ଫୁରସତ

ଧାନ କ୍ଷେତ ପାଲଟିଛି କାନ୍‌ଭାସ୍‌

କାନ୍‌ଭାସ୍‌ ଉପରେ ରଙ୍ଗ ତୂଳୀରେ ଚିତ୍ର ତ ସମସ୍ତେ କରନ୍ତି। କିନ୍ତୁ କିଛି ଲୋକ ସବୁବେଳେ ଚାହାନ୍ତି ନିଜ କଳାର ଯାଦୁକରି ଭିନ୍ନ ଭିନ୍ନ ଉପାୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ। ଜାପାନ, ଇନାକାଡେଟ୍‌ ଗ୍ରାମରେ ଦେଖିବାକୁ ମିଳେ ସେମିତି ଏକ ଭିନ୍ନ…

ପୂଜାଫୁଲର କରନ୍ତୁ ଏଭଳି ବ୍ୟବହାର, ହେବ ସୌଭାଗ୍ୟ ପ୍ରାପ୍ତି

ବାରାଣସୀ: ମନ୍ଦିରକୁ ପୂଜା କରିବାକୁ ଗଲାବେଳେ ପୂଜାରୀ ଶ୍ରଦ୍ଧାଳୁମାନଙ୍କୁ ପୂଜାଫୁଲ ଅବା ମାଳ ପ୍ରଦାନ କରିଥାନ୍ତି। ତେବେ ଏହାକୁ ରଖିବା ନେଇ କେତେକ ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିଥାନ୍ତି। ଫୁଲ ଶୁଖିଗଲେ ଏହାକୁ କିପରି ରଖାଯିବ ସେନେଇ ଚିନ୍ତା ଦେଖାଦେଇଥାଏ। କିନ୍ତୁ ବ୍ୟସ୍ତ…

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ କରିଛନ୍ତି। ଏହି ଶ୍ରେଣୀରେ ବସ୍ତି ପିଲାମାନେ କିପରି ଇଂରାଜୀ କହିପାରିବେ ସେ ବିଷୟରେ ଶିଖାଉଛନ୍ତି।…

ବିଳାସୀ ରାଜା

ଏକଦା ଭାରତ ଥିଲା ରାଜା ମହାରାଜାଙ୍କ ଦେଶ। ସେମାନଙ୍କ ମଧ୍ୟରୁ କିଏ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ପରିଚିତ ଥିଲେ ତ ଆଉ କିଏ ପରିଚିତ ଥିଲେ ସେମାନଙ୍କ ଅୟସ ଜୀବନ ଓ ଅଜବ ସଉକ ପାଇଁ। ନିଜ ଇଚ୍ଛା,…

ପର୍ଯ୍ୟଟନସ୍ଥଳୀ: ଐତିହାସିକ କ୍ଷେତ୍ର ରତ୍ନାଗିରି

ରତ୍ନାଗିରି ମହାରାଷ୍ଟ୍ରର ରତ୍ନାଗିରି ଜିଲା ଅନ୍ତର୍ଗତ ଏକ ନଗର; ଯାହାକି ନିଜର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି ରଖିପାରିଛି। ଖାସ୍‌ ସେଥିପାଇଁ ଏଠାରେ ଆଗନ୍ତୁକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳେ……

ଅନେକରେ ଏକ ଅଶ୍ରୁମୋଚନ

ସେଇ ଶୀତସକାଳ। ସେଇ ସୋରିଷ ଫୁଲ। ସେଇ ଆମ୍ବବଉଳ। ସେଇ ବରଓହଳ। ସେଇ ଝିପିଝିପି ବର୍ଷା। ସେଇ କାଦୁଅର ରାସ୍ତା। ଧାନଭରା କିଆରି, କଇଁଭରା ପୋଖରୀ। ଡାକେ ଆଜି ହାତଠାରି, ଚାଲ ଗାଁକୁ ଯିବା ଫେରି। ଏବେ ଗାଁକୁ ଫେରିବାର ସମୟ…

ସବୁଠୁ ରାଗ ଲଙ୍କା ଖାଇ କଲେ ବିଶ୍ୱ ରେକର୍ଡ, ଆଉ ତା’ ପରେ…

ଆପଣ କେବେ ଶୁଣିଛନ୍ତି ଲଙ୍କା ଖାଇଲେ ମୃତ୍ୟୁ ହୁଏ ବୋଲି। ମାତ୍ର ଜଣେ ବ୍ୟକ୍ତି ଲଙ୍କା ଖାଇ ବିଶ୍ୱ ରେକର୍ଡ କରିବାର କିଛି ସମୟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଛି। କାନାଡାରେ ରହୁଥିବା ମାଇକ୍‌ ଜ୍ୟାକ୍‌…

ପ୍ରଥମ ରୋଜଗାର ଟଙ୍କାରେ ଠାକୁରଙ୍କ ପାଖେ କ୍ଷୀରସାଗର ଭୋଗ କରିଥିଲି: ଅମିୟବାଳା ପରିଡ଼ା

ବାପା ଯେହେତୁ ସେକ୍ରେଟାରିଏଟ୍‌ରେ ଚାକିରି କରୁଥିଲେ, ତେଣୁ ମୋ ଜନ୍ମ ଆଉ ପାଠପଢ଼ା ସବୁକିଛି ଭୁବନେଶ୍ୱରରେ ହୋଇଥିଲା। ୟୁନିଟ୍‌-୯ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ବାପାଙ୍କର ନୟାଗଡ଼ ବଦଳି ହେବାରୁ ସେଠାରେ ଯୁକ୍ତ ୨ ପଢ଼ିଥିଲି। ତା’ପରେ ପୁରୀ…

ଯୁବତୀଙ୍କୁ ତଳେ ପକାଇ ହାତୀ କରୁଛି ଏମିତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ଫୋନ୍‌ ଦେଖୁଦେଖୁ ମା’ଙ୍କୁ ପୁଅ କହିଲା ମୋତେ ବାହା କରେଇ ଦିଅ, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ଯେକୌଣସି ଜିନିଷ ଭାଇରାଲ ହେବାକୁ ଅଧିକ ସମୟ ଲାଗୁନାହିଁ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଛୋଟ ପୁଅର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କୁନି ପୁଅଟି ତାଙ୍କ ମା’ଙ୍କୁ ବିବାହ କରିଦିଅ ବୋଲି କହୁଛି। ଖାଲି…

୫୩ ବର୍ଷ ପରେ ମିଳିଲା ହଜିଲା ପର୍ସ

ଓ୍ବାଶିଂଟନ, ୭।୨: ଆଣ୍ଟ୍ରାକ୍ଟିକାରେ ୫୩ ବର୍ଷ ତଳେ ହଜିଥିବା ଏକ ପର୍ସ ଏବେ ଆମେରିକାରୁ ମିଳିଛି। ପର୍ସର ମାଲିକ ୯୧ ବର୍ଷ ବୟସ୍କ ପୋଲ ଗ୍ରିଶାମ୍‌ ଜଣେ ପାଣିପାଗ ବିଜ୍ଞାନୀ ଭାବେ ଆଣ୍ଟ୍ରାକ୍ଟିକାରେ ୧୯୬୭ରୁ ୧୯୬୮ରେ ଅବସ୍ଥାପିତ ଥିବା ସମୟରେ ତାଙ୍କର…

ଗାଁ ରାସ୍ତାରେ ବହିଲା ରକ୍ତର ନଦୀ !

ଜାକର୍ତ୍ତା,୭।୨: ଏବେ ସୋସିଆଲ୍‌ ମିଡ଼ିଆରେ ଇଣ୍ଡୋନେସିଆର ଏକ ଗାଁର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଗାଁ ରାସ୍ତାରେ ରକ୍ତ ଭଳି ଲାଲ୍‌ ରଙ୍ଗର ପାଣି ବହୁଥିବାରୁ ଦେଖିବାକୁ ମିଳୁଛି। ପ୍ରକୃତରେ ଗାଁରେ ଥିବା ଏକ ଡାଇଙ୍ଗ୍‌ ଫ୍ୟାକ୍ଟ୍ରିରୁ ନିର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?