ଫୁରସତ

ଶୀତରୁ ରକ୍ଷା ପାଇବା ପାଇଁ ଜଳନ୍ତା ଚୁଲିରେ କରୁଥିଲେ ଏମିତି, ଲୋକେ କହିଲେ…

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଶୀତରୁ ବଞ୍ଚିବା ପାଇଁ ମଣିଷ କ’ଣ ନ…

ମାତ୍ର ୪ ଥର ଶୁଣି ନୂଆ ଶବ୍ଦ ମନେ ରଖନ୍ତି କୁକୁର !

ବୁଧାପେଷ୍ଟ, ୩୧।୧: ମଣିଷ ଭଳି କୁକୁରର ମଧ୍ୟ ପ୍ରଖର ମନେ ରଖିବା ଶକ୍ତି ରହିଛି। କୁକୁର କୌଣସି ନୂଆ ଶବ୍ଦକୁ ମାତ୍ର ୪ ଥର ଶୁଣି ମନେ ରଖିପାରନ୍ତି। ଏନେଇ ହଙ୍ଗେରୀର ବୁଧାପେଷ୍ଟର ଇଟୋଭୋସ୍‌ ଲୋରାଣ୍ଡ ବିଶ୍ୱବିଦ୍ୟାଳୟର ଇଥୋଲୋଜି ବିଭାଗରେ ହୋଇଥିବା…

୧୪୯୭ଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ରଖି ରେକର୍ଡ

ଆଜିକାଲି ସମସ୍ତେ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି। ଟଙ୍କାର ଆବଶ୍ୟକତା ଥିଲେ କ୍ରେଡିଟ୍‌ କାର୍ଡର ସାହାରା ନିଆଯାଏ। ତେଣୁ ସମସ୍ତଙ୍କ ପାଖରେ ୨-୩ଟି କ୍ରେଡିଟ୍‌ କାର୍ଡ ତ ନିଶ୍ଚୟ ଥାଏ। କିନ୍ତୁ ଜଣେ ବ୍ୟକ୍ତି ୧୪୯୭ଟି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ରଖି…

ବ୍ୟାଗ ଭିତରେ ହୃତପିଣ୍ଡ

୪୨ ବର୍ଷୀୟା ସଲଓ୍ବା ହୁସୈନ ଦୁଇ ସନ୍ତାନର ମା’ ଅଟନ୍ତି। ହସ ହସ ମୁହଁ ତାଙ୍କର ଦେଖିଲେ କେହି ହୁଏତ ବିଶ୍ୱାସ କରିବେନି ସେ କେତେ ବଡ଼ ରୋଗ ସହ ପ୍ରତିମୁହୂର୍ତ୍ତ ଲଢୁଛନ୍ତି। ସଲଓ୍ବାଙ୍କୁ କିଛି ବର୍ଷ ତଳେ ହୃଦ୍‌ଘାତ ହୋଇଥିଲା।…

କାକ୍‌ଟସ୍‌ ମସାଜ

କାକ୍‌ଟସ୍‌ ହେଉଛି ଏକ କଣ୍ଟକମୟ ଉଦ୍ଭିଦ; ଯାହାକୁ ଖାଲି ହାତରେ ଧରିବାକୁ ବି ଡର ଲାଗେ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେକ୍ସିକୋର ପୁନ୍‌ଟା ମିଟାଠାରେ ପର୍ଯ୍ୟଟକଙ୍କୁ କାକ୍‌ଟସ୍‌ର ମସାଜ୍‌ ଦିଆଯାଇଥାଏ; ଆଉ ଯାହାର ଭଲ ଚାହିଦା ବି ସେଠାରେ ରହିଛି।…

ସେବା ହିଁ ଆଦର୍ଶ

ଜାଗ ଭାରତ! ଉଠ! ଜାଗ! ଲକ୍ଷ୍ୟପ୍ରାପ୍ତି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟରୁ ବିରତ ହୁଅ ନାହିଁ । ନିର୍ଭୀକ ହୁଅ, ସାହସୀ ହୁଅ, ତୁମେ ଜଣେ ଭାରତବାସୀ ବୋଲି ଗର୍ବିତ ହୁଅ ଏବଂ ଗର୍ବର ସହିତ ଘୋଷଣାକର- ‘ମୁଁ ଜଣେ ଭାରତବାସୀ,…

ସଙ୍ଗୀତରେ ସଂଗୀତା

ଓଡ଼ିଶାରେ ଏମିତି କୌଣସି ଘର ହୁଏତ ନ ଥିବ, ଯେଉଁଠି କି ଶ୍ରୀମଦ୍‌ ଭଗବଦ୍‌ଗୀତା ଶ୍ଳୋକର ସ୍ବର ଶୁଭି ନ ଥିବ। ଏହି ସ୍ବରକୁ ନେଇ ଦୀର୍ଘ ୫୦ରୁ ଅଧିକବର୍ଷ ଧରି ସେ ନିଜର ସାଧନା ଜାରି ରଖିଛନ୍ତି। ଏଥିରେ ତାଙ୍କର…

ପ୍ରଥମ ଦରମା ଟଙ୍କା ବୋଉ ହାତରେ ଦେଇଥିଲି: ଦିଲ୍ଲୀପ ବଳବନ୍ତରାୟ

ଖୋର୍ଦ୍ଧାଠାରୁ ଅନତି ଦୂର ଛଣିଆ ଗ୍ରାମରେ ମାତା ଆଦରମଣି ଓ ପିତା ହରମୋହନ ବଳବନ୍ତରାୟଙ୍କ କୋଳରେ ମୋ ଜନ୍ମ। ତିନି ଭାଇ ଭିତରେ ମୁଁ ବଡ଼। ବାପା ଯେହେତୁ ପାରାଦୀପ ବନ୍ଦରରେ କାମ କରୁଥିଲେ, ତେଣୁ ଆମ ପାଠପଢା ବି ସେହିଠାରେ…

ପେଟ୍ରୋଲ ନୁହେଁ, ଏଥର ପାଣିରେ ଚାଲିବ ବାଇକ୍‌

ୟଶ୍‌ ନାମକ ଜଣେ ଯୁକ୍ତଦୁଇ ଛାତ୍ର ଏବଂ ତାଙ୍କର ୪ ସାଙ୍ଗ ମିଶି ଏକ କମାଲ ଦେଖାଇଛନ୍ତି। ଏହି କମାଲରେ ଏମିତି ଏକ କିଟ୍‌ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ପେଟ୍ରୋଲ ନୁହେଁ ପାଣିରେ ବି ବାଇକ୍‌ ଚାଲିପାରିବ। ପାଣିରୁ ହାଇଡ୍ରୋଜେନ ଏବଂ…

ପର୍ଯ୍ୟଟନସ୍ଥଳୀ: ବାଲାସିନୋରର ଡାଇନୋସର ପାର୍କ

ଗୁଜରାଟର ମହିସାଗର ଜିଲା ଅନ୍ତର୍ଗତ ଏକ ସହର ହେଉଛି ବାଲାସିନୋର। ଉକ୍ତ ସହରରେ ରହିଛି ଏକ ଡାଇନୋସର ପାର୍କ ଓ ମ୍ୟୁଜିୟମ୍‌; ଯେଉଁଠାରେ ପର୍ଯ୍ୟଟକ ଡାଇନୋସରଙ୍କ ଅସ୍ଥିକଙ୍କାଳ ଓ ଜୀବାଶ୍ମ ଦେଖିବା ସହ ଅନେକ କିଛି ତଥ୍ୟ ଜାଣିପାରିବେ… ଗୁଜରାଟ ନିଜ…

ପଣ୍ଡିତ କିଏ? କୁହ ଜ୍ଞାନୀ କିଏ?

ଆମେ ଦେଖୁ ଯେ ସଂସାରରେ ଯିଏ ଭଲ ଦି’ପଦ କହିପାରିଲା, କଥା କଥାକେ ଶାସ୍ତ୍ର ପୁରାଣର ଉଦାହରଣ ଦେଇ ପ୍ରସଙ୍ଗ ସହିତ ଜଡ଼ିତ ଥାଉ କି ନ ଥାଉ ଗଣ୍ଡାଏ ଛ’ଟା ଶ୍ଳୋକ ବୋଲି ଦେଇପାରିଲା, ତାଙ୍କୁ ସାଧାରଣତଃ ଲୋକେ ପଣ୍ଡିତ…

୧୩୦ ବର୍ଷ ପରେ ଦେଖିବାକୁ ମିଳିଲା ଏହି ଦୁର୍ଲଭ ପେଚା

ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ୨୯ ତାରିଖରେ ଏକ ବିରଳ ପେଚା ଦେଖିବାକୁ ମିଳିଛି। ଦୀର୍ଘ ୧୩୦ ବର୍ଷ ପରେ ଏହି ଧଳାରଙ୍ଗର ପେଚାଟି ଦେଖିବାକୁ ମିଳିଛି। ଏହା ଏକ ଦୁର୍ଲଭ ପକ୍ଷୀ। ଏହା ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ୍‌ କୌତୂହଳ ପ୍ରକାଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri