ଫୁରସତ

ଯୌତୁକ ଦେଇ ନାବାଳିକା କନ୍ୟାଙ୍କୁ ବିବାହ କରିଦେଲେ ପରିବାର ଲୋକେ, ଆଉ ତା’ ପରେ…

ଗୋଟିଏ ଝିଅର ବିବାହ ବୟସ ହୋଇ ନ ଥିବା ବେଳେ ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଛନ୍ତି। ବିଚରା ଝିଅଟି ବିବାହ ଡ୍ରେସ୍‌, ମେକ୍‌ଅପ୍‌ ନେଇ ସୁନା ଅଳଙ୍କାର ପିନ୍ଧି ପରିବାର ଲୋକଙ୍କ କଥାରେ ବାହା ହୋଇଯାଉଛି। ଖାଲି ଏତିକି…

ଏହି ଦେଶର ଲୋକଙ୍କୁ ଦେବାକୁ ପଡ଼େନି ଇନ୍‌କମ୍‌ ଟ୍ୟାକ୍ସ

ବଜେଟ ସମୟରେ ଭାରତର ମଧ୍ୟବିତ୍ତ ବର୍ଗଙ୍କ ନଜର ଇନ୍‌କମ୍‌ ଟ୍ୟାକ୍ସ ଉପରେ ରହିଥାଏ। ଏହି ଟ୍ୟାକ୍ସ ସ୍ଲେଭ୍‌ରୁ ସାଧାରଣ ଲୋକଙ୍କ ବର୍ଷକ ପାଇଁ ଟ୍ୟାକ୍ସ ଆକଳନ କରାଯାଇଥାଏ। ଏହି ଆଧାରରେ ଜଣେ ବ୍ୟକ୍ତି ନିଜର ବଜେଟ ପ୍ରସ୍ତୁତ କରିଥାଏ। ଭାରତରେ ଲୋକଙ୍କୁ…

୫୭୦୦ ଲକ୍ଷ ବର୍ଷ ପୁରାତନ ପ୍ରାଣୀ ଜୀବାଶ୍ମର ମିଳିଲା ସନ୍ଧାନ

ଭୋପାଳ,୧୦।୨: ମଧ୍ୟପ୍ରଦେଶର ଭୋପାଳ ଠାରୁ ୪୦ କିଲୋମିଟରର ଦୂରରେ ଥିବା ୟୁନେସ୍କୋ ଦ୍ୱାରା ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯାଇ ଥିବା ଭୀମ୍‌ବେଟ୍‌କାରେ ୫୭୦୦ ଲକ୍ଷ ବର୍ଷ ତଳେ ପୃଥିବୀରେ ବାସ କରୁଥିବା ପ୍ରାଣୀର ଜୀବାଶ୍ମର ସନ୍ଧାନ ମିଳିଛି। ଏହାର ଲମ୍ବ…

ଟେଡି ଡେ’: ସାଥୀଙ୍କୁ ଦିଅନ୍ତୁ ଏହି ରଙ୍ଗର ଟେଡି, ଜଣାପଡ଼ିବ ପ୍ରେମର ଗଭୀରତା

ପ୍ରେମୀଯୁଗଳ‌ଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍‌ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ୍‌ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ୍‌ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ୍‌ ଦେଇ…

ବୟସର ତାରତମ୍ୟ ପ୍ରେମରେ ସାଜିନି ବାଧକ…

ଏବେ ଭାଲେଣ୍ଟାଇନ୍‌ ସପ୍ତାହ ଜାରି ରହିଛି। ଏହା ପ୍ରେମୀଯୁଗଳଙ୍କୁ ପ୍ରେମର ପରିଭାଷା ସମ୍ପର୍କରେ ଅବଗତ କରାଇଥାଏ। ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ…

ଏହି ହସ୍ପିଟାଲରେ ଝିଅ ଜନ୍ମ ହେଲେ ଖର୍ଚ୍ଚ କରିବାକୁ ପଡ଼ିବନି ଟଙ୍କାଟିଏ

ଛତିଶଗଡ଼ର ରାଜଧାନୀ ରାୟପୁରରେ ଏମିତି ଏକ ଡାକ୍ତରଖାନା ରହିଛି ଯେଉଁଠାରେ ଝିଅ ଜନ୍ମ ହେଲେ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ‘ଶ୍ରୀ ବାଲାଜୀ ସୁପର ସ୍ପେଶାଲିଟି ହସ୍ପିଟାଲ’ ଏହି ବଡ଼ ନିଷ୍ପତ୍ତି ନେଇଛି। ଏହି ହସ୍ପିଟାଲରେ ଝିଅ ଜନ୍ମ…

ଶାଢ଼ି-ଧୋତି ପିନ୍ଧି ସ୍କେଟିଂ, ଭିଡିଓ ଭାଇରାଲ ପରେ ଲୋକେ କହିଲେ…

ନୂଆଦିଲ୍ଲୀ: ବିଦେଶ ମାଟିରେ ଭାରତୀୟ ସଂସ୍କୃତିର ନିଦର୍ଶନ କରିଛନ୍ତି ଏକ ଦମ୍ପତି। ଶାଢ଼ି ଆଉ ଧୋତି ପରିଧାନ କରି ସ୍କେଟିଂ କରିଥିବା ଯୋଗୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରୁଛନ୍ତି। ଏହାର ଏକ ଭିଡିଓ ଭାଇରାଲ ହେଉଛି। ଆମେରିକାରେ ରହୁଥିବା ଏକ…

ଶୋଇଥିବା ବେଳେ ଏମିତି କିଛି କରିଦେଲେ, ଯିବାକୁ ପଡ଼ିଲା ହସ୍ପିଟାଲ

ଆମେରିକାର ଜଣେ ୩୮ ବର୍ଷିୟ ବ୍ୟକ୍ତି ବ୍ରାଡ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଭଳି ପରିସ୍ଥିତିରେ ସେ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ। ହସ୍ପିଟାଲରେ ଏକ୍ସ-ରେ କରାଇବା ପରେ ତାଙ୍କ ଛାତିରେ ଏୟାରପୋଡ ରହିଯାଇଥିବା ଜଣାପଡ଼ିଥିଲା। ଖାଦ୍ୟ ନଳୀରେ ଏକ…

ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଲେ ଯୁବତୀ

ଲଣ୍ଡନ,୯।୨: ଚାକିରିରେ ପ୍ରୋବେଶନ ନିଯୁକ୍ତି ବ୍ୟବସ୍ଥା ରହିଥାଏ। ତେବେ ବୟଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖାଯିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। କରୋନା ମହାମାରୀ ଲକ୍‌ଡାଉନ ସମୟରେ ଜଣେ ଯୁବତୀ ତାଙ୍କ ବୟ ଫ୍ରେଣ୍ଡ୍‌ଙ୍କୁ ପ୍ରୋବେଶନ୍‌ରେ ରଖିଥିବା ନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।…

କାନ୍ଥରୁ ଶୁଭୁଛି ଭୟଙ୍କର ଶବ୍ଦ: ପୋଲିସ ଟିମ୍‌ ବି ଅସଫଳ

ଲକ୍ଷ୍ନୌ,୯।୨: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଅଲୀଗଞ୍ଜ ଅଞ୍ଚଳରେ ଜଣେ ଲୋକଙ୍କ ଘର କାନ୍ଥରୁ ଭୟଙ୍କର ଶବ୍ଦ ଶୁଭୁଛି। ଏନେଇ ଘର ଲୋକେ ଭୟଭୀତ ହୋଇ ପୋଲିସର ସହାୟତା ଲୋଡ଼ିଛନ୍ତି। ତେବେ ପୋଲିସ ଟିମ୍‌ ମଧ୍ୟ ଏହାର ସମାଧାନ କରି ପାରିନାହିଁ। ଗତ ୨…

ପଚା ପରିବାରୁ ଉତ୍ପନ୍ନ ହେଉଛି ବିଜୁଳି

ହାଇଦ୍ରାବାଦ,୯ ।୨: ପଚିଯାଇଥିବା ପନିପରିବାକୁ ସାଧାରଣତଃ ଆମେ ଫିଙ୍ଗି ଦେଇଥାଉ କି ଗଛମୂଳେ ଦେଇ ଦେଇଥାଉ । ହେଲେ ହାଇଦ୍ରାବାଦରେ ଏମିତି ଏକ ପରିବା ମଣ୍ଡି ରହିଛି ଯେଉଁଠି ପଚି ଯାଇଥିବା ପରିବାରୁ ବିଜୁଳି ଶକ୍ତି ଉତ୍ପାଦନ କରାଯାଉଛି । ପ୍ରତିଦିନ…

କୁକୁର- କୁକଡା ମଧ୍ୟରେ ଲାଗିଲା ଝଗଡା, ଜାଣନ୍ତୁ କିଏ ଜିତିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡା ମଧ୍ୟରେ ବିପଦପୂର୍ଣ୍ଣ ଝଗଡା ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରାୟତଃ ଦେଖାଯାଏ କୁକୁରମାନେ ଛୋଟ ପ୍ରାଣୀ ଉପରେ ଆକ୍ରମଣ କରନ୍ତି ଏବଂ ସେମାନେ ହଁି ସର୍ବଦା ବାଜି ଜିତନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?