ଖାଲି ଲୋକ ନୁହେଁ, ଘରେ ମଦ ବି ପହଞ୍ଚାଇବ ‘ଉବର’
ଅନ୍ଲାଇନ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଉବର ବର୍ତ୍ତମାନ ଲୋକଙ୍କ ଘରେ ନେଇ ମଦ ପହଞ୍ଚାଇବ। ଏହି କମ୍ପାନୀ ୧.୧ ବିଲିୟନ ଡଲାରରେ ସ୍ଥାନୀୟ ମଦ ଦୋକାନରୁ ମଦ ନେଇ ଲୋକଙ୍କ ଘରେ ପହଞ୍ଚାଇବ। ଏହି ସୁବିଧା ଭାରତରେ ନୁହେଁ, ଆମେରିକାରେ ଉପଲବ୍ଧ…
ବିବାହ ନିମନ୍ତ୍ରଣ କାର୍ଡରେ କୃଷକ ଆନ୍ଦୋଳନ ବାର୍ତ୍ତା, ଲେଖାଅଛି ଏମିତି…
ଚଣ୍ଡିଗଡ଼,୪।୨: ସାଧାରଣତଃ ବିବାହ ନିମନ୍ତ୍ରଣ କାର୍ଡରେ ଲୋକେ ଦେବଦେବୀଙ୍କ ଫଟୋ କିମ୍ବା ବରକନ୍ୟାଙ୍କ ଫଟୋ ଛପାଇଥାନ୍ତି। ମାତ୍ର ବର୍ତ୍ତମାନ କୃଷକ ଆନ୍ଦୋଳନ ଚାଲିଥିବାରୁ ଏକ ବିବାହ ନିମନ୍ତ୍ରଣ କାର୍ଡରେ କୃଷକଙ୍କ ଫଟୋ ସହ ଜଡ଼ିତ ସ୍ଲୋଗାନ ନୋ ଫାର୍ମର, ନୋ ଫୁଡ୍,…
ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିବାକୁ ଏତିକି ଟଙ୍କା ନିଅନ୍ତି ସେଲିବ୍ରିଟି
ଆଜିକାଲି ସୋସିଆଲ ମିଡିଆ ବେଶ୍ ଲୋକପ୍ରିୟତା ହାସଲ କରିଛି। ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନେ ସୋସିଆଲ ମିଡିଆ ଜରିଆରେ ନିଜ ମତ ପ୍ରକାଶ କରୁଛନ୍ତି। କିନ୍ତୁ ଜାଣନ୍ତି କି ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ କରିବାକୁ ସେଲିବ୍ରିଟିମାନେ ଟଙ୍କା ନେଇଥାନ୍ତି। ଭାରତୀୟ…
କୁକୁରକୁ ଗୋଡାଇ ଗୋଡାଇ ଶୌଚାଳୟ ଭିତରକୁ ପଶିଗଲା ଚିତାବାଘ, ଦୀର୍ଘ ୭ ଘଣ୍ଟା ପରେ..
ବେଙ୍ଗାଲୁରୁ,୪।୧: କର୍ନାଟକର ଦକ୍ଷିଶ କନ୍ନଡ ଜିଲାରେ ଏକ ବିଚିତ୍ର ଘଟଣା ଘଟିଛି। ଏଠାରେ ଗୋଟିଏ ଶୌଚାଳୟରେ କୁକୁର ଏବଂ ଚିତା ବାଘ ପଶି ଯାଇଥିଲେ। ପାଖାପାଖି ୭ ଘଣ୍ଟାର ପରିଶ୍ରମ ପରେ ଉଭୟଙ୍କୁ ବାହରକୁ ଅଣାଯାଇଥିଲା। ସୂଚନାଯୋଗ୍ୟ, ଏକ ଗ୍ରାମରେ ସକାଳୁ…
ମହିଳା ଯାତ୍ରୀଙ୍କୁ ବିମାନରେ ଜ୍ୟାକେଟ ପିନ୍ଧାଇଲେ କ୍ରୁ ମେମ୍ବର, କାରଣ ଜାଣିଲେ…
ଇନ୍ଷ୍ଟାଗ୍ରାମ ମଡେଲ ଇଜାବେଲଙ୍କ ସହ ଜେଟ୍ଷ୍ଟାର ବିମାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ଏହି ବିମାନରେ ଏକ କଳାରଙ୍ଗର କ୍ରପ୍ ଟପ ଏବଂ ନୀଳ ରଙ୍ଗର ଜିନ୍ସ ପିନ୍ଧି ବସିଥିଲେ ଇଜାବେଲ। ଏହା ଦେଖି ବିମାନର ଜଣେ କ୍ରୁ ମେମ୍ବର ତାଙ୍କର…
ଛାତ୍ର ତିଆରି କଲେ ୪ କେଜି ଓଜନର ହେଲିକପ୍ଟର
ଲକ୍ଷ୍ନୌ,୩।୨: ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଇଆଇଟି) କାନପୁରର ଛାତ୍ର ଏବଂ ପ୍ରଫେସର ମିଳିତ ଭାବେ କେବଳ ୪ କେଜିରେ ଏକ ସୁନ୍ଦର ହାଲୁକା ହେଲିକପ୍ଟର ତିଆରି କରିଛନ୍ତି। ଏହା ବେଙ୍ଗାଲୁରୁରେ ଚାଲିଥିବା ହାଇବ୍ରିଡ୍ ଏୟାର ଶୋ’- ଏୟାର ଇଣ୍ଡିଆ ୨୦୨୧ରେ ପ୍ରଦର୍ଶିତ…
ବର୍ଗାକାର ତରଭୁଜ, ଦାମ୍ ରହିଛି…
ଆପଣ ହୁଏତ ଅନେକ ତରଭୁଜ ଦେଖିଥିବେ ଏବଂ ଖାଇଥିବେ ମଧ୍ୟ। କିନ୍ତୁ କେବେ ଏକ ବର୍ଗାକାର ବା ଚତୁର୍ଭୁଜ ଆକାରର ତରଭୁଜ ଦେଖିଛନ୍ତି କି? ଯଦି ନା ତେବେ ଜାଣନ୍ତୁ ଏପରି ତରଭୁଜ ସମ୍ପର୍କରେ… ବିଶ୍ୱରେ କେବଳ ଗୋଲାକାର ନୁହେଁ ବରଂ…
୭୮ ବର୍ଷ ବୟସରେ ଶକ୍ତି ପ୍ରଦର୍ଶନ କଲେ ବୃଦ୍ଧା, ଯୁବକ ବି ପଡ଼ିଯିବେ ପଛରେ
କେବଳ ମଣିଷ ଯେ ଯୁବାବସ୍ଥାରେ ଅନେକ କାମ କରିପାରେ ବାର୍ଦ୍ଧକ୍ୟରେ ପାରେନା ତାହା ଭୁଲ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଜଣେ ୭୮ ବର୍ଷୀୟା ବୃଦ୍ଧା। ତାଙ୍କ ବୟସଠାରୁ ସେ ଦୁଇଗୁଣ ଅଧିକ ଓଜନ ଉଠାଇ ଚର୍ଚ୍ଚାରେ ରହିଛନ୍ତି। ଏହି ଭାରୋତ୍ତୋଳନକାରୀଙ୍କ…
୧୧ ମାସ ପରେ କୋମାରୁ ବାହାରିଲେ ଛାତ୍ର, ତାଙ୍କ ପାଖରେ ନାହିଁ କରୋନା ଖବର
୨୦୨୦ରେ କରୋନା ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଥିଲା। ଏହା କେବଳ ଲୋକଙ୍କ ଜୀବନ ନେଇନାହିଁ ଅନେକ କ୍ଷତି ମଧ୍ୟ ଘଟାଇଛି। କିଛି ଲୋକଙ୍କ ମାନସିକ ସ୍ଥିତି ବିଗିଡ଼ିଯାଇଛି। ଏହି ସମୟରେ ଇଂଲଣ୍ଡର ଜଣେ ଯୁବଛାତ୍ର ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ। ଦୀର୍ଘ…
ମାଙ୍କଡ଼ ପାଖରେ ହାତମୁଠା କରିବା ପଡ଼ିଲା ଭାରୀ, ଘଟିଲା…
ସୋସିଆଲ ମିଡିଆରେ ଏକ ମାଙ୍କଡର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆପଣ ନ ହସି ରହି ପାରିବେ ନାହିଁ। ଆପଣ ମାଙ୍କଡ଼ଙ୍କର ଅନେକ ଦୁଷ୍ଟାମୀ ଭିଡିଓ ଦେଖିଥିବେ। ଯେଉଁଠାରେ ସେ ଲୋକଙ୍କୁ ହଇରାଣ କରୁଥିବା ଦେଖିବାକୁ ମିଳିଥାଏ।…
ଏହି ପରିବାରର ସମସ୍ତ ସଦସ୍ୟ ଚୋର, ଏମିତି ଉପାୟରେ କେବଳ ଚୋରି କରନ୍ତି ସୁନା
ମୁମ୍ବାଇ,୩।୨: ‘ଆମେ ସମସ୍ତେ ଚୋର’ ଏହା କୌଣସି ବଲିଉଡ୍ ଫିଲ୍ମର ଡାଏଲଗ୍ ନୁହେଁ, ଏହା ହେଉଛି ମୁମ୍ବାଇର ଏକ ପରିବାରର ନିରାଟ ସତ କାହାଣୀ। କାରଣ ଏହି ପରିବାରର ପ୍ରତ୍ୟେକ ସଦସ୍ୟ ଚୋର। ପୋଲିସ ସୂଚନାନୁଯାୟୀ, ଏହି ପରିବାର ନାଁରେ ଗୋଟିଏ…
ବିଶ୍ୱର ସୁପରହିଟ୍ ଷ୍ଟାର: ମାତ୍ର ୧୬ ବର୍ଷ ବୟସରେ ୪୪୦୦ କୋଟିର ମାଲିକାଣୀ
ଅନ୍ତର୍ଜାତୀୟ ପପ୍ ଷ୍ଟାର ରିହାନା ଭାରତରେ ଚାଲିଥିବା କିଷାନ ଆନ୍ଦୋଳନରେ ଟୁଇଟ୍ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି। ବାର୍ବାଡୋସର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରି ପପ୍ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ସେ ପ୍ରତିଷ୍ଠିତ ହୋଇପାରିଛନ୍ତି। ତାଙ୍କର ପ୍ରଥମ ଆଲବମ୍ ଗୀତ ‘ଅମ୍ବ୍ରେଲା’…

