ଧୂମପାନ କରୁଛି ବାଘୁଣୀ ! ଭାଇରାଲ ଭିଡିଓ ଦେଖିଲେ ଚକିତ ହେବେ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବାନ୍ଧବଗଡ଼ ଟାଇଗର ରିଜର୍ଭର ଏକ ବାଘୁଣୀର ଭିଡିଓ ଏବେ ଭାଇରାଲ ହେଉଛି। ଏହା ପଛର କାରଣଟି ହେଲା ବାଘୁଣୀର ମୁହଁରୁ ବାହାରୁଥିବା ଧୂଆଁ। ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍ଏସ୍) ପରଭିନ୍ କାସ୍ଓ୍ବାନ ଏହାର ଏକ ଭିଡିଓ ଶେୟାର କରିଛନ୍ତି।…
ଭିଡିଓ କଲା ବେଳେ ପାଚେରି ଡେଇଁ ଆସିଲା ବାଘ, ଆଉ ତା’ ପରେ…
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ…
ପାକିସ୍ତାନୀଙ୍କୁ ପସନ୍ଦ ଭାରିତୀୟ ଥାଳି!
ନୂଆଦିଲ୍ଲୀ,୨୨ ।୧: ସ୍ୱାଦିଷ୍ଟ ଭୋଜନ ସମସ୍ତଙ୍କର ପସନ୍ଦ । ତେବେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍ଡାଉନ ସମୟରେ ଲୋକେ ଖାଦ୍ୟକୁ ନେଇ ୟୁଟ୍ୟୁବରେ ବହୁତ ଭିଡିଓ ଦେଖିଛନ୍ତି, ଶିଖିଛନ୍ତି ଗୁଗଲରେ ସର୍ଚ୍ଚ ବି କରିଛନ୍ତି । ଏବେ ଏହାକୁ ନେଇ…
ଏହି ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ପୁଟିନ୍
ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାହା ପୁଣି ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ଆଲେକ୍ସି ନାଓ୍ବଲନୀ ନିଜର ବ୍ଲଗରେ କହିଛନ୍ତି, ପୁଟିନଙ୍କ ନିକଟରେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଏକ…
୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର
ଓ୍ବାଶିଂଟନ୍, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍ମେଟିକ୍ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି। ଆମେରିକାର ଡେଲ୍ଲାସରେ ରହୁଥିବା ଛାତ୍ର ଅନଫୋନ୍ସୋ ଫ୍ଲୋର୍ସଙ୍କ ଉଚ୍ଚତା ୫ ଫୁଟ ୧୧ ଇଞ୍ଚ…
କେକ୍ ଭାବି ଅନ୍ଲାଇନ୍ରୁ ଅର୍ଡର କଲେ ଘଷି: ଖାଇବା ପରେ ଦେଲେ ଏଭଳି ରିଭ୍ୟୁ
ଅନ୍ଲାଇନ୍ ସପିଂ କରିବାର ଅନେକ ଲାଭ ରହିଛି। ସବୁଠାରୁ ବଡ଼ ଲାଭ ହେଲା ଘରେ ବସି ଜିନିଷ ପାଇପାରିବା। ଅନ୍ଲାଇନ୍ରୁ ଅର୍ଡର କରିବା ପୂର୍ବରୁ ପ୍ରଥମେ ରିଭ୍ୟୁ ଦେଖିବା ପରେ ତାହା କିପରି ହୋଇଥିବ ଜଣାପଡ଼ିଥାଏ। ବେଳେବେଳେ ରିଭ୍ୟୁରେ ଲେଖାଯାଇଥିବା କିଛି…
ଏମିତି ବୁଲେଟ୍ ଯିଏ ଦେଖୁଛି, ଘଡ଼ିଏ ଅଟକି ଯାଉଛି; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା
ଆପଣ କେବେ କାଠର ବୁଲେଟ୍ ଦେଖିଛନ୍ତି? କିନ୍ତୁ କେରଳର ଜଣେ ଯୁବକ ଏମିତି ନିଆରା ବୁଲେଟ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ବୁଲେଟ୍ଟି ସମ୍ପୂର୍ଣ୍ଣ କାଠରେ ତିଆରି। ଏହାକୁ ଯିଏ ଦେଖୁଛି ଘଡ଼ିଏ ଅଟକି ରହିଯାଉଛି। କାରୁଲଇ କଲାମ ଅଞ୍ଚଳ ଶାଗୁଆନ…
ବେଙ୍ଗର ଦାମ୍ ଦେଢ଼ ଲକ୍ଷ
ଦୁନିଆର ସବୁଠୁ ବିଷାକ୍ତ ବେଙ୍ଗ ବିଷୟରେ ଜାଣନ୍ତି କି? ଯଦି ନା ତେବେ ଏମିତି ଏକ ବେଙ୍ଗ ବିଷୟରେ କହିବୁ ଯେ କି ସବୁଠୁ ବିଷାକ୍ତ ଆଉ ଦାମୀ ମଧ୍ୟ। ଏହାର ବିଷ ଏକାବେଳକେ ୧୦ ଲୋକଙ୍କ ଜୀବନ ନେଇଥାଏ। ଏହି…
ଏମିତି ବଜାର, ଯେଉଁଠି ବିକ୍ରି ହୁଅନ୍ତି କନ୍ୟା; ଉଚ୍ଚ ଦାମ୍ ଦେଇ କିଣିନିଅନ୍ତି…
ଦୁନିଆରେ ବିଭିନ୍ନ ପ୍ରକାର ବଜାର ରହିଛି। କେଉଁଠି ସାପ୍ତାହିକ ବଜାର ତ ଆଉ କେଉଁଠି ପାକ୍ଷିକ ବଜାର। ସାଧାରଣତଃ ବଜାର କହିଲେ ପନିପରିବା, ପୋଷାକପତ୍ର, ଘରକରଣା ସାମଗ୍ରୀ ଇତ୍ୟାଦି କିଣାଯାଇଥାଏ। ମାତ୍ର ବିଶ୍ୱରେ ଏମିତି ଏକ ବଜାର ରହିଛି, ଯେଉଁଠି କନ୍ୟାଙ୍କୁ…
ଏହି ବ୍ୟକ୍ତିଙ୍କର ୨୭ ସ୍ତ୍ରୀ, ୧୫୦ ସନ୍ତାନ; ପରିବାର ସମ୍ପର୍କରେ ଏମିତି କହିଲେ ପୁଅ
୬୪ ବର୍ଷୀୟ ଓ୍ବିନ୍ଷ୍ଟନ ବ୍ଲାକମୋର କାନାଡାର ସବୁଠୁ ପରିଚିତ ବ୍ୟକ୍ତି ଯେ କି ଏକାଧିକ ବିବାହ କରିଛନ୍ତି। କଲମ୍ବିଆରେ ରହୁଥିବା ଓ୍ବିନ୍ଷ୍ଟନଙ୍କ ରହିଛନ୍ତି ୧୫୦ ସନ୍ତାନ। ସେ ୨୭ ଜଣ ମହିଳାଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ୨୨ ଜଣ ଅଛନ୍ତି।…
ରୋବୋ କରିବ ନାଳ ସଫା
ବିଶାଖାପଟ୍ଟନମ୍, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍ ମ୍ୟୁନିସ୍ପାଲ୍ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି। ଏହି ମେସିନର ଦାମ୍ ବଜାରରେ ୮୦ ଲକ୍ଷ ଟଙ୍କା ରହିଛି। ଏହାର ବ୍ୟବହାର ଦ୍ୱାରା…
୧୭ ବର୍ଷ ଧରି ଗାଁରେ ଜଳୁଛି ନିଆଁ..
ପୃଥିବୀରେ ଏଭଳି ବହୁ ରହସ୍ୟ ରହିଛି ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରିନାହିଁ। ଅନେକ ଗବେଷଣାପରେ ଗବେଷକ ମଧ୍ୟ ଏଭଳି ଅନେକ ରହସ୍ୟ ଭେଦ କରିବାକୁ ହୋଇ ନାହାଁନ୍ତି ସକ୍ଷମ। ଆଧୁନିକ ବିଜ୍ଞାନ ଏସବୁ ରହସ୍ୟ ନେଇ ନୀରବ। ସେଭଳି ଏକ ରହସ୍ୟମୟ…
Archives


