋଲିସ ଷ୍ଟେଶନରେ ଏକ ରୋଚକ ମାମଲା ସାମ୍ନାକୁ ଆସିଛି। ଜଣେ ଅଭିଯୁକ୍ତ ପୋଲିସ ଷ୍ଟେଶନରୁ ଖସି ପଳାଇବାକୁ ଉଦ୍ୟମ କରିବାରୁ ପୋଲିସ...

ରାଇଟ୍‌ ଟୁ ଫରଗଟନ: ପାରିବାରିକ ମାମଲାରେ ପରିଚୟ ହଟାଇବାକୁ ନିଦ୍ଦେଶ ଦେଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୨ : ଭୁଲିଯିବା ଅଧିକାର(ରାଇଟ୍‌ ଟୁ ଫରଗଟନ) ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବିଚାରରେ କେରଳ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ପରିବାର ତଥା ବିବାହ...

ଅଧା ଶରୀର କୁକୁର, ଅଧା ବାଘ

ବିଶ୍ୱରେ ଅନେକ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି। ମାତ୍ର ଏଥିମଧ୍ୟରୁ କିଛି ପ୍ରଜାତି ବିଲୁପ୍ତ ପ୍ରାୟ। ଏହିପରି ଏକ ପ୍ରଜାତି ହେଉଛି ତସମାନିଆ ବାଘ। ଏହି ପ୍ରଜାତି...

‘ପଞ୍ଜାବରେ ୧୦୧% ଜିତିବୁ’

ଚଣ୍ଡିଗଡ଼,୧୭।୧୨: ଆଗାମୀ ବର୍ଷ ହେବାକୁ ଥିବା ପଞ୍ଜାବର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ସହ ମେଣ୍ଟ ଘୋଷଣା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ।...

ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇଛନ୍ତି ବିରୁଷ୍କା, ନିକଟ ସମ୍ପର୍କୀୟଙ୍କୁ ମଧ୍ୟ ମିଳୁନି ଏଣ୍ଟ୍ରି

ନୂଆଦିଲ୍ଲୀ,୧୩।୧: ଭାରତୀୟ କ୍ରିକେଟର ଦଳର ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ବାପା-ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ବ୍ୟକ୍ତିଗତ...

କାଶ୍ମୀର ସମସ୍ୟା: ପୁଣି ମଧ୍ୟସ୍ଥତା କରିବାକୁ ଇଚ୍ଛା ପ୍ରକାଶ କଲେ ଟ୍ରମ୍ପ

ନୂଆଦିଲ୍ଲୀ, ୨।୮: କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୁଣି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଚାହିଁବେ...

Advertisement
Archives

Model This Week